ସମ୍ପାଦକୀୟ

ସଙ୍କଟରେ ସବୁଜିମା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ବସ୍ତୁବାଦୀ ଜୀବନଶୈଳୀ ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି ଉଦ୍ଭିଦ ଜଗତ ବା ସବୁଜିମା। ପୃଥିବୀରେ ବାର୍ଷିକ ଲୋପପାଇବାରେ ଲାଗିଛି ହାରାହାରି ପ୍ରାୟ ଦଶ ନିୟୁତ ହେକ୍ଟର ଅରଣ୍ୟ। ଏକଥା ସତ୍ୟ ଯେ ସାମାଜିକ...

ଉପେକ୍ଷିତ ସେନା

ଆଜି ସେନାରେ ପ୍ରବଳ ମାତ୍ରାରେ ମାନବ ସମ୍ବଳର ଅଭାବ ଦେଖାଦେଲାଣି। ମନେପଡ଼େ ଅର୍ଦ୍ଧଶତାବ୍ଦୀର କିଛି ବର୍ଷ ପୂର୍ବେ ଭୁବନେଶ୍ୱର ଭଳି ଜାଗାରେ ଆର୍ମି ରିକ୍ରୁଟ୍‌ମେଣ୍ଟ ପରୀକ୍ଷା ସମୟରେ ଅନେକ ଦିନ ଧରି ଯୁବକମାନଙ୍କ ଭିଡ଼ ଲାଗି ରହୁଥିଲା। ଏପରିକି ସେହି...

ରାଜ୍ୟ କରୁ ଜନଗଣନା

ଯାହା କରିପାରିଲା ଚାଇନା, ଇଂଲଣ୍ଡ ଓ ଆମେରିକା ତାହା କରିବାରେ ଭାରତ ସକ୍ଷମ ହେଉନାହିଁ। ଏଭଳି ଅନେକ କାର୍ଯ୍ୟ ଅଛି ଯାହା ଭାରତ ସରକାର କରିବାରେ ଅକ୍ଷମ ବା ଅନିଚ୍ଛୁକ। ଉଦାହରଣ ସ୍ବରୂପ, ଜନଗଣନା ଏହି ଦେଶରେ ୨୦୨୧ ମସିହାରେ...

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌ ମିଲାନ ରୋକେ ଡମ୍ପୟାର୍ଡକୁ ସବୁଜ ଜଙ୍ଗଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।...

ଜଣେ ଖରାପ ଲେଖକର ଗପ

ଡ. ନରେନ୍ଦ୍ର ସେଠୀ   ସମାଜର ବଡ଼ବଡ଼ିଆଙ୍କ ଆଖିରେ ସେ ଥିଲେ ଜଣେ ଅଶ୍ଳୀଳ ଓ ଅଭଦ୍ର ଲେଖକ। ଯୋଉ ଶବ୍ଦକୁ ଆମେ ଉଚ୍ଚାରଣ କରିବାକୁ ସଂକୋଚ କରିଥାଉ, ସେ ତାକୁ ସହଜରେ ତାଙ୍କ ଗପରେ ଲେଖି ପାରୁଥିଲେ। ନିଜ...

ସହରାଞ୍ଚଳରେ ଜଳବାୟୁ ସମସ୍ୟା

ଡ. ଜୟକୃଷ୍ଣ ପାଣିଗ୍ରାହୀ   ବିଶ୍ୱ ଜନସଂଖ୍ୟା ଅନିୟନ୍ତ୍ରିତ ଭାବେ ବୃଦ୍ଧିପାଇ ଏବେ ୮୦୦ କୋଟି ଅତିକ୍ରମ କରିଛି। ଏହି କ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ସହରାଞ୍ଚଳମାନଙ୍କର ସଂଖ୍ୟା ଓ ଆୟତନ କ୍ରମେ ବୃଦ୍ଧିପ୍ରାପ୍ତ ହୋଇଚାଲିଛି। ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ,...

ନାଗରିକର କ୍ଷତି

ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ତଥା ଏବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ୍‌ ପାଓ୍ବାର ପ୍ରମାଣ କରିଦେଇଛନ୍ତି ଯେ, ରାଜନୀତିରେ କେହି କାହାର ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନୁହନ୍ତି। ଆଜି ଯାହାଙ୍କ ବିରୋଧରେ ଜଣେ ଗର୍ଜୁଥିବେ ଆସନ୍ତାକାଲି...

ଏଇ ଭାରତରେ

ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ ଚୁଲା ତିଆରି କରାଯାଇ ୨୭୦୦ କିଲୋଗ୍ରାମର ବିରାଟକାୟ ରୁଟି ପ୍ରସ୍ତୁତ କରାଯାଇଛି। ଯୋଧପୁର ଏବଂ ସୁରଟର...

ଏ ଧରଣୀ ସୁଖ ମଣି, ବଇକୁଣ୍ଠ ନାହିଁ ଭଲ ଲାଗେ..

ଡ. ହୃଷୀକେଶ ମଲ୍ଲିକ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଥିଲେ ଓଡ଼ିଆ ‘ସବୁଜ ଗୋଷ୍ଠୀ’ର କବିଙ୍କ ମଧ୍ୟରେ ମଧ୍ୟମଣି। ସେ ଏକାଧାରରେ ଥିଲେ କବି, କଥାକାର ଓ ଯୁଗପ୍ରବର୍ତ୍ତକ ଔପନ୍ୟାସିକ। ସବୁଜ ପାଞ୍ଚଜଣଙ୍କ ମଧ୍ୟରେ ଯୁଗକୁ ଅତିକ୍ରମ କରି ଯୁଗାନ୍ତରରେ ତାଙ୍କ...

ଓଡ଼ିଶା ରାଜନୀତିରେ ସାମାଜିକ ନ୍ୟାୟ ପ୍ରସଙ୍ଗ

ଅଧ୍ୟାପକ ଗୋପବନ୍ଧୁ ଓଡ଼ିଶା ରାଜନୀତିରେ ସାମାଜିକ ନ୍ୟାୟକୁ ଏକ ରାଜନୈତିକ ଇସ୍ୟୁ ଭାବେ ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ। ଭାରତବର୍ଷର ଅନେକ ରାଜ୍ୟରେ ଏହାକୁ ନେଇ ରାଜନୀତି ହୋଇଛି ଏବଂ ସଫଳତା ମଧ୍ୟ ମିଳିଛି। ରାଷ୍ଟ୍ରୀୟ ସ୍ତରରେ ମଣ୍ଡଳ କମିଶନ...

କର୍ତ୍ତବ୍ୟରେ ଅବହେଳା

ଜାତୀୟ ସୁରକ୍ଷାକୁ ‘ନାଗରିକତ୍ୱର ସୁରକ୍ଷା ଓ ପ୍ରତିରକ୍ଷା ପାଇଁ କୌଣସି ଦେଶର କ୍ଷମତା ଏବଂ ହିଂସା ଓ ଆକ୍ରମଣଜନିତ ବିପଦରୁ ନିଜକୁ ରକ୍ଷାକରିବାର ଦକ୍ଷତା’ ବୋଲି ବର୍ଣ୍ଣନା କରାଯାଇଛି। ତେବେ ନୂତନ ଭାରତର ସୁରକ୍ଷା ସିଦ୍ଧାନ୍ତକୁ ବୁଝିବାକୁ ହେଲେ ଜଣେ...

ଆତ୍ମବିଶ୍ୱାସର ସଙ୍କଟ

କୋଭିଡ୍‌ ସେଣ୍ଟର ମହାଦୁର୍ନୀତି ଅଭିଯୋଗରେ ନିକଟରେ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ଜୈଶ୍ୱାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଦକ୍ଷେପ ନେଇଛି। ଏହାକୁ ଭିତ୍ତିକରି ମହାରାଷ୍ଟ୍ରର ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଟି ହୋଇଛି। କ୍ଷମତା ସଂଗ୍ରାମରେ ଜଡ଼ିତ ଥିବା ହେତୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri