କେନ୍ଦ୍ର ବଜେଟ ଓ ଗାଁ ଲୋକଙ୍କ ଆୟ ବୃଦ୍ଧି
ନଟବର ଖୁଣ୍ଟିଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ବଜେଟରେ ଗ୍ରାମାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଶେଷ ଭାଗରେ ରିପୋର୍ଟ ପ୍ରକାଶ ପାଇଲା ଯେ, ଗ୍ରାମାଞ୍ଚଳବାସୀଙ୍କ ଆୟ ଯଥେଷ୍ଟ ବୃଦ୍ଧି ହେଉ ନ ଥିବାରୁ ସେମାନଙ୍କର କ୍ରୟଶକ୍ତି ହ୍ରାସ…
ଓଡ଼ିଶାର ମହିମାଧର୍ମ
ଡ. ଉଦ୍ଧବ ଚରଣ ନାୟକ ଊନବିଂଶ ଶତକର ପ୍ରଥମ ଭାଗ। ଏହି ସମୟରେ ଭାରତୀୟ ହିନ୍ଦୁ ସମାଜ ଜାତିଭେଦ, ମୂର୍ତ୍ତିପୂଜା, ଅନ୍ଧବିଶ୍ୱାସ, କୁସଂସ୍କାର ଆଦି ବ୍ରାହ୍ମଣ୍ୟ ଧର୍ମର ପ୍ରଭାବରେ ଉବୁଟୁବୁ ହେଉଥିଲା। ସମାଜର ନୀଚ ଶ୍ରେଣୀର ଲୋକେ ଲାଞ୍ଛିତ, ଅପମାନିତ, ନିଷ୍ପେଷିତ…
ଏଇ ଭାରତରେ
ବିଜ୍ଞାନ ଓ ଜ୍ଞାନକୌଶଳର ବିକାଶକୁ ମଣିଷ ସ୍ବୀକାର କରୁଛି ସତ, କିନ୍ତୁ ସେମାନଙ୍କ ମଧ୍ୟରେ ବସା ବାନ୍ଧିଥିବା ଅଜବ ବିଶ୍ୱାସ ଦୂର ହୋଇନାହିଁ। ଏମିତି ଏକ ବିଶ୍ୱାସରେ ବାନ୍ଧି ହୋଇଛନ୍ତି ହିମାଚଳପ୍ରଦେଶ କୁଲୁ ଜିଲାର ମନୁଋଷିଙ୍କ ଗାଁ ମନାଲିର ଅଧିବାସୀ। ଏଠାରେ…
ଚନ୍ଦ୍ର ଓ ରାତ୍ରିଚର ଜୀବ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜୀବନ ଉପରେ ଚନ୍ଦ୍ରାଲୋକର ପ୍ରଭାବ ରହିଛି। ଏହା ପ୍ରଜନନ, ଶିକାର, ଯାତାୟାତ, ଯୋଗାଯୋଗ ଓ ପ୍ରାଣିଜଗତର ଅନ୍ୟ କେତେକ କ୍ରିୟାକୁ ପ୍ରଭାବିତ କରେ। ରାତ୍ରିଚର ପ୍ରାଣୀମାନେ ଚନ୍ଦ୍ରାଲୋକରେ ଭଲଭାବେ ଶିକାର କରିପାରନ୍ତି, ଯଦିଓ ଶିକାର କରିବାକୁ…
ସ୍ପୋକନ ଇଂଲିଶ ଶିକ୍ଷା : ଏକ ପ୍ରବଞ୍ଚନା
ଡ. ସୁବାସ ଚନ୍ଦ୍ର ପାତ୍ର ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ପାଇଁ ଉଦ୍ୟମ, ଗଣମାଧ୍ୟମରେ କୋଳାହଳ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ଏହା ଏକ ଆତ୍ମରକ୍ଷାମୂଳକ ପଦକ୍ଷେପ। ହଜେଇ ଦେଇଥିବା ‘ମାଟି’ ତଥା ସୁନାମ ଫେରି ପାଇବା ତଥା ସରକାରୀ ସ୍କୁଲକୁ…
ଜୀବନ ପାତ୍ର ମୋ ଭରିଛ କେତେ ମତେ
ଡ. ଭାଗ୍ୟଲିପି ମଲ୍ଲ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ’ ଏଇ ମାତ୍ର ଧାଡ଼ିକ ଶୁଣିଦେଲେ, ଶେଷ ପର୍ଯ୍ୟନ୍ତ ନ ଶୁଣି ରହି ହୁଏନି। ଗୀତର ସ୍ରଷ୍ଟା ବୈକୁଣ୍ଠନାଥ…
ଏଇ ଭାରତରେ
ଛତିଶଗଡ଼ ରାଜ୍ୟ ଗଠନ ହେବାର ୨୦ ବର୍ଷ ପରେ ୧୦ଟି ଗାଁରେ ପ୍ରଥମ ଥର ପାଇଁ ମତଦାନ ହେବା ଘଟଣା ସାମ୍ନାକୁ ଆସିଛି। ଦାନ୍ତଓ୍ବୋଡା ଜିଲା ମାଓବାଦୀ ପ୍ରଭାବିତ ପୋଟାଲି ଅଞ୍ଚଳର ଏହି ଗାଁଗୁଡିକରେ ପଞ୍ଚାୟତ ନିର୍ବାଚନରେ ଲୋକମାନେ ସେମାନଙ୍କ ମତ…
ସେନା ଦାନା ଖାଉଛନ୍ତି
ବର୍ତ୍ତମାନର କେନ୍ଦ୍ର ସରକାର ଜାତୀୟ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବଡ଼ ପାଟିରେ କହୁଛନ୍ତି। ବଜେଟ ୨୦୨୦-୨୧ରେ ପ୍ରଯତ୍ନଶୀଳ ସମାଜ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେଥିରେ ଜାତୀୟ ସୁରକ୍ଷା ସରକାରଙ୍କ ଅଗ୍ରାଧିକାର ରହିଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ହେଲେ…
ଆଉ କେତେ ଦିନ
ବୈକୁଣ୍ଠନାଥ ମିଶ୍ର ବିଗତ କିଛିବର୍ଷ ହେଲା ଭାରତୀୟ ରାଜନୀତିରେ ଏକ ବିଚିତ୍ର ପରମ୍ପରା ସୃଷ୍ଟି ହୋଇ ସାମାଜିକ ବିଧିବ୍ୟବସ୍ଥାକୁ କୀଟଦ୍ରଂଷ୍ଟ କରିଦେଲାଣି। ଏହା କ୍ରମେ ଏକ ଭୟଙ୍କର ଦୁଃସ୍ଥିତି ଆଡକୁ ମୁହାଁଇଛି। ନିର୍ବାଚନ ସମୟ ନିକଟତର ହେଲେ ଖୋଜାପଡ଼ନ୍ତି ଯୁବଗୋଷ୍ଠୀ। ସାମାନ୍ୟ…
ନିରର୍ଥକ ହେଉଛି ଜନଶୁଣାଣି
ଦେବ ରଞ୍ଜନ ଆଜି ଓଡିଶାବାସୀ ଯେଉଁ ସବୁ ଦୁର୍ବିପାକର ସାମ୍ନା କରୁଛନ୍ତି ତାହା କଦାପି ପ୍ରକୃତିଜନିତ ନୁହେଁ ବରଂ କ୍ଷମତାରେ ଥିବା ମଣିଷକୃତ। ପ୍ରକୃତି ଓ ମଣିଷର ଲାଭମନୋବୃତ୍ତି ମଧ୍ୟରେ ଯେଉଁ ସଙ୍ଘାତ ରହିଛି ତାହାର ତୀବ୍ରତାକୁ କିଛି କମାଇଦେବା ଲାଗି…
ଏଇ ଭାରତରେ
ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବାର ବହୁ ପୂର୍ବରୁ ଗ୍ରାମୀଣ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅଭିଯାନ ଚଳାଇଛନ୍ତି ତାମିଲନାଡୁର ମରାଚି ସୁବୁରାମନ। ତାମିଲନାଡୁ ସମେତ ଦେଶର ୨୬ଟି ରାଜ୍ୟରେ ସେ ୧ ଲକ୍ଷରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରିସାରିଛନ୍ତି।…
ନିଜ ଗାତରେ ଚାଇନା
ସମ୍ପାଦକୀୟ/ତଥାଗତ ସତପଥୀ ଚାଇନାରେ କରୋନା ଭୂତାଣୁ ଅଦ୍ୟାବଧି ୩୬୧ ଜଣଙ୍କ ପ୍ରାଣ ନେଇସାରିଲାଣି। ଆଜିଯାଏ ଜଣାପଡ଼ିଥିବା ପରିସ୍ଥିତିରୁ ପ୍ରାୟ ୧୭,୦୦୦ ଲୋକଙ୍କଠାରେ କରୋନା ଭାଇରସ୍ ଠାବ ହୋଇସାରିଲାଣି। ଏହାକୁ ଥର୍ମୋ ନ୍ୟୁକ୍ଲିୟର ପାଣ୍ଡେମିକ୍ ସହ ବୈଜ୍ଞାନିକମାନେ ତୁଳନା କରୁଛନ୍ତି। ଏହି ଭୂତାଣୁକୁ…
Archives


