ସମ୍ପାଦକୀୟ

ମ୍ୟାପ କୂଟନୀତି

ଗତ ଅଗଷ୍ଟ ୨୪ରେ ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନ୍‌ସବର୍ଗ ବ୍ରିକ୍‌ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦୁଇ ଦେଶର ସମ୍ପର୍କ ଉନ୍ନତି ନେଇ ସ୍ବଳ୍ପ ଆଲୋଚନା ହେଲା। ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ...

ଦଣ୍ଡ ସଂହିତାରେ ସଂଶୋଧନର ନିହିତାର୍ଥ

ସଂସଦର ଗତ ମୌସୁମୀ ଅଧିବେଶନର ଶେଷ ଦିନରେ କେନ୍ଦ୍ର ସରକାର ଦେଶର ଫୌଜଦାରି ଦଣ୍ଡ ବ୍ୟବସ୍ଥାରେ ଏକ ବଡ଼ଧରଣର ସଂଶୋଧନ କରିବାକୁ ତିନୋଟି ବିଲ୍‌ ଆଗତ କରିଛନ୍ତି। ଅଚାନକ ଭାବେ ଆଗତ ଏହି ବିଲ୍‌ଗୁଡ଼ିକ ଜରିଆରେ ସରକାର ଭାରତର ଆପରାଧିକ...

ଏଇ ଭାରତରେ

ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟ ହାର୍ଭେଷ୍ଟ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜିର ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ୧୬%ରୁ ଅଧିକ ଖାଦ୍ୟ ଉପତ୍ାଦ ନଷ୍ଟ ହେଉଛି। ଭଣ୍ଡାର ସୁବିଧା ନ ଥିବା ଏବଂ ମହଙ୍ଗା ପରିବହନ ଯୋଗୁ ଏଭଳି ଘଟୁଛି।...

ନିର୍ବାଚିତ ଅପରାଧୀ

ଡୋନାଲ୍ଡ ଟ୍ରମ୍ପ୍‌ ଆପରାଧିକ ଅଭିଯୋଗର ସମ୍ମୁଖୀନ ହେଉଥିବାବେଳେ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ନିର୍ବାଚନ ଦୌଡ଼ରେ ସାମିଲ ହେବାର ସଂଶୟାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତ ହେବା, ଦୋଷୀ ସାବ୍ୟସ୍ତ ହେବା କିମ୍ବା ଜେଲରେ ରହିବାରେ ସେ ଆମେରିକା...

ସ୍ଵତନ୍ତ୍ର ଅଧିବେଶନ ପ୍ରଚ୍ଛଦରେ

ସ୍ଵତନ୍ତ୍ର ସଂସଦ ଅଧିବେଶନ ହଠାତ୍‌ ଡାକିବାର କାରଣ କ’ଣ? କ’ଣ ରହିଛି ସରକାରଙ୍କ ଉଦ୍ଦେଶ୍ୟ ! କୌଣସି ଏଜେଣ୍ଡା ନ ଥାଇ ସ୍ଵତନ୍ତ୍ର ଅଧିବେଶନକୁ ନେଇ ଆରମ୍ଭ ହୋଇଛି ବଡ଼ ଚର୍ଚ୍ଚା। ଫଳତଃ ଯାହା ଜଣାପଡୁଛି ଏହି ଅଧିବେଶନକୁ ନେଇ...

ଶିଶୁର ଶାରୀରିକ ବିକାଶରେ ପୌଷ୍ଟିକତା

ସୁସ୍ଥ ଓ ନୀରୋଗ ଜୀବନଯାପନ ପାଇଁ ପୁଷ୍ଟିକର ଖାଦ୍ୟ ନିତାନ୍ତ ଆବଶ୍ୟକ। କରୋନା ମହାମାରୀ ସମୟରେ ଶିଶୁଙ୍କ ଶାରୀରିକ ବିକାଶ ଓ ରୋଗପ୍ରତିରୋଧକ ଶକ୍ତି ଓ ପିଲାଙ୍କ ଆହାର ବିଶ୍ରାମ ସହିତ ସାମଗ୍ରିକ ଭାବରେ ସମସ୍ତଙ୍କ ପାଇଁ ଏକ ବଡ଼...

ଏଇ ଭାରତରେ

କଲେଜ ବନ୍ଦ ହୋଇଗଲା ପରେ ଜଣେ ଅଧ୍ୟାପିକା ନିଜସ୍ବ ଉଦ୍ୟମରେ ଛତୁଚାଷ କରି ମାସକୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରି ଏକ ଉଦାହରଣ ସୃଷ୍ଟିି କରିଛନ୍ତି। ଏହି ଅଧ୍ୟାପିକା ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ନିଧି ଖାତ୍‌ରେ। ନିଧିଙ୍କ ବୟସ...

ଏଇ ଭାରତରେ

ବୁକ୍‌ ବ୍ୟାଙ୍କ ଦ୍ୱାରା ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକମାନଙ୍କର ଏକ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି ହରିୟାଣାରେ। ବାବା ସରସାଇନାଥ ବୁକ୍‌ ବ୍ୟାଙ୍କ ୱେଲ୍‌ଫେୟାର ଟ୍ରଷ୍ଟ ପଢିବାରେ ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରୁଛି। ଏହି ବୁକ୍‌ ବ୍ୟାଙ୍କ...

‘କୋଟା’ର ମୃତ୍ୟୁଫାଶ ଓ ମେଧାବୀ

ଡା. ସମ୍ରାଟ କର   ‘ରାଜସ୍ଥାନର କୋଟା ସହରରେ ବାରମ୍ବାର ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି। । କେବଳ ଚଳିତ ବର୍ଷ କୋଟାରେ ଆତ୍ମହତ୍ୟା କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।’ – ବଡ଼ ବ୍ୟସ୍ତଭରା କଣ୍ଠରେ କହିଗଲେ ମୋ...

ମୂର୍ତ୍ତି ଓ ପ୍ରତିମୂର୍ତ୍ତି

ଯଦୁମଣି ପାଣିଗ୍ରାହୀ   ଆମ ନଜରରେ ମୂର୍ତ୍ତିଟିଏ ସଦାସର୍ବଦା କାହାରି ନା କାହାରି ଏକ ପ୍ରତୀକାତ୍ମକ ରୂପ ହୋଇଥିବା ବେଳେ ପ୍ରତିମୂର୍ତ୍ତି ଏକ ଅବିକଳ ପ୍ରତିକୃତ୍ତି ବା ପ୍ରତିରୂପ । ରାଜା ମହାରାଜାଙ୍କ ଶାସନକାଳରୁ ନିର୍ମିତ ମନ୍ଦିର ଓ ମନ୍ଦିରରେ...

ନୀରବ ଉତ୍‌ଥାନ

ବ୍ରହ୍ମ ଚେଲାନି   ଚାଇନାର ଆର୍ଥିକ ମାନ୍ଦାବସ୍ଥା ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ଭାରତର ଅର୍ଥ ବ୍ୟବସ୍ଥା ବାର୍ଷିକ ୭.୮% ହାରରେ ଅଭିବୃଦ୍ଧି ଘଟିଥିଲା। ଏହା ବ୍ୟତୀତ ନିକଟରେ ଜଳର ସମ୍ଭାବନା...

ଆଫ୍ରିକାରୁ ପରିବର୍ତ୍ତନ

ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟା ମଧ୍ୟରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାର ପ୍ରଭାବ ଉଦ୍ଭିଦ ଓ ପ୍ରାଣିଜଗତ ଉପରେ ପ୍ରତ୍ୟକ୍ଷ ପଡ଼ିଚାଲିଛି। ବର୍ଷରେ ଅନୁଭୂତ ହୋଇଆସୁଥିବା ୬ ଋତୁ ମଧ୍ୟରୁ କେବଳ ଗ୍ରୀଷ୍ମ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri