ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ର
ଅବିଭକ୍ତ କୋରାପୁଟ ଜିଲାର ରାୟଗଡ଼ା ସହରରେ ୧୯୩୩, ନଭେମ୍ବର ୧୭ତାରିଖରେ ମାତା ଶଶିରେଖା ଦେବୀ ଓ ପିତା ଗୋପୀନାଥ ବକ୍ସିପାତ୍ରଙ୍କ ପରିବାରରେ ଓଡ଼ିଶାର ଅଦ୍ୱିତୀୟ ନେତା ଉଦାର ହୃଦୟ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ଆବିର୍ଭାବ। ରାୟଗଡ଼ାର ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲରେ ତାଙ୍କର ଶିକ୍ଷାଗ୍ରହଣ।…
ଏଇ ଭାରତରେ
ପ୍ରତିବର୍ଷ ଭୀଷଣ ଶୀତରେ ଉତ୍ତର ଭାରତରେ ମୃତ୍ୟୁ ଖବର ସାମ୍ନାକୁ ଆସେ। ସରକାରୀ ସ୍ତରରେ ଏଥିପାଇଁ ପ୍ରତିକାର ବ୍ୟବସ୍ଥା କରାଯାଉଥିଲେ ବି ଶୀତରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଦିଲ୍ଲୀ ନିବାସୀ ନିର୍ବାଣ ସୋମାନିଙ୍କ ନିଆର ପଦକ୍ଷେପ ବେଶ୍ ପ୍ରଶଂସନୀୟ। ନିର୍ବାଣଙ୍କ…
ଏଇ ଭାରତରେ
ସାରା ଦେଶର ବିଭିନ୍ନ ସ୍ଥାନରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସେମାନେ ବିଭିନ୍ନ ସ୍ଥାନରେ ଭୟ ଦେଖାଇ ଜମି ଦଖଲ କରୁଛନ୍ତି। କିନ୍ତୁ ଜମି ମାଫିଆଙ୍କ ଭୟକୁ ଭ୍ରୂକ୍ଷେପ ନ କରି ତାମିଲନାଡୁର ଜି. ଶ୍ରୀକାନ୍ତ ଗୁଡିୟାଥାମ ସହର ନିକଟବର୍ତ୍ତୀ…
ସଇତାନ ସାବଧାନ
ମାୟାଧର ନାୟକ ସାରା ଦୁନିଆର ନଜର ଏବେ ଇସ୍ରାଏଲ୍-ପାଲେଷ୍ଟାଇନ୍-ଗାଜା ମହାଯୁଦ୍ଧ ଉପରେ। ଯୁଦ୍ଧରେ ନିର୍ଦ୍ଦୋଷଙ୍କୁ ହତ୍ୟା କରାଯାଉଛି। ଏ ଯୁଦ୍ଧରେ ଉଭୟପକ୍ଷ ପାଗଳ ଭଳି ଲଢୁଛନ୍ତି। ସାମ୍ରାଜ୍ୟବାଦୀମାନଙ୍କର କୌଣସି ଜାତି ନଥାଏ କି ନୀତି ନଥାଏ, ବିବେକ ନଥାଏ କି…
ବାର ମୁହଁରେ ବାର କଥା
ରାନୀ ନାୟକ ସମାଜରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ପରିସ୍ଥିତି ବା ସମସ୍ୟାର ମୁକାବିଲା କରି ନ ପାରି ମଦ୍ୟପାନ କରନ୍ତି। ଆଉ କିଏ ନିଜର ସଉକ ମେଣ୍ଟେଇବାକୁ ଯାଇ ନିଶା ସେବନ କରନ୍ତି। ମଦ୍ୟପାନକୁ ନେଇ ଭାରତୀୟମାନଙ୍କ ସମ୍ପର୍କ…
ଅନେକ ଭରତ
ଚାରି ବେଦ ମଧ୍ୟରେ ଋକ୍ ବେଦ ସର୍ବପୁରାତନ। ଲେଖାଗୁଡ଼ିକୁ ଏକାଠି କରି ପ୍ରାୟ ଖ୍ରୀଷ୍ଟପୂର୍ବ ୧୦୦୦ରେ ଏହାର ସଙ୍କଳନ ଶେଷ ହୋଇଥିଲା। ଏଥିରେ ଦର୍ଶାଯାଇଥିବା ଭରତ ଶବ୍ଦ କୁରୁ୍ବଂଶର ଏକ ଗୋଷ୍ଠୀକୁ ସୂଚିତ କରେ। ସେମାନେ ସେହି ସମୟରେ ଯେଉଁ ଅଞ୍ଚଳକୁ…
ପିଲାଙ୍କ ସୁରକ୍ଷା
କୁହାଯାଏ ପିଲା ହେଉଛନ୍ତି ମଣିଷ ଜାତିର ଭବିଷ୍ୟତ। କିନ୍ତୁ ଆଜିର ପୃଥିବୀରେ ବାସ୍ତବତା ଅନ୍ୟ ଦିଗକୁ ଦେଖାଉଛି। ବିଶ୍ୱରେ ଯୁଦ୍ଧ ଓ ଜାତିଗତ ସଂଘର୍ଷ ଯୋଗୁ ଅଶାନ୍ତ ସ୍ଥିତି ବଢ଼ିବାରେ ଲାଗିଛି। ୩୦ ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର…
ଘୋଷଣାନାମାର ବାସ୍ତବ ସ୍ଥିତି
ନିକଟ ଅତୀତରେ ଆମ ରାଜ୍ୟର ୫୪ଟି ଗ୍ରାମପଞ୍ଚାୟତକୁ ତମାଖୁମୁକ୍ତ କରାଯାଇଥିବାରୁ ଦେଶରେ ପ୍ରଥମ ଭାବେ ”ତମାଖୁମୁକ୍ତ ଯୁବ ଅଭିଯାନ“ ଦ୍ୱାରା ପୁରସ୍କୃତ ହୋଇଥିବା ଏବଂ ରାଜ୍ୟର ଆଉ ୧୧୪ ଗ୍ରାମପଞ୍ଚାୟତ ମଧ୍ୟ ଶୀଘ୍ର ତମାଖୁମୁକ୍ତ ହେବ ବୋଲି ଖବର ପ୍ରକାଶ ପାଇଛି।…
ଏଆଇ ଓ କୃଷକଙ୍କ ସମସ୍ୟା
ଗତ କିଛି ବର୍ଷ ହେବ, କୃଷିକ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ମେଶିନ ଲର୍ନିଂ (ଏମ୍ଏଲ୍)ର ପ୍ରଭାବକୁ ଅନୁଭବ କରାଯାଉଛି। ଭାରତରେ ଆମେ ସବୁକ୍ଷେତ୍ରରେ ଏମ୍ଏଲ୍ ମଡେଲର ବ୍ୟବହାର ଦେଖିବାକୁ ପାଇଛୁ। କୃଷିକ୍ଷେତ୍ରରେ ଏଆଇ ଏବଂ ଏମ୍ଏଲ୍କୁ ଗ୍ରହଣ କରିବା ଫଳରେ…
ଏଇ ଭାରତରେ
ଜଳ ସଙ୍କଟ ଏବେ ଚିନ୍ତାର କାରଣ ହେଉଛି। ଏହା ଦୂର କରିବା ଲାଗି ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଉଜ୍ଜୟିନୀ ସହର ତଳି ଅଞ୍ଚଳରେ ଥିବା ଯମ ତାଲାୟା ପୁଷ୍କରିଣୀକୁ ପୁନରୁଦ୍ଧାର କରି ସେଠାକାର…
ଏଇ ଭାରତରେ
ଦୀପାବଳି ପାଳନ ହେଲା ସାରା ଦେଶରେ। କେଉଁଠି ପରିବେଶ ପ୍ରଦୂଷଣ ଭୟ ଯୋଗୁ ବାଣଫୁଟା ଉପରେ କଟକଣା ଲଗାଯାଇଥିବାବେଳେ କେଉଁଠି ପରିବେଶ ଉପଯୋଗୀ ଅନ୍ୟ ବ୍ୟବସ୍ଥା ସବୁ ଗ୍ରହଣ କରାଯିବା ଦେଖିବାକୁ ମିଳିଲା। ସେହି କ୍ରମରେ ଗୋବରରେ ତିଆରି ଦୀପର ବ୍ୟବହାର…
ଧର୍ମ ପାଇଁ ରକ୍ତପାତ ବାଞ୍ଛନୀୟ କି
ଡ. ଜୟଦେବ ସାହୁ ଧର୍ମ ହିଁ ମଣିଷକୁ ପଶୁ ପରିହାର କରି ମାନବୀୟ ଗୁଣରେ ପରିପୂର୍ଣ୍ଣ କରିଛି। ଜୀବନର ମୂଳ ଲକ୍ଷ୍ୟ ମୋକ୍ଷପ୍ରାପ୍ତି ପାଇଁ ବାଟ ଦେଖେଇଛି। ଧର୍ମ ମଣିଷକୁ ଅଧର୍ମ କାର୍ଯ୍ୟରୁ ନିବୃତ୍ତ କରିବାର ଏକ ମାଧ୍ୟମ। ସେଥିପାଇଁ କହନ୍ତି…
Archives


