ସମ୍ପାଦକୀୟ

ଶିଶୁଙ୍କ ପାଇଁ ସୃଜନାତ୍ମକ ଶିକ୍ଷା

ଲୋକନାଥ ପଣ୍ଡା କରୋନା ମହାମାରୀକୁ ଆଖିରେ ରଖି ଗତ ଦୁଇ ତିନିମାସ ମଧ୍ୟରେ ଶିଶୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କେହି ଚିତ୍ର ପ୍ରତିଯୋଗିତା କରୁଛନ୍ତି ତ କିଏ ଗଳ୍ପ ପ୍ରତିଯୋଗିତା। ସବୁଗୁଡ଼ିକୁ ହ୍ବାଟ୍‌ସଆପରେ ବା ଅନ୍‌ଲାଇନରେ ପଠାଇବା…

ଏଇ ଭାରତରେ

କମ୍ପ୍ୟୁଟର ଶିକ୍ଷାର ବିକାଶ ଲାଗି ଶୋହିବ ଦାର ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାହା ପ୍ରଶଂସନୀୟ। ସେ ତିନୋଟି ରାଜ୍ୟର ୧୫,୦୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି। ୨୦୧୭ରେ ସେ ଆନୁଷ୍ଠାନିକ ଭାବେ ‘ପି ଜାମ୍‌ ଫାଉଣ୍ଡେଶନ’…

ବର୍ଜନ ଅସମ୍ଭବ

ହଠାତ୍‌ ଭାରତୀୟଙ୍କ ନିଦ୍ରାଭଙ୍ଗ ହୋଇଛି। ଏପର୍ଯ୍ୟନ୍ତ ବିନା କାରଣରେ ମୁସଲମାନ ସମ୍ପ୍ରଦାୟର ଭାରତୀୟଙ୍କୁ ଘୃଣା କରୁଥିବା କିଛି ଲୋକ ବହୁ ଦିନରୁ ପାକିସ୍ତାନକୁ ଏକ ନମ୍ବର ଶତ୍ରୁ ଭାବେ ଚିତ୍ରଣ କରିଆସିଛନ୍ତି। ପିଲାଦିନରୁ ସମସ୍ତେ ଶିଖିଛନ୍ତି ଯେ, କେବଳ ପରୀକ୍ଷା ପାଇଁ…

ମହାମାରୀର ମହାସଂକେତ

ଡ. ପ୍ରଫୁଲ୍ଲ କୁମାର ସାହୁ ସାରା ବିଶ୍ବ ଏବେ ମହାମାରୀ କରୋନା କବ୍‌ଜାରେ। ଦୀର୍ଘ ପାଞ୍ଚ ମାସର ପ୍ରୟାସ ପରେ ବି ବିଜ୍ଞାନୀ ମଣିଷ ଖୋଜି ପାଉନି ସେଥିରୁ ମୁକୁଳିବାର ରାସ୍ତା। ପ୍ରତିଷେଧକ ଅନୁପସ୍ଥିତିରେ ଲୋକଙ୍କ ଜୀବନ ଏବେ ଗତିକରୁଛି ଲକ୍‌ଡାଉନ୍‌…

ବିଧ୍ୱଂସୀ ପଙ୍ଗପାଳ

ଅଜୟ କୁମାର ସାହୁ କରୋନା ଦାଉରୁ ଭାରତ ଉଦ୍ଧାର ପାଇ ନ ଥିବା ବେଳେ ପଙ୍ଗପାଳ ଦଳ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଭାରତୀୟ ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି। କୋଟି କୋଟି ପଙ୍ଗପାଳ ଯେଉଁ ଖେତରେ ପଶୁଛନ୍ତି ସେ ଖେତକୁ ଖାଇ…

ଏଇ ଭାରତରେ

ହଜାର ହଜାର ଯୁବକଙ୍କୁ ହିଂସା ପଥରୁ ଦୂରେଇ ରଖି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି ମଣିପୁରର ଜାମଖୋଜାଙ୍ଗ ମିଶାଓ। ସେ ଏଥିପାଇଁ ‘ଗନ୍‌ ଟୁ ପେନ୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ୫ ହଜାର ଯୁବକଙ୍କୁ ସ୍ବାବଲମ୍ବୀ ହେବାର…

କନ୍ଦାଇ ଦେଲେ

ତଥାଗତ ସତପଥୀ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା କରୋନାଜନିତ ଲକ୍‌ଡାଉନ୍‌ ୩୧ ମେ’ରେ ସମାପ୍ତ ହେଲା। ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ଗମ୍ଭୀର ରହିଥିବା ସ୍ବୀକାର କରିଛନ୍ତି। ସେ…

କରୋନା ସମୟରେ ବୁଦ୍ଧଙ୍କ ପ୍ରାସଙ୍ଗିକତା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଜି ଏକ ଅଦୃଶ୍ୟ ଭୂତାଣୁ କରୋନା ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ବିଭିନ୍ନ ଦେଶରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ଓ ମୃତ୍ୟୁ ମୁଖରେ ପତିତ। ଧର୍ମ ବର୍ଣ୍ଣ ଜାତି ନିର୍ବିଶେଷରେ ହିନ୍ଦୁ, ମୁସଲମାନ,…

ବିଜ୍ଞାନ ଜଗତର ଅମର ଶହୀଦ

ଡା. ଗୋପାଳ ଚନ୍ଦ୍ର ଦାଶ କରୋନା ଯୁଦ୍ଧର ପ୍ରଥମ ଶହୀଦ, ଚାଇନାର ଉହାନ ସହରର ଡାକ୍ତର ଲିଓ୍ବେନ୍ଲିୟାଙ୍ଗ। କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହରରେ ଜଣେ ରୋଗୀର ଚିକିତ୍ସା କରିବା ସମୟରେ ରୋଗର ଲକ୍ଷଣ ଓ ସଂକ୍ରମଣରୁ ଜାଣିପାରିଲେ ଯେ ବ୍ୟକ୍ତି…

ଏଇ ଭାରତରେ

ଶିକ୍ଷାଦାନ ସହ ପିଲାମାନଙ୍କୁ ହ୍ବାଟ୍ସଆପ୍‌ ମାଧ୍ୟମରେ କୃଷି ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି କେରଳର ଶିକ୍ଷକ ସରିତା ବିଜୟ କୁମାର। ତାଙ୍କୁ ବର୍ତ୍ତମାନ ବୟସ ୪୪। ପିଲାମାନେ ଲକ୍‌ଡାଉନ୍‌ରେ ଘରେ ରହିଥିତ୍ବାରୁ ସେମାନଙ୍କୁ ହ୍ବାଟ୍ସଆପ୍‌ ମାଧ୍ୟମରେ ଶିକ୍ଷା ଦେବାର ଏହା ପ୍ରକୃଷ୍ଟ ସମୟ…

ଡକ୍ୟୁମେଣ୍ଟ ମିଶନ ଜୟ ହିନ୍ଦ୍‌

ମହାମାରୀ ସମୟରେ ଦେଶର ଭୂମିକା କ’ଣ? ଏବେ କରୋନା ମହାମାରୀ ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ଜନସଂଖ୍ୟାର ଏକ ବୃହତ୍‌ ଅଂଶକୁ ତା’ର ଯତ୍ନ ନେବାରେ ଘୋର ବାଧା ଉପୁଜାଇଛି। କୋଟି କୋଟି ଲୋକ ଚାକିରି ହରାଇଛନ୍ତି। ଏବେ ସୁଦ୍ଧା ସହରରୁ…

ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପତ୍ର

ମୋର ପ୍ରିୟ ଦେଶବାସୀ, ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା। ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରଙ୍କୁ ଲଗାତର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri