କିମ୍ ଜଙ୍ଗ୍ ଉନ୍ଙ୍କ କାନ୍ଦ
ଲଳିତେନ୍ଦୁ ପଲାଉରୀ କାନ୍ଦିଲେ ଉତ୍ତର କୋରିଆ ତାନାଶାହ ସୁପ୍ରିମ ଲିଡର କିମ୍ ଜଙ୍ଗ୍ ଉନ୍। ଜାତୀୟ ମାତୃ ଦିବସରେ ମହିଳାମାନଙ୍କୁ ସମ୍ବୋଧନ କରି ଭାବପ୍ରବଣ ହୋଇ ଲୁହ ଗଡ଼ାଇଲେ ଏହି ଶାସକ। ଦେଶବାସୀଙ୍କୁ ବାରମ୍ବାର ଭୟ ଓ ଆଶଙ୍କା ଭିତରେ ରଖିଆସୁଥିବା…
ଜୀବନର ଶ୍ରେଣୀ ବିଚାର
ଡ.ସତ୍ୟନାରାୟଣ ମିଶ୍ର ବିଶ୍ୱାସ, ଭକ୍ତି ଓ ସମର୍ପଣରେ ଭଗବାନଙ୍କର ସ୍ଥିତିକୁ ଉପଲବ୍ଧି କରିହୁଏ, ଯେଉଁଠି ମଣିଷ ମନରେ ନ ଥାଏ ଗ୍ଳାନି, ଅହଂକାର ଓ ଗର୍ବ। ସୃଷ୍ଟିର ମଣିଷ ହିଁ ଏକମାତ୍ର ପ୍ରାଣୀ, ଯିଏ ଭଲ ମନ୍ଦର ବିଚାର ଅବିଚାର, ଠିକ୍…
ଭିକାରି କେତେ
ଭିକ୍ଷାବୃତ୍ତି ଜଣେ ବ୍ୟକ୍ତିର ଦୁର୍ବଳ ଆର୍ଥିକ ଓ ସାମାଜିକ ସ୍ଥିତିକୁ ଦର୍ଶାଏ। ଭିକାରିଟିଏ ଏହି ବୃତ୍ତିରେ ବଞ୍ଚେ। ବହୁ ସମୟରେ ଦେଖାଯାଏ ଅନେକ ସକ୍ଷମ ବ୍ୟକ୍ତି ଭିକମାଗନ୍ତି, ଯାହା ସେମାନଙ୍କ କାର୍ଯ୍ୟ କ୍ଷମତା ଉପରେ ପ୍ରଶ୍ନ ଉଠାଏ। ଭିକାରିଙ୍କ ସଂଖ୍ୟା ଭାରତ…
ଏଇ ଭାରତରେ
ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ଯାଉଛନ୍ତି। ଡିଜେ ବାଜୁଛି, ଲୋକେ ବି ଧୁମ୍ଧାମ୍ରେ ନାଚଗୀତ କରୁଛନ୍ତି। ମାତ୍ର ରାସ୍ତାରେ ଛିଡ଼ା ହୋଇଥିବା ଦର୍ଶକମାନଙ୍କୁ ଡିଜେ ମ୍ୟୁଜିକ୍ କିଛି ବି ଶୁଭୁନାହିଁ। ଏମିତି ଏକ କଥା ହୁଏତ କାହାର ବିଶ୍ୱାସ ହୋଇ ନ ପାରେ,…
କନ୍ୟା ସନ୍ତାନ ବିମୁଖତା ଦୂରହେଉ
ବୈକୁଣ୍ଠନାଥ ମିଶ୍ର ନାରୀ ଓ ପୁରୁଷ ପ୍ରକୃତିର ଅନନ୍ୟ ସୃଷ୍ଟି। ଦୁହେଁ ପରସ୍ପରର ପରିପୂରକ। ଏକ ବିନା ଅନ୍ୟର ସ୍ଥିତି ନିରର୍ଥକ। ସୃଷ୍ଟିର ପ୍ରାରମ୍ଭରୁ ଏ ପୁରୁଷ ପ୍ରଧାନ ସମାଜରେ ନାରୀକୁ ଗୈାଣଭାବେ ପ୍ରଦର୍ଶିତ କରାଯାଇ ଆସିଛି। ମନେ କରାଯାଉଥିଲା…
ଧର୍ମକୁ ନେଇ ରାଜନୀତି
ସୌଭାଗ୍ୟ ସୁନ୍ଦରରାୟ ସନାତନ ଧର୍ମ ନିଶ୍ଚିହ୍ନ ପାଇଁ ଡିଏମ୍କେ ଶାସିତ ରାଜ୍ୟ ତାମିଲନାଡ଼ୁର ଶିକ୍ଷାମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ଭାରତୀୟ ଜନତା ପାର୍ଟି (ଭାଜପା) ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ବିଧାନସଭା ନିର୍ବାଚନରେ ନିର୍ବାଚନୀ ପ୍ରସଙ୍ଗ କରିଥିଲା। ଅଣଭାଜପା…
ରାହୁଲଙ୍କ ନ୍ୟାୟ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଭାରତ ଯୋଡ଼ୋ ଯାତ୍ରା ୭ ସେପ୍ଟେମ୍ବର ୨୦୨୨ରୁ କନ୍ୟାକୁମାରୀଠାରୁ ଆରମ୍ଭ କରି ୩୦ ଜାନୁଆରୀ ୨୦୨୩ରେ ଜମ୍ମୁ ଓ କଶ୍ମୀରରେ ଶେଷ କରିଥିଲେ। ଯାତ୍ରା ଶେଷ ହେବା ପରେ ଦାଢ଼ି କାଟି, ଶୁଟ୍ବୁଟ୍ ପିନ୍ଧି…
ଆଉ ଏକ ମିତ୍ର ଗଲା
ପଡ଼ୋଶୀ ରାଷ୍ଟ୍ର ବିରୋଧୀ ନୀତି ଯୋଗୁ ଭାରତ ଗୋଟିଏ ଗୋଟିଏ ପଡ଼ୋଶୀକୁ ହାତଛଡ଼ା କରୁଥିବା ଦେଖିବାକୁ ମିଳୁଛି। ପାକିସ୍ତାନ ଓ ଚାଇନା ଏମିତିରେ ଭାରତ ବିରୋଧୀ ଥିବାବେଳେ ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ପର୍ଯ୍ୟାୟକ୍ରମେ ଦୂରେଇ ଯାଇଛନ୍ତି। ମ୍ୟାନ୍ମାର ଭଳି ଦେଶ…
ଏଇ ଭାରତରେ
ପି ତାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ପ୍ରତିଦିନ ମାଗଣାରେ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗୁଜରାଟର ରାକେଶ ପଞ୍ଚାଲ। ଗୁଜରାଟର ଭାସୋ ଅଞ୍ଚଳର ବିଭିନ୍ନ ଗାଁରେ ଥିବା ଏଭଳି ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନିକଟରେ ଟିଫିନରେ ଖାଦ୍ୟ…
ଆଦର୍ଶ ନେତୃତ୍ୱ
ଡ. ଜୟଦେବ ସାହୁ ଯେକୌଣସି ସମାଜ ବା ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ତା’ର ଦୃଢ଼ ଓ ଲୋକ ତାନ୍ତ୍ରିକ ନେତୃତ୍ୱ ଉପରେ ନିର୍ଭର କରେ। ନେତା ଯଦି ଆଦର୍ଶ ଓ ପ୍ରଜାକୈନ୍ଦ୍ରିକ ହୁଅନ୍ତି ତେବେ ନାଗରିକମାନେ ସୁଖରେ ଜୀବନଯାପନ କରନ୍ତି। ଲୋକମାନେ…
ଯୁଦ୍ଧ ଓ ଭସ୍ମାସୁର ମଣିଷ
ପ୍ର.ରମେଶ ଚନ୍ଦ୍ର ପରିଡ଼ା ଆଧୁନିକ ପରିଭାଷାରେ ଯୁଦ୍ଧ ରୂପେ ପରିଚିତ ହେଲା ଭଳି ପ୍ରଥମ ଘଟଣା ଭାବେ ଐତିହାସିକମାନେ ଗ୍ରହଣ କରିଥା’ନ୍ତି ଖ୍ରୀଷ୍ଟଜନ୍ମର ୪୩୧ ବର୍ଷ ପୂର୍ବେ ଘଟିଥିବା ‘ପେଲୋପୋନେସିୟାନ୍ ଯୁଦ୍ଧ’କୁ। ଏଥିରେ ତଦାନୀନ୍ତନ ସ୍ପାର୍ଟା ସଭ୍ୟତାର ସୈନିକମାନେ ଏଥେନ୍ସକୁ ଧ୍ୱସ୍ତବିଧ୍ୱସ୍ତ…
ଅଯୋଧ୍ୟା ଓ ଆଡ୍ଭାନୀ
ଅଯୋଧ୍ୟାରେ ମନ୍ଦିର ଉଦ୍ଘାଟନ ହେବାକୁ ଯାଉଛି। ଏହା ଇତିହାସର ଏମିତି ଏକ ଅଧ୍ୟାୟକୁ ଲୁଚାଇ ରଖୁଛି, ଯାହାକୁ ଅନେକ ଯୁବକ ଜାଣିପାରିବେ ନାହିଁ। କିନ୍ତୁ ଆମେ ଯେତିକ ରହିଲେ ତାହା ଜାଣିଛୁ ଓ ଅନୁଭବ କରିଛୁ। ୪ ଦଶନ୍ଧି ଧରି ମାନ୍ଦା…
Archives


