ସୁନ୍ଦରଗଡ଼

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ କଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁନ୍ଦରଗଡ଼,୭।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଜିଲା କଗ୍ରେସ ପକ୍ଷରୁ ଶନିବାର ସକାଳୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳୁ ସକାଳୁ ଜିଲାରେ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି। ବନ୍ଦକୁ ସମର୍ଥନ ଜଣାଇ ଏଠାରେ ଦୋକାନ ବଜାର ବନ୍ଦ…

ହକି ଗଡ଼ରେ ଉତ୍ସବ

ସୁନ୍ଦରଗଡ଼,୫।୮(ଡି.ଏନ୍‌.ଏ.): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିଛି ଭାରତୀୟ ଦଳ। ଏହାପରେ ଓଡ଼ିଶା ହକିର ଅନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଖୁସିର ଲହରି ଖେଳିଯାଇଛି। ଭାରତୀୟ ମହିଳା ଓ ପୁରୁଷ ହକିଦଳରେ…

ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ସୁୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଜେ ପାର୍ଥସାରଥି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ରାଜକୁମାର ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍‌ସୋ ଆକ୍ଟ ସେକ୍ସନ-୬ରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା…

୪୮ଘଣ୍ଟା ପରେ ଧରାପଡ଼ିଲେ ବ୍ୟାଙ୍କ ଲୁଟେରା

ସୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହର ନିକଟ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଗତ ୨୭ ତାରିଖରେ ବନ୍ଧୁକ ଦେଖାଇ ୪ଜଣ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେବା ଘଟଣାରେ ସୁନ୍ଦରଗଡ଼ ପୋଲିସକୁ ମିଳିଛି ସଫଳତା। ବ୍ୟାଙ୍କରୁ ଟଙ୍କା ଲୁଟ୍‌ ହେବାର ୪୮ଘଣ୍ଟା ମଧ୍ୟରେ ବିହାର…

ଆମ୍ବଗଛ ତଳୁ ମିଳିଲା ନବଜାତ ଶିଶୁପୁତ୍ର

ରାଉରକେଲା ଅଫିସ୍‌, ୩୦।୭: ରାଉରକେଲା ସେକ୍ଟର ୨୦ରେ ମିଶ୍ର ଖଟାଲ ମନ୍ଦିର ନିକଟ ଆମ୍ବଗଛ ମୂଳରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର ହୋଇଛି। ସ୍ଥାନୀୟ ପୋଲିସ ଓ ଚାଇଲ୍ଡ ଲାଇନ ଟିମ୍‌ ପହଞ୍ଚି ଉକ୍ତ ଶିଶୁଟିକୁ ଉଦ୍ଧାର କରି ରାଉରକେଲା…

ସୁକ୍ରୁ ହତ୍ୟା ଘଟଣାର ପର୍ଦ୍ଦାଫାଶ: ଜଣେ ଗିରଫ

ସୁନ୍ଦରଗଡ଼,୨୯ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୬ ଦିନ ପରେ ଗୁରୁବାର କୁତ୍ରା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୁକ୍ରୁ ସୋରେନଙ୍କୁ ତାଙ୍କ ଜ୍ୱାଇଁ…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ୫ ଜଣଙ୍କୁ ଅଟକ ରଖିଲା ପୋଲିସ

କୁତ୍ରା,୨୬।୭(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କଣ୍ଡେଇମୁଣ୍ଡାଠାରେ ଥିବା ଶିବା ସିମେଣ୍ଟ କାରଖାନାକୁ ଜେଏସ୍‌ଡବ୍ଲ୍ୟୁ ଅଧିଗ୍ରହଣ କରିଛି। ସୋମବାର ପ୍ରଶାସନର ସାହାଯ୍ୟରେ କୁତ୍ରା ଥାନାରୁ କାରଖାନାକୁ ଯିବା ପାଇଁ ଥିବା ଦୀର୍ଘ ୧.୫ କିଲୋମିଟର ରାସ୍ତାକୁ କମ୍ପାନୀ ତରଫରୁ ସମ୍ପ୍ରସାରଣ…

ଯୁବତୀ ଚାଲାଣ ଅଭିଯୋଗରେ ପୁଅକୁ ବାନ୍ଧିନେଲା ପୋଲିସ, ଅଟକାଇବାକୁ ଯାଇ ମା’ ଗୁରୁତର

କୁତ୍ରା,୨୧।୭(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଏଲଗା(କଣ୍ଟାଝାର)ଗ୍ରାମର ଜଣେ ଯୁବକଙ୍କୁ ଯୁବତୀ ଚାଲାଣ ଅଭିଯୋଗରେ ସିମଡେଗା ପୋଲିସ ବୁଧବାର ସକାଳୁ ଗିରଫ କରିଛି। ସୂଚନାଯୋଗ୍ୟ, କଣ୍ଟାଝାର ଗ୍ରାମର ଲାଲମୋନ ନାଏକଙ୍କ ବଡ଼ ପୁଅ ସଞ୍ଜୁ ନାଏକ(୩୧) ଦିଲ୍ଲୀରେ…

ଯବାନ ପରିଚୟ ଦେଇ ମହିଳା ଫରେଷ୍ଟଗାର୍ଡଙ୍କ ସହ ପ୍ରତାରଣା

ସୁନ୍ଦରଗଡ଼/ବଣାଇଁ, ୧୮।୭ (ଡି.ଏନ୍‌.ଏ./ସ୍ବ.ପ୍ର): ନିଜକୁ ସିଆର୍‌ପିଏଫ୍‌ ଯବାନ ପରିଚୟ ଦେଇ ସୁନ୍ଦରଗଡ଼ ଜିଲା ବଣାଇଁରେ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ନୟାଗଡ଼ ଜିଲା ଶରଣକୂଳରୁ ରବିବାର…

ପାହାଡ଼ ଉପରେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ସୁନ୍ଦରଗଡ,୧୮।୭(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ମୋବାଇଲ ନେଟ୍‌ୱର୍କ ସାତସପନ ହୋଇ ରହିଯାଇଛି। ଏଭଳି ନେଟୱର୍କ ସମସ୍ୟା ଥିବାରୁ ଲୋକମାନେ ବିଭିନ୍ନ କାମପାଇଁ ବହୁ ଅସୁବିଧାର ସମ୍ମୁଖୀନ…

ପ୍ରେମ ବିବାହକୁ ବିରୋଧ କରିବାରୁ ବଡ଼ଭାଇଙ୍କୁ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ

ଟେନ୍‌ସା,୧୧ା୭: ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଧୀନ ବନ୍ଦଲ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇଙ୍କୁ ବାଡ଼ିରେ ପିଟି ୨ ସାନ ଭାଇ ହତ୍ୟା କରିଛନ୍ତି। କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁଇ ସାନ ଭାଇ ସମା ମୁଣ୍ଡା(୩୦), ବିରିକାର…

ବଡ଼ ଭାଇଙ୍କୁ ପିଟିପିଟି ହତ୍ୟା କଲେ ସାନ ଭାଇ

ବଣାଇ/ଟେନ୍‌ସା,୧୧ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ବନ୍ଦଲ ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁଇ ସାନ ଭାଇ, ସାନଭାଇଙ୍କ ସ୍ତ୍ରୀ ମିଶି ବଡ଼ ଭାଇଙ୍କୁ ବାଡ଼ିରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଛନ୍ତି। ଖବର ପାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri