ଏଇ ଭାରତରେ
ତାମିଲନାଡୁର ୮୪ ବର୍ଷୀୟା ଧନମ ପାତି ଏବକାର ମହଙ୍ଗା ଯୁଗରେ ୨ ଟଙ୍କାରେ ଇଡ୍ଲି ବିକୁଛନ୍ତି ଓ ଲୋକଙ୍କୁ ପେଟପୂରା ଖାଇବାକୁ ଦେଉଛନ୍ତି। ଧନମଙ୍କ ଘର ତାମିଲନାଡୁର ପୁଦୁକୋଟ୍ଟୋଇରେ। ତାଙ୍କ ଦୋକାନରେ ଚେୟାର କିମ୍ବା ଟେବୁଲ ନାହିଁ। କିନ୍ତୁ ଇଡ୍ଲି, ସମ୍ବର,…
ଗଣତନ୍ତ୍ର ଓ ଏକ କଥିତ କାହାଣୀ
ହରେକୃଷ୍ଣ ପଣ୍ଡା ସବୁ କ୍ଷେତ୍ରରେ ପରିଚାଳକଙ୍କର ଏକ ଦୃଷ୍ଟିଭଙ୍ଗୀ ଥାଏ। ସେହି ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥାଏ ଅପାର ଆନନ୍ଦ ବା ନିରାନନ୍ଦ, ସ୍ବଚ୍ଛତା ବା ଭ୍ରଷ୍ଟାଚାରିତା। ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧ୍ୟ ସେହିଭଳି ଏକ ସ୍ବଚ୍ଛ ଦୃଷ୍ଟିଭଙ୍ଗୀ ଓ ଦୂରଦୃଷ୍ଟିର ଆବଶ୍ୟକତା ରହିଛି…
ଷ୍ଟର୍ମର ମଡେଲ
ଡାରୋନ୍ ଆକେମୋଗ୍ଲୁ ବ୍ରିଟେନର ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛିି। କିନ୍ତୁ ଆର୍ଥିକ ସମସ୍ୟା ଦୂରକରିବାକୁ ପ୍ରଧାନମନ୍ତ୍ରୀ କିର୍ ଷ୍ଟର୍ମରଙ୍କ ସାମର୍ଥ୍ୟ ଉପରେ ଏହା ଦୀର୍ଘ ସମୟ ନିର୍ଭରଶୀଳ ହେବ କି ନାହିଁ ତାହା ହିଁ ପ୍ରଶ୍ନ।…
ଘନିଷ୍ଠତା ବେଶି, ତିକ୍ତତା କମ୍
ଲଳିତେନ୍ଦୁ ପଲାଉରୀ ୭୭ବର୍ଷରେ ପଦାର୍ପଣ କରିଛି ଭାରତ-ରୁଷ ବନ୍ଧୁତା। ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୧୭ଥର ସାକ୍ଷାତ ଆଲୋଚନା କରିଛନ୍ତି। କିନ୍ତୁ ଦୀର୍ଘ ୫ବର୍ଷର ବ୍ୟବଧାନ ପରେ ଉଭୟ ମସ୍କୋରେ ଏକାଠି…
ଏଇ ଭାରତରେ
ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା ବସନ୍ତପୁର ଗାଁରେ ଥିବା ସ୍କୁଲରେ ପ୍ରାୟ ୧୦ ବର୍ଷ ହେବ ଦ୍ୱିଜେନ୍ଦ୍ର ନାଥ ଘୋଷ ମାଗଣାରେ ପଢାଉଛନ୍ତି। ତାଙ୍କୁ ଏବେ ବୟସ ୭୬। ସେ ଶିକ୍ଷକ ଭାବେ ଅବସର ନେବା ପରେ ଏବେ ବସନ୍ତପୁର ଜୁନିୟର…
ଆଦିବାସୀଙ୍କ ସାଥୀ ଅଣଚାଷ ଖାଦ୍ୟ
ବିଚିତ୍ର ବିଶ୍ୱାଳ ଖାଦ୍ୟ କଥା ଉଠିବା ମାତ୍ରେ ଆମେ ସାଧାରଣତଃ ଚାଷ ଦ୍ୱାରା ଉତ୍ପାଦନ ହେଉଥିବା ଖାଦ୍ୟ କଥା ହିଁ ବିଚାର କରିଥାଉ। କିନ୍ତୁ କେବେ ଭାବିଛେ କି ବିନା ଚାଷରେ ପ୍ରକୃତିରୁ ଆମକୁ କେତେ ପ୍ରକାର ଖାଦ୍ୟ ମିଳିଥାଏ!…
କୂପ ମଣ୍ଡୁକ
ଡ. ସୀତାକାନ୍ତ ତ୍ରିପାଠୀ ମହାମନୀଷୀମାନେ ଦ୍ୱିଅର୍ଥବୋଧକ ଭାବେ ସଂସାରକୁ କୂଅ ସହ ତୁଳନା କରିଛନ୍ତି। ପ୍ରଥମ ଅର୍ଥରେ କିଛି ଲୋକ କୂଅରେ ବାସ କରୁଥିବା ବେଙ୍ଗ ପରି ନିଜର ଚିନ୍ତା, ଚେତନାକୁ ସଙ୍କୁଚିତ କରି ବଞ୍ଚତ୍ଥାଆନ୍ତି। ସେମାନଙ୍କ ପାଇଁ…
ଜୈନଧର୍ମରେ ମହିଳାଙ୍କ ଭୂମିକା
ତୀର୍ଥଙ୍କର ଭାବେ ଜଣାଶୁଣା ୨୪ ସନ୍ନ୍ୟାସୀଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରଧାରାରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ ୨୪ ତମ ତୀର୍ଥଙ୍କର ସନ୍ନ୍ୟାସୀ ହେବା ପୂର୍ବରୁ ବିବାହ କରିଥିଲେ। କିନ୍ତୁ…
ପୁଣେ ପରେ ମୁମ୍ବାଇ
କୌଣସି ଅସ୍ବାଭାବିକ ଘଟଣା ଘଟିଲେ ଅଭିଯୁକ୍ତଙ୍କୁ ତତ୍କ୍ଷଣାତ୍ ଗିରଫ କରିବା ଓ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ମୁମ୍ବାଇ ପୋଲିସର ଗୋଟେ ନାଁ ରହିଆସିଥିଲା। ହେଲେ ଦେଖାଯାଉଛି ଦେଶର ଅନ୍ୟାନ୍ୟ ପ୍ରାନ୍ତ ଭଳି ଏହି ପୋଲିସ ତା’ର ମୂଳ ପୋଲିସିଆ ଚରିତ୍ର…
ଓଡ଼ିଶା ପ୍ରଗତିରେ ମତ୍ସ୍ୟକ୍ଷେତ୍ର
୧୯୫୭ ଜୁଲାଇ ୧୦ରେ ଅବିଭକ୍ତ ଢେଙ୍କାନାଳ ଜିଲା ଅନ୍ତର୍ଗତ ନାରାୟଣ ସାଗର ସରକାରୀ ମାଛ ଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଭାରତର ବିଶିଷ୍ଟ ମତ୍ସ୍ୟବିଜ୍ଞାନୀ ଡ. କେ. ଏଚ୍. ଆଲିକୁନି ଏବଂ ଡ.…
ସାର୍ଥକ ଜୀବନ
ବିଶାଳ ସୈନ୍ୟବାହିନୀର ଜୟଧ୍ବନିର ପ୍ରଚଣ୍ଡ କୋଳାହଳରେ ନିଦ ଭାଙ୍ଗିଗଲା ପ୍ରଖ୍ୟାତ ଗ୍ରୀକ୍ ଦାର୍ଶନିକ ଦାଓଜେନ୍ସଙ୍କର। ବିଜୟ ଉଲ୍ଲାସରେ ଆଗକୁ ମାଡ଼ି ଚାଲିଥିବା ବିଶ୍ୱ ବିଜୟୀ ଗ୍ରୀକ୍ ସମ୍ରାଟ ଆଲେକ୍ଜାଣ୍ଡାରଙ୍କ ସେନାକୁ ଆଡ଼େଇ ସମ୍ରାଟଙ୍କ ସମ୍ମୁଖରେ ଠିଆହୋଇ ହାତରେ ଧରିଥିବା ମୁଦ୍ରାଟିକୁ ବଢ଼େଇ…
ଏଇ ଭାରତରେ
ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ କରିଛନ୍ତି କେରଳର ଦୁଇ ବନ୍ଧୁ ନନ୍ମା ଗିରିଶ ଏବଂ ବେନ୍ କେ. ଜର୍ଜ। ୨୦୧୮ରେ…
Archives


