ସମ୍ପାଦକୀୟ

ଲଜ୍ଜା ହିଁ ଲଜ୍ଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରକୁ ୮ ବର୍ଷ ପୂରିଛି। ଏହି ଅବସରରେ ଭାଜପା ନେତା ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନେ ସରକାରୀ ସଫଳତା ବଖାଣି ମୋଦିଙ୍କ ଗୁଣଗାନ କରୁଛନ୍ତି। ୨୦୨୨ ମେ’ ୨୮ରେ ପ୍ରଧାନମନ୍ତ୍ରୀ…

ଗଛ ଓ ବିଧାୟକ

ଚଳିତବର୍ଷ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ଉପରେ ରେକର୍ଡ କରିଛି। ଭୁବନେଶ୍ୱରକୁ ସବୁଜ ସୁନ୍ଦର ବୋଲି ପୂର୍ବରୁ ଯାହା କୁହାଯାଉଥିଲା, ଏହାର ବାସିନ୍ଦାମାନେ ଗ୍ରୀଷ୍ମ ଋତୁର କୋପ କିଛି ବର୍ଷ ଧରି ଭୋଗି ଆସୁଛନ୍ତି। କରୋନା ଯୋଗୁ କରାଯାଇଥିବା ଲକ୍‌ଡାଉନ୍‌…

ସାମ୍ପ୍ରତିକ ସ୍ଥିତିରେ ଭାରତ

ରୁଷିଆ- ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ବିଶ୍ବ ଏକ ସଂକଟମୟ ସ୍ଥିତିରେ ଉପନିତ। ଏଭଳି ସ୍ଥିତିରେ ଆଉ ଏକ ମହାଯୁଦ୍ଧ ମୁହାଁ ହେଉଛି ବିଶ୍ବ। କାରଣ ୧୯୪୫ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବରେ ସବୁଠୁ ଭୟଙ୍କର ଯୁଦ୍ଧ ଭାବେ ବର୍ତ୍ତମାନର ରୁଷିଆର…

ମାତୃଭାଷାର ବ୍ୟଥା

ମାତୃଭାଷା ପ୍ରତି କମୁଛି ଓଡ଼ିଆଙ୍କ ଶ୍ରଦ୍ଧା ଓ ଆନ୍ତରିକତା- ୨୪ା୫ା୨୨ରେ ଧରିତ୍ରୀରେ ପ୍ରକାଶିତ ଉପରୋକ୍ତ ତଥ୍ୟଭିତ୍ତିକ ସୂଚନାକୁ ଭିତ୍ତିକରି ଆଲୋଚ୍ୟ ଆଲେଖ୍ୟର ପରିକଳ୍ପନା। ଭାଷା ହିଁ ଜାତିର ପରିଚୟ। ସେହି ପରିଚୟକୁ ନେଇ ଫୁଲିଉଠେ ଜାତୀୟ ସ୍ବାଭିମାନ। ଭାଷା ଜାତିକୁ ସଂଗଠିତ…

ନୈତିକତାର ଅଭାବ

ଗତମାସରେ ୧୦୦ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ଏକ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସ୍ବାକ୍ଷରକାରୀଙ୍କ ମଧ୍ୟରେ ଥିଲେ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ(ର’)ର ପୂର୍ବତନ ମୁଖ୍ୟ ଏବଂ ଜଣେ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ)। ସେମାନେ ଉଲ୍ଲେଖ କରିଥିଲେ ଯେ,…

ତ୍ୱରିତ ନ୍ୟାୟ ନାଁରେ ଏନ୍‌କାଉଣ୍ଟର

ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଅବସରପ୍ରାପ୍ତ ବିଚାରପତି ଭି.ଏସ୍‌. ଶ୍ରୀପୁରକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଶନ ୨୦୧୯ରେ ହାଇଦ୍ରାବାଦରେ ଘଟିଥିବା ଏକ ବହୁଚର୍ଚ୍ଚିତ ପୋଲିସ ଏନ୍‌କାଉଣ୍ଟର ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ସେଥିରେ ହାଇଦ୍ରାବାଦ ପୋଲିସ ଦ୍ୱାରା ସଙ୍ଗଠିତ…

ଅନ୍ତର୍ଜାତୀୟ ବୁକର ବିଜୟିନୀ

ଭାଷାକୁ ସୀମିତ ରଖିଦେବାର ମାନେ ମୋ ଜୀବନ ପରିସରକୁ ସଙ୍କୁଚିତ କରିଦେବା’। ଅଷ୍ଟ୍ରେଲିଆ ଜନ୍ମିତ ବ୍ରିଟିଶ ଦାର୍ଶନିକ ଲୁଡ୍‌ଓ୍ବିଗ୍‌ ଉଇଟ୍‌ଜେନ୍‌ଷ୍ଟେନ୍‌ଙ୍କ ଉପରଲିଖିତ ଏହି ଉକ୍ତିକୁ ତର୍ଜମା କଲେ ଭାଷାର ଦିଗ୍‌ବଳୟ ଯେତେ ବ୍ୟାପ୍ତ ହୋଇଥାଏ ବ୍ୟକ୍ତିଙ୍କ ଜୀବନ ପରିଧି ସେତେ ପୃଥିବୀବ୍ୟାପୀ…

ଏଇ ଭାରତରେ

ଦିବ୍ୟାଙ୍ଗ ହେଲେ ବି ସେ ପାରଙ୍ଗମ। କଳାକୃତିକୁ ନେଇ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏହି ଦିବ୍ୟାଙ୍ଗ ଜଣକ ହେଉଛନ୍ତି କେରଳର ସ୍ବପ୍ନା ଅଗଷ୍ଟାଇନ। ତାଙ୍କର ଦୁଇ ହାତ ନାହିଁି। ଜୀବନର ସବୁ ଆହ୍ବାନକୁ ମୁକାବିଲା କରି ଗୋଡ଼ରେ ଚିତ୍ର…

ଏଇ ଭାରତରେ

ନୂତନତ୍ୱ ବହୁ ସମୟରେ ଅନେକଙ୍କୁ ଭିନ୍ନ ପରିଚୟ ଦେଇଥାଏ, ଯାହା ଘଟିଛି ପଶ୍ଚିମବଙ୍ଗର ଦୀପ୍ତେନ୍ଦୁ ରୟଙ୍କ ଜୀବନରେ। ଦୀପ୍ତେନ୍ଦୁ ଯାତ୍ରୀଙ୍କ ସୁବିଧା ଲାଗି ରାଜପଥ କଡ଼ରେ ପୁରୁଣା ବସ୍‌ରେ ବିଶ୍ରାମ ଗୃହ ନିର୍ମାଣ କରିଛନ୍ତି। ବିଶେଷକରି ମହିଳା ଯାତ୍ରୀମାନଙ୍କ ପାଇଁ ଏହା…

ବିଦ୍ୟୁତ୍‌ ରାଜନୀତି

ଅଧ୍ୟାପକ ଗୋପବନ୍ଧୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌), ଓଡ଼ିଶା ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଦେୟ ଛାଡ଼ ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି l ପ୍ରତି ଜିଲାରେ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି l ପାର୍ଟି ଲକ୍ଷ୍ୟ ରଖିଛି…

ଯେତିକି ବୃଦ୍ଧି କରିଥିଲ ସେତିକି ହ୍ରାସ କର

ଡ. ସନ୍ତୋଷ କୁମାର ମହାପାତ୍ର ପ୍ରଥମେ ଜନ ବିରୋଧୀ ନୀତି ପ୍ରଣୟନ କର, ଇନ୍ଧନ ଟିକସ ବୃଦ୍ଧି କରି ଲୋକଙ୍କ ଜୀବନକୁ ଦୁର୍ବିଷହ କର। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରି ଲୋକଙ୍କ ଜୀବନକୁ କଷ୍ଟସାଧ୍ୟ, ଦୁଃଖଦାୟକ ଏବଂ ଭୟଙ୍କର କର।…

କେହି ମୁହଁ ଖୋଲୁନାହାନ୍ତି

ଅମଲାତନ୍ତ୍ରରେ ସବୁବେଳେ ସର୍ଭିସଗୁଡ଼ିକ ମଧ୍ୟରେ ଟେନ୍‌ସନ ଲାଗିରହିଛି, କିନ୍ତୁ ଏହାର ମହତ୍ତ୍ୱ କମ୍‌ ରହିଆସିଛିି। ନିକଟରେ ୧୯୯୬ ବ୍ୟାଚ୍‌ର ୨୫ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦେବା ଓ ନିଯୁକ୍ତିସୂଚୀରେ ସମ୍ମିଳିତ କରିବା ଏବଂ ୧୯୯୪ ବ୍ୟାଚ୍‌ର ଦୁଇ ଆଇପିଏସ୍‌ ଅଧିକାରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri