ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା
ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍) ଦ୍ୱାରା ‘ଡାଲମିଆ ଇନ୍ଷ୍ଟିଚ୍ୟୁଟ ଅଫ୍ ନଲେଜ ଆଣ୍ଡ ସ୍କିଲ୍ ହାର୍ନେସିଂ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକବର୍ଷ ସୁଦ୍ଧା ୧ ଲକ୍ଷ ଯୁବକଙ୍କୁ…
ଧସି ନାହିଁ, ଧସେଇ ଦିଆଯାଇଛି
କୁତ୍ରା,୧୫ା୭(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଧେଇମୁଣ୍ଡା ପଞ୍ଚାୟତ କୁରୁଙ୍ଗା ଗ୍ରାମରେ ନିମ୍ନ ମାନର ସୋକ୍ପିଟ ନିର୍ମାଣ ହୋଇଥିବା ନେଇ ଖବର ପ୍ରକାଶିତ ପରେ ବିଡିଓ ରବୀନ୍ଦ୍ର କୁମାର ସେଠୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, ଏହା ଧସିନାହିଁ, ଏହାକୁ…
ଆର୍ଜିଏଚ୍ରେ ଖୋଲିନି ଡେଙ୍ଗୁ ୱାର୍ଡ
ରାଉରକେଲା,୧୬।୭(ସଙ୍ଗୀତା ଜେନା)ବର୍ଷା ମାସ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁ ଜ୍ୱରର ପ୍ରକୋପ ଦେଖାଯାଇଥାଏ। ଚଳିତବର୍ଷ ଜୁଲାଇ ଦ୍ୱିତୀୟ ସପ୍ତାହ ଅତିକ୍ରମ ହୋଇଥିଲେ ମଧ୍ୟ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଖୋଲିନାହିଁ ଡେଙ୍ଗୁ ଓ୍ବାର୍ଡ। ଡେଙ୍ଗୁ ନିରାକରଣ ପାଇଁ ବିିବିଧ ପଦକ୍ଷେପ ଗ୍ରହଣ…
ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରହୁନି ଆବଶ୍ୟକ ଔଷଧ
ରାଉରକେଲା,୧୬।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ଔଷଧ ଉପଲବ୍ଧ ହେଉ ନ ଥିବାରୁ ଗୃହପାଳିତ ପ୍ରାଣୀ ରଖିଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଏପଟେ ଗୃହପାଳିତ ପ୍ରାଣୀଙ୍କଠାରେ ଅନେକ ପ୍ରକାର ରୋଗ ଦିନକୁ ଦିନ ଦେଖାଦେଉଥିବାବେଳେ ସେପଟେ ଆବଶ୍ୟକ ଔଷଧ…
ବିନା ପାଠ୍ୟପୁସ୍ତକରେ ପାଠପଢ଼ା
ରାଉରକେଲା,୧୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବିଶ୍ରା ଅଞ୍ଚଳର ସରକାରୀ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ପିଲାମାନଙ୍କୁ ଏଯାଏ ଆବଶ୍ୟକ ପାଠ୍ୟପୁସ୍ତକ ମିଳିନାହିଁ। ପ୍ରଥମ, ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ହସ ଖେଳ ପ୍ରଥମ ଭାଗ, ଓଡିଆ କାର୍ଯ୍ୟ ପୁସ୍ତିକା, ଗଣିତ କାର୍ଯ୍ୟ ପୁସ୍ତିକା,…
ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
ସବ୍ଡେଗା,୧୪ା୭ (ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀଯୋଗିଆଣୀ ବୁଲାଣିଠାରେ ଶୁକ୍ରବାର ସକାଳେ ଏକ ଡାଲା ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ…
ଅଟୋ-ବାଇକ୍ ମୁହାଁମୁହିଁ: ୨ ଗୁରୁତର
ସବଡେଗା,୧୪ା୭(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦରଥାନା ଅନ୍ତର୍ଗତ କରମଡ଼ିହିରୁ ସବଡେଗା ଯାଉଥିବା ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀ ଯୋଗୀଆଣୀ ବୁଲାଣିଠାରେ ଏକ ଅଟୋ ସହ ବାଇକ୍ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଛି। ଅଟୋ ଗାଡ଼ି ନମ୍ବର ଓଡି ୧୬ କେ ୦୫୬୩…
ସ୍ବାମୀ, ପୁଅ ପାଇଁ ଶେଷ ନିବେଦନ
ରାଉରକେଲା,୧୪।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବେଦବ୍ୟାସ ଗୋପାପାଲି ଝରାପଡାର ଜଣେ ବାଳକ ପ୍ରତିଦିନ ମରି ମରି ବଞ୍ଚୁଛି। ସର୍ବାଙ୍ଗ ଶରୀରରୁ ଚର୍ମ ଉପୁଡିବାରେ ଲାଗିଛି। ଶରୀରରେ ହାଡ ବାରି ହୋଇଯାଉଛି। ତଥାପି ସେ ବୃଦ୍ଧା ମା’ ବାପାଙ୍କ ପେଟକୁ ଦାନା ଦେବା…
ଘର ସାମ୍ନାରେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା
ଟେନ୍ସା,୧୩ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ବରସୁଆଁ ରେଞ୍ଜ ଅନ୍ତର୍ଗତ କୋଇଡ଼ା ବ୍ଲକ ଡେଙ୍ଗୁଳା ଗ୍ରାମରେ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା। ସ୍ବାମୀ ପରମା ମୁଣ୍ଡା ଓ ସ୍ତ୍ରୀ ସୀତା ମୁଣ୍ଡା ରାତିରେ ଦୁଇ ଛୁଆଙ୍କ ସହ ଘରେ ଶୋଇଥିଲେ।…
ରାଉରକେଲାରେ ଖୋଲିବ ପ୍ରଥମ ‘ମଦର ସିଏନ୍ଜି ଷ୍ଟେଶନ’
ରାଉରକେଲା,୧୩ା୭(ସଙ୍ଗୀତା ଜେନା): ପରିବେଶ ପାଇଁ ଅନୁକୂଳ ତଥା କମ ଅର୍ଥରେ ମିଳିବ ଇନ୍ଧନ। ଗ୍ରୀନ ଫୁଏଲ ଭାବେ ପରିଚିତ କମ୍ପ୍ରେସଡ଼ ନେଚୁରାଲ ଗ୍ୟାସ(ସିଏନଜି)ର ରାଉରକେଲାରେ ବହୁତ ଶୀଘ୍ର ମଦର ସିଏନଜି ଷ୍ଟେସନ୍ ଖୋଲିବାକୁ ଯାଉଛି। ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ…
ବ୍ଲକସମ୍ମୁଖ ରାସ୍ତାରେ ଭାସୁଛି ସପ୍ଲାଏ ପାଣି
କୁତ୍ରା,୧3ା୭(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହରହ ପାଣି ବହି ଚାଲିଛି। ବ୍ଲକ ସମ୍ମୁଖ ଶକ୍ତି କାଫେ ନିକଟରେ ଜଳ ଯୋଗାଣ ପାଇପ ଫାଟି ଆରଡି ରାସ୍ତା ଉପରେ ଜମି ରହୁଛି। ଫଳରେ ପ୍ରଚୁର ମାତ୍ରାରେ ଜଳ…
ମରଣଯନ୍ତା ପାଲଟିଛି ବାଙ୍କୀବାହାଲ-ଭେଡାବାହାଲ କୋଲ କରିଡର ରାସ୍ତା
ସୁନ୍ଦରଗଡ଼,୧୩ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକରେ ଏସିଆର ସର୍ବବୃହତ୍ତମ କୋଇଲା ଖଣି ରହିଛି। ବସୁନ୍ଧରା, କୁଲଡା, ଗର୍ଜନ ବାହାଲ ଓ ସିଆରମାଲ କୋଇଲା ଖଣି ଏମ୍ସିଏଲ ଦ୍ବାରା ପରିଚାଳିତ। ଏହି ଖଣିରୁ ପ୍ରତ୍ୟେହ ଶହଶହ ଟନ୍ କୋଇଲା ଝାରସୁଗୁଡା ସମ୍ବଲପୁର…
Archives


