ସମ୍ପାଦକୀୟ

କୃଷି ବଜେଟରେ ନା କୃଷି ନା କୃଷକ

ବିଚିତ୍ର ବିଶ୍ୱାଳ ଆମ ରାଜ୍ୟ ଓଡ଼ିଶାରେ ଗତ ୬ବର୍ଷ ହେବ ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରାଯାଉଛି। କିନ୍ତୁ କୃଷକଙ୍କ ସମସ୍ୟାର ସମାଧାନ ଏବେ ବି ଅନେକ ଦୂର। ଚଳିତ ବର୍ଷ ୨୦୧୯-୨୦ରେ ମଧ୍ୟ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ…

ଜନସଂଖ୍ୟା ବିସ୍ଫୋରଣର ମୁକାବିଲା

ଶେଖ୍‌ ଫରିଦ୍‌ଉଦ୍ଦିନ ସମଗ୍ର ବିଶ୍ୱକୁ ଜନସଂଖ୍ୟାର ଗଣିତ ଓଲଟପାଲଟ କରିଦେବାର କ୍ଷମତା ରଖିଥାଏ। ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟର ତଥ୍ୟ ଅନୁଯାୟୀ ଆସନ୍ତା ୩୦ବର୍ଷ ଭିତରେ ଭାରତର ଜନସଂଖ୍ୟା ବର୍ତ୍ତମାନର ୧୩୫କୋଟିରୁ ବୃଦ୍ଧି ପାଇ ୨୭୦କୋଟି ଛୁଇଁବ। ସମଗ୍ର ବିଶ୍ୱରେ…

ଏଇ ଭାରତରେ

ମା’ଓ ପୁଅ ସମ୍ପର୍କ ଅତି ନିବିଡ଼। ପୁଅ ପାଇଁ ମା’ ଜୀବନକୁ ବାଜି ଲଗାଇପାରେ। ମା’ର ସ୍ନେହଳ ଡାକରେ ରହିଛି ଚମତ୍କାରିତା। ମା’ଙ୍କ ବିକଳ କାନ୍ଦରେ ବ୍ରେନ୍‌ଡେଡ୍‌ ପୁଅ ଆଖିରୁ ବୋହିଲା ଲୁହ। ଏହାର ସଦ୍ୟତମ ଉଦାହରଣ ତେଲେଙ୍ଗାନା ସୂର୍ଯ୍ୟାପେଟ୍‌ ଜିଲାରେ…

ସମ୍ପାଦକୀୟ/ ସଡ଼କ ଯମ

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ସଡ଼କ ଦୁର୍ଘଟଣାଜନିତ ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୩ ବର୍ଷରେ ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୬,୨୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ବଜେଟରେ କୃଷି ଓ କୃଷକଙ୍କୁ ଅବହେଳା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପିତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟଟି ସରକାରଙ୍କ ପୂର୍ବ ବର୍ଷଗୁଡ଼ିକର ବଜେଟର ଧାରାବାହିକତାକୁ ଅବ୍ୟାହତ ରଖିବା ସହ ଦେଶର ସାଧାରଣ ଜନତା ବିଶେଷକରି କୃଷକମାନଙ୍କୁ ଏକଦମ୍‌ ନିରାଶ କରିଛି। ଲକ୍ଷ୍ୟଠାରୁ…

ନୀଳ ବିପ୍ଳବର ଶୁଭାରମ୍ଭ

ଡ. ବିନ୍ଦୁ ଆର୍‌. ପିଲାଇ, ଡ. ବିଭୁଦତ୍ତ ମିଶ୍ର ୨୦୦୧ ମସିହାରୁ ଭାରତ ସରକାର ୧୦ ଜୁଲାଇକୁ ଜାତୀୟ ମତ୍ସ୍ୟପାଳକ ଦିବସ ଭାବେ ପାଳନ କରିଆସୁଛନ୍ତି। ଏହି ଦିନଟି ମତ୍ସ୍ୟ ବିଜ୍ଞାନ କ୍ଷେତ୍ରରେ ‘ନୀଳ ବିପ୍ଳବ’ର ଶୁଭାରମ୍ଭ ଭାବେ ପରିଗଣିତ। ଓଡ଼ିଶାର…

ଏଇ ଭାରତରେ

ବିବାହ ପାଇଁ କନ୍ୟା ରଖିଲେ ସର୍ତ୍ତ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମଧ୍ୟପ୍ରଦେଶର ଗ୍ବାଲିୟର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଶହେ ଚାରାରୋପଣ କରିବା ପରେ ବରଯାତ୍ରୀ ନେଇ ବିବାହ ଲାଗି ଆସିବାକୁ ସେ ବରଘରକୁ ପରାମର୍ଶ…

ସମ୍ପାଦକୀୟ/ନୀତି ନୁହେଁ, ବୁଝାମଣା

କର୍ନାଟକରେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ୮ ଜୁଲାଇରେ ୨୧ କଂଗ୍ରେସ ମନ୍ତ୍ରୀ, ଜେଡି(ଏସ୍‌)ର ୯ ମନ୍ତ୍ରୀ ଏବଂ ସ୍ବାଧୀନରୁ ୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ନିକଟରେ କଂଗ୍ରେସ ଓ ଜେଡି(ଏସ୍‌)ର ୧୪ ବିଧାୟକ ଇସ୍ତଫା…

ଶୀତତାପ ନିୟନ୍ତ୍ରଣ ଓ ପରିବେଶ ତାତି

ସହଦେବ ସାହୁ ଜୁନ୍‌ ୨୩ରେ ଖବର ବାହାରିଲା ଯେ ଏସି ମେଶିନ ତିଆରି କରୁଥିବା କମ୍ପାନୀଗୁଡ଼ିକୁ ସରକାର କହିଛନ୍ତ,ି ମେଶିନରେ ୨୪ ଡିଗ୍ରୀ ସେଲ୍‌ସିୟସ୍‌ ଡିଫଲ୍ଟ ରଖିବାକୁ, ଅର୍ଥାତ୍‌ ମଣିଷ ନ ଚାହିଁଲେ ଆପେ ଆପେ ସେତିକି ଡିଗ୍ରୀରେ ଚାଲିବ। ସରକାରଙ୍କ…

ଜାଣିବା କଥାରୁ କିଛି

ଡ. ଶରତ ଚନ୍ଦ୍ର ରଥ ଜ୍ଞାନର ଦିଗ୍‌ବଳୟ ଅତ୍ୟନ୍ତ ପ୍ରଶସ୍ତ। ଯେତେ ଜାଣିଲେ ବି ଜାଣିବା ସରେ ନାହିଁ। ତେଣୁ ତ କୁହାଯାଇଛି ସତ୍ୟଂ ଜ୍ଞାନମନନ୍ତମ୍‌। ଜାଣିବାର ଇଚ୍ଛା ହେଉଛି ଜିଜ୍ଞାସା। ଯାହାର ଜିଜ୍ଞାସା ଯେତେ ଅଧିକ ତା’ର ଜୀବନ ଜିଇବା…

ଏଇ ଭାରତରେ

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ। ଏ କଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ। କଳା, ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ ତାଙ୍କ ପୁସ୍ତକଗୁଡ଼ିକ ରଚିତ ହୋଇଛି। ଉତ୍ତରପ୍ରଦେଶର ମୃଗେନ୍ଦ୍ର ରାଜ ମାତ୍ର ୬ବର୍ଷ ବୟସରୁ ଲେଖାଲେଖି…

ସୁନ୍ଦର ବଜେଟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକବର୍ଷ ଲାଗି ଉପସ୍ଥାପନ କରିଥିବା ବଜେଟକୁ ନେଇ ଦୁଇ ଦିନ ହେବ ଢେର ଆଲୋଚନା ହେଲାଣି। ଇନ୍ଦିରା ଗାନ୍ଧୀଙ୍କ ପରେ ପୂର୍ଣ୍ଣକାଳୀନ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହୋଇଥିବା ସୀତାରାମନ୍‌ ବ୍ରିଫ୍‌କେସ୍‌ ବଦଳରେ ‘ବହିଖାତା’ ଧରି ସଂସଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri