ଡିଜିଟାଲ୍ ଗାଁ
ହରିହର ତ୍ରିପାଠୀ କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ସମସ୍ତ ଗାଁକୁ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ। ହରିୟାଣାର ରେୱାରୀଠାରେ ଗୁରୱାରା ନାମକ ଗ୍ରାମକୁ ଡିଜିଟାଲ୍…
ଏଇ ଭାରତରେ
ଦୁଇ ମହଲା ବିଶିଷ୍ଟ କୋଠାର ୪ଟି ରୁମ୍ରେ ଚାଲିଛି ସ୍କୁଲ୍, କିନ୍ତୁ ପଢୁଛି ଜଣେ ପିଲା। ଆହୁରି ରୋଚକ କଥା ହେଉଛି ଏହି ପିଲାକୁ ପଢାଇବା ଲାଗି ରହିଛନ୍ତି ଦୁଇ ଜଣ ଶିକ୍ଷକ। ବିହାରର ଗୟାଠାରୁ ୨୦ କିଲୋମିଟର ଦୂର ଜାତୀୟ…
ଦୃଷ୍ଟି ହଟାଯାଉଛି
ସମ୍ପାଦକୀୟ/ତଥାଗତ ସତପଥୀ ହ୍ୟୁମାନିଟିଜ୍ ଷ୍ଟଡିଜ୍ ବା ମାନବବାଦୀ ପାଠ ଲାଗି ଉଚ୍ଚ ଶିକ୍ଷା କରିବାକୁ ଚାହୁଁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ଅନ୍ୟତମ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ବିବେଚନା କରାଯାଇଥାଏ। ଶୁଣାଯାଉଛି, ଏହି ବିଶ୍ୱବିଦ୍ୟାଳୟରେ…
ଦେଶ ବଞ୍ଚିଲେ ଆମେ ବଞ୍ଚିବା
ବୈକୁଣ୍ଠନାଥ ମିଶ୍ର ମନୁଷ୍ୟର ଅସ୍ବାଭାବିକ ଆଚରଣ ଘୋର ସଙ୍କଟମୟ ସ୍ଥିତିକୁ ଆମନ୍ତ୍ରଣ କରୁଛି। ତା’ର ଚଳଣି, ନିତ୍ୟନୈମିତ୍ତିକ କର୍ମ ସମ୍ପାଦନ ଓ ଗତିବିଧିର ଫଳାଫଳ କ୍ରମେ ତା’ ମୁଣ୍ଡ ଉପରେ ବିପଦର ଖଣ୍ଡା ଝୁଲାଇ ରଖିଛି। ସେ ସବୁ ଶୁଣେ, ସବୁ…
ଜୀବରେ ଯା’ର ଦୟା ନାହିଁ
ଅଭୟ ସୂତାର ଭଗବାନ ବୁଦ୍ଧଙ୍କ ସମ୍ପର୍କରେ କଥାଟିଏ ମନେପଡ଼େ। ଶୀତଦିନର ଏକ ସକାଳେ ରାସ୍ତାରେ ଜଣେ ପ୍ରାଣୀ ବ୍ୟବସାୟୀ ଏକ ମେଷପଲକୁ ବାଡ଼େଇ ବାଡ଼େଇ ନେଉଛନ୍ତି। ସେଥିରୁ ଏକ ମେଷ ଶାବକ ପାଦ ଛିଡ଼ି ଚାଲିପାରୁ ନ ଥିବାରୁ ମାଲିକଙ୍କଠାରୁ ମାଡ଼…
ବଦଳୁଛି ଶ୍ରୀକ୍ଷେତ୍ର
ବିମଳ ପ୍ରସନ୍ନ ଦାସ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେ ସମ୍ପର୍କ ଅବ୍ୟକ୍ତ, ଅନୁପମ ଏବଂ ଅକଳନ ଆନନ୍ଦର ଅଭିବ୍ୟକ୍ତି। କାରଣ ସେ ଅନନ୍ୟ, ଅମୃତମୟ, ଅନିର୍ବଚନୀୟ ଏବଂ ଅନ୍ତର୍ଯ୍ୟାମୀ। ସେ କେବଳ ଅନୁଭବର ଓ ଉପଲବ୍ଧିର ଠାକୁର। ସକଳ ରହସ୍ୟର…
ଏଇ ଭାରତରେ
ମସ୍ଜିଦରୁ ଶୁଭିବ ବୈଦିକ ମନ୍ତ୍ର, ହୋମ ବି ହେବ । ବରକନ୍ୟା ଅଗ୍ନିକୁ ସାକ୍ଷୀ ରଖି ୭ ଥର ପ୍ରଦକ୍ଷିଣ କରିବେ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏକ ମସ୍ଜିଦ୍ରେ ହିନ୍ଦୁ ରୀତିନୀତିରେ ଜଣେ ହିନ୍ଦୁ ଝିଅର…
ନିଦ କାହିଁ
ରୁଦ୍ର ପ୍ରସନ୍ନ ରଥ ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ଯଦି ମଣିଷ ନିଜ ଜୀବନରେ ଆଉ କାହାକୁ ସର୍ବାଧିକ ଗୁରୁତ୍ୱ ଦେଉଥାଏ ତାହା ହେଉଛି ନିଦ୍ରା। ମଣିଷ ଯେତେ ଧନୀ ହେଉ ବା ଗରିବ, ଭଦ୍ର ହେଉ ବା ଅଭଦ୍ର, ଶାନ୍ତ…
ନାରୀ ନିର୍ଯାତନା ଓ ତା’ର ନିଦାନ
ଡ. ପ୍ରଫୁଲ୍ଲ କୁମାର ସାହୁ ବାଣୀରେ ହେଉ କି ଠାଣିରେ ମହିଳାଙ୍କ ପ୍ରତି ଅସଦାଚରଣ ସଭ୍ୟ ସମାଜ ପାଇଁ ସର୍ବଦା ନିନ୍ଦନୀୟ। ମାତ୍ର ଆମ ଦେଶରେ ବାରମ୍ବାର ଘଟିଚାଲିଛି ଗଣବଳାତ୍କାର ଓ ହତ୍ୟା ଆଦି କଳଙ୍କିତ, ବୀଭତ୍ସ ଓ ଲୋମହର୍ଷଣକାରୀ ଘଟଣା।…
ଆମେରିକାର ବାଲାକୋଟ
ବିଶ୍ୱ ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ଦିନକୁ ଦିନ ନୂଆ ପରୀକ୍ଷଣ ହେଉଥିବା ଲକ୍ଷ୍ୟ କରାଯାଉଛି। ବିରୋଧୀ ଯେଭଳି ଶାସନ ଗାଦିକୁ ଫେରି ନ ପାରିବେ ସେଥିଲାଗି ଚରମ କୌଶଳ ଆପଣାଯାଉଛି। ବିଗତ କିଛି ବର୍ଷ ହେବ ଭାରତଠାରୁ ଆରମ୍ଭକରି ଆମେରିକା ଯାଏ…
ଏଇ ଭାରତରେ
ଉତ୍ତରପ୍ରଦେଶର କୌଶାମ୍ବୀ ଜିଲାର ଶିକ୍ଷକ ଅଜୟ ସାହୁ ଏକ ଗ୍ରାମୀଣ ସ୍କୁଲ୍ର ପରିବେଶକୁ ବଦଳାଇ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୬-୧୭ ଶିକ୍ଷା ବର୍ଷରେ ଅଜୟ ସିରାଥୁ ତହସିଲର ସୋରାଇ ବୁଜୁର୍ଗ ଗାଁର ପ୍ରାଥମିକ ସ୍କୁଲ୍ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ।…
ବିଶ୍ୱ ନଜରରେ ଭାରତ
ଆକାର ପଟେଲ ୨୦୨୦ରେ ସାରା ଜଗତ ଭାରତ ବିଷୟରେ କ’ଣ କହୁଛି? ”ଭାରତରେ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୋଲିସ ମୁସଲମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି“ (ନ୍ୟୁୟର୍କ ଟାଇମ୍ସ, ଜାନୁୟାରୀ ୩)। ”ଭାରତରେ ଦମନଲୀଳା ଚାଲିଥିବା ବେଳେ ବିଶିଷ୍ଟ ବ୍ୟକ୍ତିମାନେ ନୀରବ…
Archives


