ସମ୍ପାଦକୀୟ

ପ୍ରହସନ ନୁହେଁ ତ

ସୌଭାଗ୍ୟ ରଞ୍ଜନ ମହାନ୍ତି   ନିକଟରେ ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବ୍ଲକସ୍ତରରୁ ଆରମ୍ଭ କରି ଲୋକସେବା ଭବନରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ସଚିବ, ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ନ କରିବା ଲାଗି…

ପ୍ରାକୃତିକ ଭିତ୍ତିଭୂମି

ଏରିକ୍‌ ବେର୍ଗଲୋଫ୍‌   ସହସ୍ର ବର୍ଷ ଧରି ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ, ବାଲୁକା ସ୍ତୂପ ଏବଂ ଜଙ୍ଗଲ ଭଳି ପ୍ରାକୃତିକ ଭିତ୍ତିଭୂମି ମାନବ ସଭ୍ୟତା ବିକାଶରେ ସହଯୋଗ କରିଆସିଛି। ଅବଶ୍ୟ ଖାଦ୍ୟଠାରୁ ଆରମ୍ଭ କରି ପାନୀୟଜଳ ଏବଂ ବାତ୍ୟାରୁ ସୁରକ୍ଷା…

ଏଇ ଭାରତରେ

ଜିଆଖତ ବ୍ୟବସାୟ ଆରମ୍ଭ ହୋଇଥିଲା ୫୦୦ ଟଙ୍କାରେ। ଏବେ ଏଥିରୁ ମାସକୁ ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଆସାମର କନିକା ତାଲୁକଦାର। ସେ ନଲବାରି କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଜିଆଖତ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ।…

ଅନ୍ତିମ ପ୍ୟାକେଜ୍‌

ପ୍ରକାଶ ତ୍ରିପାଠୀ   ଗତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗୋଟିଏ ଷ୍ଟଲ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଫଟୋ ସୋସିଆଲ ମିଡିଆରେ ବହୁଳ ପ୍ରଚାର ଓ ପ୍ରସାର ହୋଇଥିଲା। ଏହି ଷ୍ଟଲ୍‌ଟି ଥିଲା ମୁମ୍ବାଇର ଏକ…

ବାହାଘର

ଡ. ନାରାୟଣ ମହାନ୍ତି   ସେଦିନ ଅଧ୍ୟକ୍ଷ ଭଗବାନ୍‌ ଦାସ ଓରଫ ଦାସେଙ୍କ ମନ ଭାରି ଖୁସି ଥିଲା। କାରଣ ଏକକାଳୀନ ୧୫ ଜଣ ଅଧ୍ୟାପକ ଅଧ୍ୟାପିକା ସେଦିନ ତାଙ୍କ କଲେଜରେ ଯୋଗଦାନ କରିଥିଲେ। ଏମାନେ ସମସ୍ତେ ଲୋକସେବା ଆୟୋଗ ଦ୍ୱାରା…

କ୍ଷତିକାରକ ନିବେଶକ

ଜୟତି ଘୋଷ   ଏକ ସାର୍ବଭୌମ ରାଷ୍ଟ୍ରରେ ଗୋଟିଏ ଘରୋଇ କମ୍ପାନୀ ତାହାର ଅଧିକାର କ୍ଷେତ୍ରକୁ ପ୍ରଭାବଶାଳୀ ରୂପରେ ଗଢ଼ିବା ଏବଂ ତାହାକୁ ନିୟନ୍ତ୍ରଣରେ ରଖିବା କଥା କଳ୍ପନା କରନ୍ତୁ। ଏଭଳି କମ୍ପାନୀ ନିଜସ୍ବ ମୁଦ୍ରା ପ୍ରବର୍ତ୍ତନ କରେ, ଆଇନ ପ୍ରଣୟନ…

ଅର୍ଥନୀତି ଓ ଧର୍ମୀୟ ପର୍ଯ୍ୟଟନ

ସମ୍ପ୍ରତି ଅନେକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ମଠ, ମନ୍ଦିର, ଅନ୍ତର୍ଜାତୀୟ ଏବଂ ଜାତୀୟ ଖ୍ୟାତିସମ୍ପନ୍ନ ଧର୍ମୀୟ ସ୍ଥାନଗୁଡ଼ିକର ପୁନରୁଦ୍ଧାର, ନବୀକରଣ କାର୍ଯ୍ୟ ଆଗେଇ ଚାଲିଛି। ଏଥିଯୋଗୁ ସମ୍ପୃକ୍ତ ସହରଗୁଡ଼ିକରେ ଧାର୍ମୀୟ ଲୋକଙ୍କ ଗତିବିଧି ତଥା ତୀର୍ଥଯାତ୍ରା ବୃଦ୍ଧି ପାଇଛି। ଫଳସ୍ବରୂପ ପର୍ଯ୍ୟଟନଜନିତ…

ଯୁଦ୍ଧର ରସାୟନ

ପାଠକେ, ଏଇ ପ୍ରବନ୍ଧ ଲେଖିବା ବେଳକୁ ରୁଷିଆ-ୟୁକ୍ରେନ, ଇସ୍ରାଏଲ ହମାସ/ଗାଜା ସମେତ ପୃଥିବୀର ଆଉ କିଛି ଅଞ୍ଚଳରେ ସାମରିକ ସଂଘର୍ଷ ଅବ୍ୟାହତ ରହିଛି। ତଥ୍ୟ ଅନୁସାରେ ଆଫଗାନିସ୍ତାନ, ଇଥିଓପିଆ, ଦକ୍ଷିଣ ସୁଦାନ, ସିରିଆ, ଲିବିଆ, ମାଲି ଏବଂ ସୋମାଲିଆରେ ଗୃହ ଯୁଦ୍ଧ/ସାମରିକ…

ବିପଦରେ ଉତ୍ତର-ପୂର୍ବ

ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଥିବାବେଳେ ମଣିପୁରରେ ହିଂସା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଲା। ମଣିପୁର ଟେଙ୍ଗନୌପାଲ ଜିଲାର ସାଇବଲ୍‌ ନିକଟବର୍ତ୍ତୀ ଲେଇଥୁ ଗ୍ରାମରେ ଦୁଇ ଉଗ୍ରବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ଡାକ୍ତର ହେଉ କିମ୍ବା ଇଞ୍ଜିନିୟର, ଅଧିକ ରୋଜଗାର ପାଇର୍ଁ ସେମାନେ ଆମେରିକାରେ ଚାକିରି କରିବାକୁ ପସନ୍ଦ କରନ୍ତି। ଏମତି ବି ପସନ୍ଦ ଥିଲା ଡା. ଚନ୍ଦିଲ ଛୁଗ୍‌ ଓ ଡା.ନିବେଦିତା ପାଣ୍ଡେଙ୍କର। ଏହି ଦମ୍ପତି ଆମେରିକାରେ ୧୧ ବର୍ଷ ଚାକିରି କରିବା…

କଥା ବେଶି, କାମ କମ୍‌

ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ର ଦୁବାଇରେ ୩୦ ନଭେମ୍ବରରୁ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌ ୨୮ ଆରମ୍ଭ ହୋଇଛି। ଏଥିରେ ସଦସ୍ୟ ଦେଶର ନେତା, ଜଳବାୟୁ କର୍ମକର୍ତ୍ତା ଓ ବିଭିନ୍ନ ସଂଗଠନ ଯୋଗଦେଇଛନ୍ତି। ଚଳିତ ବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଅକ୍ଷୟ…

ଅନେକ କଥା ଓ ବ୍ୟଥା

ପରିବାରବାଦ ବିଷୟରେ ଆଲୋଚନା କରିବା ପୂର୍ବରୁ ସଦ୍ୟ ସମାପ୍ତ ଏସିଆନ ଗେମ୍ସର ପଦକ ବିଜେତା ହରମିଲନ ବେନ୍ସଙ୍କ କଥା ମନକୁ ଆସେ। ସେ ୮୦୦ ଓ ୧୫୦୦ ମିଟର ଦୌଡ଼ରେ ରୌପ୍ୟପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ୨୦୦୨ ଏସିଆନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri