ଧର୍ମ ସଙ୍କଟ
ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ ଜୋକ ମାଡ଼ି ଆସିବେ ଉଇ, ପିମ୍ପୁଡ଼ି ଆଉ ଅସରପା ଭଳି ଅନେକ। କେଉଁ…
ଅସରପା ଗୋଟେ ଚଢ଼େଇ
କକ୍ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ ଲୋକେ କାହାକୁ ନୂ୍ୟନ କରି ଦେଖିଲା ବେଳେ କହିଥାଆନ୍ତି ‘ସିଏ ଗୋଟେ ମଣିଷ…
ଏଇ ଭାରତରେ
ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ ଭୂତଳଜଳସ୍ତର ବୃଦ୍ଧି କରିବା ସକାଶେ ଆଇଏଏସ୍ ଅଧିକାରୀ ତଥା ତାମିଲନାଡୁ ତିରୁଭାଲ୍ଲାର ଜିଲାର…
ସେ ଅସୁରର ମୃତ୍ୟୁ ନାହିଁ
ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ ଭଲ ଦରବ ନିଜ ଭିତରେ ବାଣ୍ଟିନେଇ ଅସୁରଙ୍କୁ ଠକି ଦେଇଥିଲେ। ସେଥିପାଇଁ ସୁର-ଅସୁର…
ସମବାୟ ବିକାଶ ଲକ୍ଷ୍ୟ
ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଯେତେବେଳେ ସମଗ୍ର ଭାରତରେ ସମବାୟ ସମିତିଗୁଡ଼ିକୁ ସମାବେଶୀ…
ହିଂସାରୁ ହିଂସା
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍ପି ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଉତ୍ତ୍ୟକ୍ତ ଜନତା ତାଙ୍କ କଲାର ଧରି ମୋଟର ସାଇକେଲରୁ…
ଏଇ ଭାରତରେ
ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ଏହି କାମ କରିଆସୁଛନ୍ତି। ୨୦୧୪ରେ ସେ ଘରଚଟିଆଙ୍କ ବଂଶ ଲୋପ…
୯ କିଲୋମିଟରର ଅକୁହା କାହାଣୀ
ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ ଭୂଇଁ ଓ ଜଙ୍ଗଲର ଝରଣା ପାର ହୋଇ ଆଗକୁ ଚାଲିଛନ୍ତି। ଏହି ଦୃଶ୍ୟ…
ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍
ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ ଚାହାନ୍ତି, ଅଧିକାଂଶ ଶିକ୍ଷକଙ୍କ ମନରେ ଛନକା ପଶିଯାଏ! ଲେସନ ପ୍ଲାନ, ଏହାକୁ କିପରି…
ଦ୍ୱନ୍ଦ୍ୱ ଦୂର ହେଉ
ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍ ମୌଲବୀ ସଂଗଠନର ମୁଖ୍ୟ ତଥା ଜମିୟତ ଉଲମା-ଏ-ହିନ୍ଦ୍ର ଅଧ୍ୟକ୍ଷ ମୌଲାନା ଅର୍ଶଦ ମଦାନୀ କହିଛନ୍ତି,…
ଫାଷ୍ଟବ୍ରିଡର ରିଆକ୍ଟର
୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ ହେଁ ଏବେ ଜୀବାଣୁ ଇନ୍ଧନର ଅଭାବ ଏବଂ ଏହାର ଉଚ୍ଚତର ଅଙ୍ଗାର ପଦଚିହ୍ନ…
ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି
ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ ମାନବିକତା, ସାଧୁତା, ସଚୋଟତା, ସମ୍ବେଦନଶୀଳତା, ଦୟା, କରୁଣା ଆଦି ଗୁଣ କ୍ରମେ ଉଭେଇ…
Archives


