ଭାଷାବଗିଚାକୁ ଗାଉଁଲି ଚାରା
ପଦ୍ମନାଭ ସାହୁ ଜାତିର ଜୀବନ ଭାଷା। ଭାଷାର ରୂପ ଭିତରେ ଜାଜ୍ୱଲ୍ୟମାନ ଗୋଟିଏ ଜାତିର ପରିଚୟ। ଭାଷାର ସମୃଦ୍ଧିରେ ଦେଶ ଓ ସମାଜର ବିକାଶ ସାଧିତ ହୋଇଥାଏ। ଓଡ଼ିଆ ଭାଷା ଓଡ଼ିଶାର ଗୌରବ ଗରିମାର ଗାଥା ଗାନ କରେ। ଭାରତବର୍ଷର ପ୍ରାଚୀନତମ…
ମନ ଫେରୁଛି ବହିକୁ
ଉପେନ୍ଦ୍ର ବିଶ୍ୱାଳ ଦୈନିକ ‘ଧରିତ୍ରୀ’ର ଲେଖିକା ଓ ଲେଖକମାନଙ୍କର ଥିଲା ବନ୍ଧୁମିଳନ କାର୍ଯ୍ୟକ୍ରମ। ସମ୍ମାନନୀୟ ସମ୍ପାଦକ ସଭିଙ୍କ ସାମ୍ନାରେ ସୁନ୍ଦର କଥାଟିଏ ରଖିଥିଲେ ସେଦିନ। କେମିତି ବଢ଼ାଯାଇ ପାରିବ ପଠନ ପ୍ରୀତି ଓ ପାଠକଙ୍କ ସଂଖ୍ୟା- ଏହିପରି ଏକ ଆତ୍ମିକ ଆବେଦନ…
ଏଇ ଭାରତରେ
ସମାଜରେ ଦିବ୍ୟାଙ୍ଗଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଲାଗି କାର୍ଯ୍ୟ କରାଯାଉଛି ସତ, କିନ୍ତୁ ସେମାନଙ୍କୁ ବିବାହବନ୍ଧନରେ ବାନ୍ଧି ସ୍ବାବଲମ୍ବୀ କରୁଥିବା ବ୍ୟକ୍ତି ବା ସଂସ୍ଥା ଖୁବ୍ କମ୍ ଦେଖିବାକୁ ମିଳେ। ଏଭଳି ଏକ ସଂସ୍ଥା ରହିଛି ରାଜସ୍ଥାନର ଉଦୟପୁରରେ। ନାଁ…
ନ୍ୟାୟ ମିଳୁଛି କି
ଆକାର ପଟେଲ ଶାହିନବାଗ ପ୍ରତିବାଦସ୍ଥଳକୁ ଅଣାଯିବା ପରେ ଜଣେ ଶିଶୁର ମୃତ୍ୟୁ ହେବା ଘଟଣାର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରତିବାଦ ଯୋଗୁ ଗାଡ଼ି ଚଳାଚଳ ଅବରୁଦ୍ଧ ହେବା ଘଟଣାର ମଧ୍ୟ ଅଲଗା ଭାବେ ଫେବୃୟାରୀ…
ପଞ୍ଚମ ସ୍ତମ୍ଭର ଅଭ୍ୟୁଦୟ
ପ୍ରକାଶ ତ୍ରିପାଠୀ ଗତ ସତୁରି ଦଶକ ଶେଷ ପର୍ଯ୍ୟନ୍ତ ରେଡିଓ ଓ ଖବରକାଗଜ ଥିଲା ଖବର ଜାଣିବାର ଏକମାତ୍ର ଉତ୍ସ। ରେଡିଓରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଦେଶବିଦେଶର ଖବର ଶୁଣୁଥିଲୁ। ରେଡିଓରେ ଖବର ଶୁଣିବାକୁ ଅପେକ୍ଷାକରି ବସି ରହୁଥିଲୁ। ସେହିପରି ଖବରକାଗଜରେ…
ଅନ୍ତରୀକ୍ଷ ପରୀ
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ପିଲାଟିଏ କାନ୍ଦିଲେ ମାତାପିତା ତାକୁ ଆକାଶ ଦେଖାଇଥାଆନ୍ତି। ଜହ୍ନ ମାମୁ ଓ ପରି ରାଇଜର କଥା କୁହାଯାଇ ତାକୁ ତୁନି କରାଯାଇଥାଏ। କିନ୍ତୁ ବଡ଼ ହେଲା ପରେ ମହାକାଶ ଓ ମହାଜାଗତିକ ବସ୍ତୁ ବିଷୟରେ ଜାଣିବାକୁ ଆଗ୍ରହ…
ଏଇ ଭାରତରେ
ଅନ୍ୟର ଉପକାର କରିବା ପାଇଁ ବେଳେବେଳେ ମଣିଷ କିଛି ନିଆରା କାମ କରିଥାନ୍ତି ଯାହା କରୁଛନ୍ତି ରାଜସ୍ଥାନ ଉଦୟପୁର ନିବାସୀ ଅଶୋକ ପାଲିଓ୍ବାଲ। କ୍ୟାନ୍ସର ରୋଗୀଙ୍କଠାରେ ସକାରାତ୍ମକ ଭାବନାର ଆବଶ୍ୟକତାକୁ ଉପଲବ୍ଧି କରି ସେ ଏଥିପାଇଁ ଆରମ୍ଭ କରିଛନ୍ତି ‘କେଶ ଦାନ…
ବିବାଦୀୟ ନିଯୁକ୍ତି
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ହରିୟାଣା କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଭାବେ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍ର ପୋଲିସ ଅଧିକାରୀ ଓ.ପି. ସିଂଙ୍କ ନିଯୁକ୍ତିକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଆଇଏଏସ୍ ଅଧିକାରୀମାନେ ଖୋଳତାଡ଼ କରି ଏହି ପଦକ୍ଷେପ…
ଋଣ ପରିଶୋଧ
ରଞ୍ଜନ କୁମାର ଦାସ ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିନସାରା କ୍ଲାସ୍, ପାୱାର ପଏଣ୍ଟ ଆଦି କରି କରି ଭାରାକ୍ରାନ୍ତ ହେଇପଡ଼ିଥାଉ। ତେଣୁ…
ଗୁଣାତ୍ମକ ଶିକ୍ଷା: କେତେ କଥା କେତେ କାମ
ଘାସିରାମ ପଣ୍ଡା ଜାନୁୟାରୀ ୧୭ରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବରିଷ୍ଠ ପ୍ରଶାସକମାନଙ୍କୁ ସମ୍ବୋଧିତ କରିବା ଅବସରରେ ସମଗ୍ର ରାଜ୍ୟବାସୀ ତାଙ୍କର ପରିବାର ବୋଲି ଦୋହରାଇଥିଲେ। ଏହା ତାଙ୍କର ରାଜନୈତିକ ପରିପକ୍ୱତା ଓ ଉତ୍ତରଦାୟିତ୍ୱକୁ ପରିପ୍ରକାଶ କରୁଛି। ଏହି ଦିନର ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିବା…
ଏଇ ଭାରତରେ
ଲାଭ ଆଶାରେ ନୁହେଁ ବରଂ ଘରଗୁଡିକରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ସହରକୁ ପ୍ରଦୂଷଣ ମୁକ୍ତ କରିବାରେ ଲାଗିଛନ୍ତି ହାଇଦ୍ରାବାଦ୍ର ଚାରିଜଣ ଉଚ୍ଚଶିକ୍ଷିତ ଯୁବକ। ବର୍ଜ୍ୟବସ୍ତୁକୁ ସେମାନେ ରିସାଇକ୍ଲିଂ କରାଉଛନ୍ତିି। ରୋଷନ ମିରନ୍ଦା, ଉଦିତ ପଟିଦାର, ଜୟନାରାୟଣ କୁଲଥିଙ୍ଗଲ ମିଶି ଏହି କାର୍ଯ୍ୟରେ…
ଆଜିର ଅର୍ଥନୀତି/ସ୍ପଷ୍ଟ କର
କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ସାଧାରଣ ଲୋକମାନେ ବ୍ୟକ୍ତିଗତ ଆୟକରରେ କ’ଣ ପରିବର୍ତ୍ତନ ଘଟୁଛି, ତାହା ଜାଣିବା ପାଇଁ ସବୁବେଳେ ଉତ୍ସୁକତା ପ୍ରକାଶ କରିଥାନ୍ତି। ଏଥିପାଇଁ ସେମାନେ ଆଗ୍ରହର ସହ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ଶୁଣନ୍ତି। କିନ୍ତୁ ବଜେଟ ଉପସ୍ଥାପନ ପରେ…
Archives


