କେଉଁଠି ରହିଲା ଭାରତ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ ଏବେ କେବଳ ଏକ ଦନ୍ତହୀନ ସଙ୍ଗଠନ ଭାବେ ରହିଛି। ରୁଷିଆ-ୟୁକ୍ରେନ୍ ଏବଂ ଇସ୍ରାଏଲ-ହମାସ…
ସମଭାବରେ ବିରୋଧ ହେଉ
ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଅଦିନିଆ ରଥଯାତ୍ରାକୁ ଯେତେ ବିରୋଧ କଲେ ମଧ୍ୟ…
ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ
ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ ସେମାନଙ୍କ ଜାତି, ବର୍ଣ୍ଣ, ଲିଙ୍ଗ ତଥା ଧର୍ମ ଆଧାରରେ ଭେଦଭାବ ବିନା ସମାନ…
ଏଇ ଭାରତରେ
ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ଅତ୍ୟଧିକ ପ୍ରଦୂଷଣ ଯୋଗୁ ଜଳ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିଲା। ଏହାର ସମାଧାନ…
ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା
ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ ତା’ର କୁପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ୁଛି। ଏହାସତ୍ତ୍ୱେ ପ୍ରକୃତି ନିଜକୁ…
ନଜର ଲାଗିଗଲା କି
ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍ସନ୍ ଆଦି ବୃଦ୍ଧି କରି ଏକ ବିଲ୍ ସର୍ବସମ୍ମତି କ୍ରମେ ପାସ୍ ହୋଇଗଲା। ବିଧାୟକମାନେ ଜନମତ ନିର୍ବିଶେଷରେ ତା’ ସପକ୍ଷରେ ନାନାଦି ଯୁକ୍ତି ଉପସ୍ଥାପନ କରି ତାକୁ ଯଥାର୍ଥ ବୋଲି…
ବିଭାଜନକାରୀ ଆଇନ
ଚଳିତ ସପ୍ତାହରେ ଗୁଜରାଟ ଭଳି ରାଜସ୍ଥାନ ଏକ ପୃଥକୀକରଣ ବା ବିଭାଜନକାରୀ ଆଇନ ପାସ୍ କରିବାକୁ ଯାଉଛି। ଅଧିକାଂଶ ଭାରତୀୟ ଏହାର ଅସ୍ତିତ୍ୱ ବିଷୟରେ ଜାଣିପାରିବେ ନାହିଁ, କାରଣ ଗଣମାଧ୍ୟମ ଏହାକୁ ରିପୋର୍ଟ କରିବାର ସମ୍ଭାବନା କମ୍। ଆସନ୍ତୁ ଦେଖିବା ଏହା…
ବୁଦ୍ଧି-ଜ୍ଞାନ
ବେଳେବେଳେ ଦେଖାଯାଏ, ବୁଦ୍ଧି ପାଖରେ ବିଦ୍ୟା ଓ ଧନ ଉଭୟେ ହାର୍ ମାନନ୍ତି। ଏକଥା ସତ ଯେ, ଜୀବନଧାରଣ ନିମିତ୍ତ ବିଦ୍ୟା ଓ ଧନର ନିତାନ୍ତ ପ୍ରୟୋଜନ ରହିଛି। ଜୀବନଧାରଣ ପାଇଁ ଆବଶ୍ୟକ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଧନ ଦ୍ୱାରା…
ବାଳିକା, ବିବାହ ଓ ବ୍ୟଥା
ହଠାତ୍ ଦିନେ ୧୬ ବର୍ଷର ବାଳିକା ଲାଡ୍ଲିକୁ ବିଦ୍ୟାଳୟ ଯିବାକୁ ବାରଣ କଲେ ତା’ର ମାଆବାପା। ସେହିଦିନ ତାକୁ ନୂଆ ଶାଢ଼ି ପିନ୍ଧାଇ ସଜବାଜ କରାଇ ନେଇଗଲେ ଡ୍ରଇଂ ରୁମ୍କୁ। ଡ୍ରଇଂ ରୁମ୍ରେ ପୂର୍ବରୁ ବସିଥିଲେ ଲାଡଲିର ବାପା ଏବଂ କିଛି…
ପ୍ରୋତ୍ସାହନ ଆବଶ୍ୟକ
ସିବିଆଇ, ଆଇବି କିମ୍ବା କେନ୍ଦ୍ରୀୟ ସଶସ୍ତ୍ରବଳ ବାହିନୀରେ କାର୍ଯ୍ୟକରିବା ଅର୍ଥ ହେଉଛି ପ୍ରତିଷ୍ଠା, ପ୍ରଭାବ ଏବଂ ଜାତୀୟ ଶକ୍ତିର ପ୍ରତ୍ୟକ୍ଷ ଅବଲୋକନ। ହେଲେ ଏବେ ଏହି ଆକର୍ଷଣ କ୍ଷୀଣ ହୋଇଯାଉଛି। ମଞ୍ଜୁରୀପ୍ରାପ୍ତ ସଂଖ୍ୟା ବୃଦ୍ଧି ସତ୍ତ୍ୱେ କେନ୍ଦ୍ରରେ ଅନେକ ଶହ ଆଇପିଏସ୍…
ଏଇ ଭାରତରେ
ତାମିଲନାଡୁ ତ୍ରିଚିର ପରିବେଶବିତ୍ ସୁସ୍କିତା କ୍ରିଷ୍ଣନ୍ ପାଣିରେ ଶୀଘ୍ର ବଢ଼ୁଥିବା ଆୟସିନ୍ଥ ଦଳ (ସ୍ଥାନୀୟ ଅଞ୍ଚଳରେ କୁହାଯାଏ ନାଗଦଳ)କୁ ସଂଗ୍ରହ କରି ସେଥିରୁ ସେ କାଗଜ ତିଆରି କରିପାରୁଛନ୍ତି। ଦଳକୁ ସଂଗ୍ରହ କରାଯାଇ ସେଥିରୁ ବହଳିଆ ରସ ପ୍ରସ୍ତୁତ ହେବାପରେ କଗଜ…
ସାମ୍ପ୍ରଦାୟିକତା ଉପରେ ନେତାଜୀଙ୍କ ଦୃଷ୍ଟିକୋଣ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଭାରତୀୟ ସ୍ବାଧୀନତା ସଂଗ୍ରାମର ସବୁଠାରୁ ପ୍ରେରଣାଦାୟକ କାହାଣୀ ମଧ୍ୟରୁ ଗୋଟିଏ। ସମୟ ଏବଂ ଅଭିଜ୍ଞତା ସହିତ ତାଙ୍କର ବ୍ୟକ୍ତିତ୍ୱ ଧୀରେ ଧୀରେ ପରିପକ୍ୱ ହେଲା ଏବଂ ସେ ଜାତୀୟତାକୁ ଆକାର ଦେବାରେ ଜଣେ ନେତା…
Archives


