ସମ୍ପାଦକୀୟ

ବଡ଼ମାନଙ୍କ ବାରଣନାମା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଶିଶୁଟିଏ ଜନ୍ମହୋଇ ତା’ ଟିକି ଟିକି ଆଖିରେ ଏ ଦୁନିଆକୁ ଚିହ୍ନିବା ପରଠାରୁ ଶେଷ ଶଯ୍ୟାରେ ଚିରଦିନ ପାଇଁ ଆଖି ଯୋଡ଼ିକ ବୁଜିଦେବା ଯାଏ ଏକ ବିଚିତ୍ର ବାରଣନାମାର ବଳୟ ଭିତରେ ବନ୍ଦୀ ଥାଏ…

ଏଇ ଭାରତରେ

ବର୍ଜ୍ୟବସ୍ତୁକୁ ପୁନଃ ଉପଯୋଗ କରିବାରେ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ବେଙ୍ଗାଲୁରୁର ପ୍ରଦୀପ ନାୟାର ଅନ୍ୟତମ। ସେ ଆଇଟି କମ୍ପାନୀ ଚାକିରି ଛାଡି ଶିପିଂ ଇଣ୍ଡଷ୍ଟ୍ରିରୁ ବାହାରୁଥିବା ବର୍ଜ୍ୟକାଠରୁ ଫର୍ନିଚର ତିଆରି କରୁଛନ୍ତି। ଏହା ପ୍ଲାଷ୍ଟିକ୍‌ ଫର୍ନିଚରଠାରୁ ବହୁତ…

ଏଇ ଭାରତରେ

ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ମାଓବାଦୀପ୍ରବଣ ବସ୍ତର ଜିଲାରେ ପିଲାମାନଙ୍କୁ ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ପୁଣି ସ୍କୁଲକୁ ଫେରାଇ ଅଣାଯାଇପାରୁଛି। ଏହି କ୍ଲାସ୍‌ର ସଷ୍ଟ୍ରା ହେଉଛନ୍ତି ବସ୍ତରର ଲୋହାଣ୍ଡିଗୁଡି ମଣ୍ଡଳ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ଯାଦବ। ଯାଦବଙ୍କ ସ୍ମାର୍ଟ କ୍ଲାସ୍‌ର ଶିକ୍ଷକ କିଏ ଜାଣିଛନ୍ତି…

ମଧ୍ୟବିତ୍ତଙ୍କ ବେଳା ଖରାପ

ଦେବେନ୍ଦ୍ର କର ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଲକ୍‌ଡାଉନ୍‌ ବଳବତ୍ତର ଥିବାବେଳେ ଆଉ କିଛି ସ୍ଥାନରେ କୋହଳ କରାଯାଇଛି। ବଜାର ଧୀରେ ଧୀରେ ଫିଟିଲାଣି, ଗାଡିମୋଟର ଚାଲିଲାଣି, ଲୋକେ ନିଜ ନିଜ…

ଯୋଗ ଗୋଷ୍ଠୀ, ପ୍ରତିରୋଧ ଶକ୍ତି ଓ ଏକତା

ରମେଶ ପୋଖରିୟାଲ ‘ନିଶଙ୍କ’ ୨୦୧୪ ସେପ୍ଟେମ୍ବର ୨୭ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘର ସାଧାରଣ ପରିଷଦରେ ଦେଇଥିବା ଭାଷଣ ଅବସରରେ ସେ କରିଥିବା ପ୍ରଚେଷ୍ଟା ଯୋଗୁ ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ (ଆଇୱାଇଡି)…

ବିବାଦୀୟ କେରଳୀ ବାବୁ

ବିବାଦୀୟ କେରଳ ଆଇପିଏସ୍‌ ଅଫିସର ଯାଦବ ଟମାସ ନିଜର ରଙ୍ଗିନ କ୍ୟାରିଅରକୁ ଏକ ଗଣମାଧ୍ୟମର ଶିରୋନାମା ତିଆରି କଲା ଭଳି ଢଙ୍ଗରେ ସମାପ୍ତ କରିଛନ୍ତି। ଚାକିରିର ଶେଷଦିନରେ ଟମାସ ତାଙ୍କ ଅଫିସ୍‌ ଚଟାଣରେ ଶୋଇଥିଲେ ଏବଂ ଏହାପରେ ସେ ପୁରାଣର ପର୍ଶୁରାମ…

ତେଲ ଶହେ ଛୁଇଁବ କି

ତୈଳ ମୂଲ୍ୟ ବଢ଼ାଇବା ପାଇଁ ବିପଣନ କମ୍ପାନୀଗୁଡିକ (ଓଏମ୍‌ସି) ଅତ୍ୟନ୍ତ ବ୍ୟସ୍ତ ଥିବା ପରି ମନେ ହେଉଛି। ସେମାନେ କ୍ରମାଗତ ୧୨ ଦିନ ଧରି ତୈଳ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ୧୨ ଦିନରେ ପେଟ୍ରୋଲ ମୂଲ୍ୟରେ ଟ୬.୫୫ ଏବଂ ଡିଜେଲ…

ମହାମାରୀ ଓ ସୂର୍ଯ୍ୟୋପରାଗ

ଦୋଳଗୋବିନ୍ଦ ପଣ୍ଡା ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ହେଲେ ତା’ ପ୍ରଭାବରେ ପୃଥିବୀରେ ମହାମାରୀ, ଯୁଦ୍ଧ ବିଭୀଷିକା, ପ୍ରାକୃତିକ ବିପର୍ଯ୍ୟୟ ଆଦି ଘଟିଥାଏ ବୋଲି ଜ୍ୟୋତିଷୀମାନେ ଜ୍ୟୋତିଷଶାସ୍ତ୍ରର ସିଦ୍ଧାନ୍ତ ଅନୁଯାୟୀ କହିଥାନ୍ତି। କିନ୍ତୁ ବର୍ତ୍ତମାନ ଜଣେ ବୈଜ୍ଞାନିକ କହିଛନ୍ତି ଯେ, ୨୦୧୯ ଡିସେମ୍ବର…

ଜୈବବିବିଧତା ଓ କରୋନା

ପ୍ରକାଶ ତ୍ରିପାଠୀ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଭାରତ ଭଳି ଜନବହୁଳ ଦେଶରେ କରୋନାକୁ ନିୟନ୍ତ୍ରଣରେ ରଖିବା ଆଉ ସମ୍ଭବ ହୋଇପାରୁନାହିଁ। ବିଶେଷକରି ପ୍ରବାସୀମାନଙ୍କ ସ୍ଥାନାନ୍ତର ପରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଗତ ଚାରିମାସର…

ଏଇ ଭାରତରେ

ଦିବ୍ୟାଙ୍ଗ ବି ଚାଷରେ ପାରଙ୍ଗମ ହୋଇପାରନ୍ତି ଯାହା ପ୍ରମାଣ କରିଛନ୍ତି କର୍ନାଟକର ଜେ. ରାମକୃଷ୍ଣ। ମାଣ୍ଡ୍ୟ ଅଞ୍ଚଳର ରାମକୃଷ୍ଣଙ୍କୁ ୨ ବର୍ଷ ବୟସ ହୋଇଥିବାବେଳେ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ। ପରେ ଶିକ୍ଷା ଲାଭ କରି କର୍ନାଟକ ପ୍ରାଥମିକ ଶିକ୍ଷା ବିଭାଗରେ…

ପରିବେଶ ପାଇଁ ତିନି ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ

ମାନେକା ଗାନ୍ଧୀ ଜିଲା ବନ ଅଧିକାରୀ ଏବଂ ରେଞ୍ଜରମାନଙ୍କୁ ପରିବେଶ ବିଜ୍ଞାନ (ଇକୋଲୋଜି) ଉପରେ ତାଲିମ ଦିଆଯାଇ ନାହିଁ। ସେମାନେ ଉଦ୍ଭିଦ କିମ୍ବା ପ୍ରାଣୀ ବିଷୟରେ ଜାଣନ୍ତି ନାହିଁ। ବାସ୍ତବରେ ଏ ସମସ୍ତ ସେବା ବନ୍ଦ କରିଦେବା ଉଚିତ କାରଣ ସେମାନେ…

ବଡ଼ ବିପତ୍ତି ଡିପ୍ରେସନ

ଡା. ଅଂଶୁମାନ କର ଗତ କିଛି ସପ୍ତାହ ହେବ ଦେଶ ତଥା ରାଜ୍ୟରେ କରୋନା ମହାମାରୀ ସ୍ଥିତିରେ ପରିବର୍ତ୍ତନ ଆସିଛି। ଡାକ୍ତରୀ ଭାଷାରେ କହିବାକୁ ଗଲେ- “We are fast heading towards the Epidemic peak.” ଅର୍ଥାତ୍‌ ଆମ ଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri