ମନ୍ଦଦୃଷ୍ଟି ଓ ମନବୋଧ
ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍ ଆଖି ପଡ଼ିଲା ଅଟୋଟିର ପଛପଟେ ଲିଖିତ ଧାଡ଼ି ଲେଖା ଉପରେ, ”ଦେଖୋ, ମଗର ବୁରି ନଜର ମେଁ…
ମାର୍ ମାର୍ ନାଗରିକକୁ
ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି ବିବେଚିତ ହୋଇଥିଲା। ଏହି ରିପୋର୍ଟର ସତ୍ୟତା ଉପରେ ସନ୍ଦେହ ଏଇଥିପାଇଁ ରହୁ ନାହିଁ ଯେ…
ଏଇ ଭାରତରେ
ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ ସଫଳତା ହାସଲ କରିବା ପରେ ଏବେ ୫୦୦ କୃଷକଙ୍କଠାରୁ ମିଲେଟ୍ କିଣୁଛନ୍ତି ଓ ତାଙ୍କ…
ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ
ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ ବ୍ୟାଙ୍କର ନୀତି ପ୍ରଣୟନ କରି ଗ୍ରାମୀଣ ବ୍ୟାଙ୍କଗୁଡିକରେ ଏକ ବୈପ୍ଳବିକ ରୂପାନ୍ତରଣ ଆଣିବାକୁ ଯାଉଛନ୍ତି।…
ନିର୍ବାଚନୀ ‘ଭେଟି’ର ବୋଝ
୨୦୨୩ ମସିହାରେ ପାଞ୍ଚ ଗ୍ୟାରେଣ୍ଟି ବା ପ୍ରତିଶ୍ରୁତି ଦେଇ କର୍ନାଟକରେ କଂଗ୍ରେସ କ୍ଷମତାସୀନ ହେଲା। ଏହା ଥିଲା ଦଳର ନିର୍ବାଚନୀ ଇସ୍ତାହାରର ଅଂଶବିଶେଷ। ରାଜ୍ୟବାସୀ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ଭୋଟ ଦେଇଥିଲେ ଏବଂ କଂଗ୍ରେସ କ୍ଷମତାକୁ ଆସିପାରିଲା। ଏହି ୫…
କେବଳ ହିନ୍ଦୀ ନୁହେଁ
ଶିଶୁଟିଏ ଜନ୍ମ ହେବା ପରେ ତାକୁ ଯେଉଁ ଭାଷାରେ ଅଭ୍ୟସ୍ତ କରାଯାଇଥାଏ, ସେହି ଅନୁଯାୟୀ ସେ ପାରଙ୍ଗମ ହୋଇଥାଏ। ମାତୃଭାଷା ଆଧାରରେ ସେ ସଂସ୍କୃତିଗତ ପରିଚୟ ଲାଭ କରେ। ଭାରତରେ ବିଭିନ୍ନ ମାତୃଭାଷା ଓ ଉପଭାଷା ଥିବାବେଳେ କେବଳ ହିନ୍ଦୀର ପ୍ରଚାର…
ଏଇ ଭାରତରେ
ମୋବାଇଲ ମାୟାରେ ଏବେ ସାରା ଦୁନିଆ। ଫୋନ୍ ପାଇଁ କେତେବେଳେ ସମ୍ପର୍କ ଭାଙ୍ଗିଯାଉଛି ତ କେବେ ଜୀବନ ମଧ୍ୟ ଚାଲିଯାଉଛି। ଏମିତି କି ପତିପତ୍ନୀଙ୍କ ମଧ୍ୟରେ ଏଥିପାଇଁ ଝଗଡ଼ା ହୋଇ ଛାଡ଼ପତ୍ର ଦିଆନିଆ ଯାଏ ବି କଥା ପହଞ୍ଚତ୍ୟାଉଛି। ଠିକ୍ ଏମିତି…
ଆଗଧାଡ଼ିର ମଣିଷ
ବୋଇଲା ଆମ ଜୀବନଜାତକରେ କେବେ ପଛୁଆ ନୁହଁ। ସବୁଠି ସବୁ ସମୟରେ ଆମେ ଆଗୁଆ। ଆଗ ଚାଲି, ଆଗ ବସିବା, ଆଗ ହସିବା, ଆଗ ଖାଇବା ସବୁଥିରେ ଆଗରେ। ଏବେ କିଆଁ ପଛୁଆ ହେବୁ। କିଛି ମିଳୁ ନ ମିଳୁ ଆମେ…
ଆମ୍ବଟାକୁଆ ଭରସାରେ ଖାଦ୍ୟ ସୁରକ୍ଷା
ଦୀର୍ଘ ୨୩ ବର୍ଷ ପରେ ଆମ୍ବଟାକୁଆଜନିତ ମୃତ୍ୟୁ ଘଟଣା ଏବେ ପୁଣିଥରେ ରାଜ୍ୟ ରାଜନୀତିର ପ୍ରମୁଖ ପ୍ରସଙ୍ଗରେ ପରିଣତ ହୋଇଛି। ନିକଟରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲ୍ଳକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ କୋଇଲିରେ ପ୍ରସ୍ତୁତ ଜାଉ ଖାଇ…
ଅନ୍ଲାଇନ ପାଗଳାମି
କୋଭିଡ୍ ୧୯ ଯୋଗୁ ସମଗ୍ର ପୃଥିବୀ ପ୍ରଭାବିତ ହୋଇଥିଲା। ସେତେବେଳେ ପିଲାମାନଙ୍କ ପାଠପଢ଼ା ପାଇଁ ବରଦାନ ସଦୃଶ ଉଭା ହୋଇଥିଲା ସ୍ମାର୍ଟଫୋନ୍। ଅନ୍ଲାଇନ ଶିକ୍ଷାର ଚାହିଦା ବଢ଼ିଥିଲା। କରୋନାର ପ୍ରଭାବ କମିବା ପରେ ମଧ୍ୟ ପିଲାଙ୍କ ପଢ଼ା ଏବେ ଅନେକ କ୍ଷେତ୍ରରେ…
ଏଇ ଭାରତରେ
ପରିବେଶ ପ୍ରଦୂଷଣଜନିତ ବିପଦ ଦୂର କରିବା ପାଇଁ ଏବେ ବାଉଁଶ ତିଆରି ଜିନିଷ ଲୋକମାନଙ୍କର ପସନ୍ଦ ହେଉଛି। ବାଉଁଶରେ ଘର ତିଆରି ହେଉଛି। ଏହା ସହ ବାଉଁଶରେ ବିଭିନ୍ନ ପ୍ରକାର ଗୃହ ଉପକରଣର ବଜାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହି…
ଜହ୍ନ ଓ ଶୈଶବ
ଜହ୍ନ ଗୋଟେ ନାଆ ନୁହେଁ, ଜହ୍ନ ଗୋଟେ ଗାଁ। ସେ ଆମ ହସ ଲୁହରୁ ଆରମ୍ଭ କରି ପ୍ରେମ ପ୍ରଣୟର ଏକ ସାମଗ୍ରିକ ଜୀବନ୍ତ ରୂପଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଆମ ସ୍ମୃତି ବିସ୍ମୃତିର ବନଫୁଲ, ଯାହାକୁ ନାଇ…
Archives


