ସୁନ୍ଦରଗଡ଼

ଭାଟି ମ୍ୟାନେଜରଙ୍କୁ ମହିଳାଙ୍କ କଡ଼ା ଚେତାବନୀ

ବଡ଼ଗାଁ,୬ା୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜୁଛି। ଗତ ୨ ସପ୍ତାହ ମଧ୍ୟରେ ଫୁଲବାରି ପଞ୍ଚାୟତର ଛାମୁଣ୍ଡା ଓ ଇତମା ପଞ୍ଚାୟତର ନକଟୀ ଗ୍ରାମର ମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ…

ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍‌ ଜବତ

ଟେନସା,୬।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ଏବଂ କେ ବଲାଙ୍ଗ ଥାନା ଅଞ୍ଚଳରୁ ପୋଲିସ ୩୦ ଚୋରା ବାଇକ୍‌ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡା ଏବଂ କେ.ବଲାଙ୍ଗ ଥାନାରେ ପୃଥକ ପୃଥକ ୨ଟି…

ବରସୁଆଁ ଲୁହା ଖଣିରେ ସିବିଆଇ ଚଢାଉ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ସେଲ (SAIL) ଆର୍‌.ଏସ.ପି (Rourkela Steel Plant) ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ, ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ ଆର୍‌.ଏସ.ପି ପରିଚାଳିତ ବରସୁଆଁ ଲୌହ…

ହାତୀ ଘଉଡାଇବାକୁ ଯାଇ ଜୀବନ ହାରିଲେ ଯୁବକ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ସରସରା ସେକସନ କୁଲୁକୁତାରେ ଏକ ଦୁଃଖଦ ଘଟଣା ଘଟିଛି। କୁଲୁକୁତା ଅଞ୍ଚଳରେ ପ୍ରାୟ ୭ ଦିନ ଧରି ଏକ ଗୋଠଛଡା ଦନ୍ତା ଘୁରି ବୁଲି ଆତଙ୍କ ସୃଷ୍ଟି କରୁଥିଲା l ଧନ ଜୀବନ…

୪ ମାସ ତଳେ କରିଥିଲେ ବିବାହ, ଆଜି ମିଳିଲା ମହିଳାଙ୍କ କଟା ମୁଣ୍ଡ

ସୁନ୍ଦରଗଡ,୨୨।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁଡୁକା କଲେଜ ପଛପାଖ ଦେଇ ଯାଇଥିବା ସରଡେଗା-ଝାରସୁଗୁଡା ରେଳପଥ ଧାରଣାରୁ ଗୁରୁବାର ସକାଳେ ଜଣେ ବିବାହିତା ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଖୋଜାଖୋଜି ପରେ କିଛି ଦୂରରୁ ବିଖଣ୍ଡିତ…

ଟ୍ରେନ୍‌ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’

ଟେନ୍‌ସା,୧୮ା୮(ସମୀର କୁମାର ପାଢ଼ୀ): ଟ୍ରେନ୍‌ରେ କଟି ଏକ ହାତୀଛୁଆର ଜୀବନ ଚାଲିଯାଇଛି। ମାଆ ସାମ୍ନାରେ ଛଟପଟ ହୋଇ ବିଚରା ଛୁଆହାତୀଟି ମରିଯିବାରୁ ମା’ର ମନ ବୁଝୁନାହିଁ। ସେ ତା’ ଛୁଆର ପାଖ ଛାଡ଼ି ଯାଉନାହିଁ। ଖାଲି ଏତିକି ନୁହେଁ ପାଟି ସିନା…

ନର୍ସଙ୍କୁ ଅଶାଳୀନ ବ୍ୟବହାର: ଗିରଫ ହେଲେ ଡାକ୍ତର

ରାଉରକେଲା,୧୬।୮(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦା ୟୁଏସ୍‌ଡବ୍ଲ୍ୟସି ହେଲ୍‌ଥ ସେଣ୍ଟରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଗଦା ନିବାସୀ ଡାକ୍ତର ଗୌରବ ଓରାମ। ତାଙ୍କୁ…

ଗଛ କାଟିବା ହେଲା କାଳ: ୧୧କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

କୁଆଁରମୁଣ୍ଡା,୧୫।୮(ମହେନ୍ଦ୍ର କୁମାର ସାହୁ): ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟାଟା ପାୱାର ପକ୍ଷରୁ ଗଛ କଟାଯାଇ ନ ଥିଲା। ବର୍ଷା ଦିନେ ଘର ପାଖ ଗଛ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବା ଆଶଙ୍କାରେ ଗୁରୁବାର ଗଛ ଡାଲ କାଟୁଥିବା ବେଳେ ଏକ ଅଘଟଣ ଘଟିଛି।…

ଗର୍ଭବତୀ ମହିଳା ସମେତ ଶିଶୁପୁତ୍ରଙ୍କୁ ମାରିଦେଲା ଦନ୍ତହାତୀ: ବିକଳରେ କାନ୍ଦୁଛନ୍ତି ଦେଢ ବର୍ଷ ଶିଶୁକନ୍ୟା

ଟେନସା,୧୪।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ଏକ ଦୁଃଖତ ଘଟଣା। କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଛି। ବାଲିଝୁଡ଼ି…

କୋମ୍ବିଂ ଅପରେଶନ ବେଳେ ଆଇଇଡ଼ି ବ୍ଲାଷ୍ଟ: କୋବ୍ରା ଏଏସ୍‌ଆଇ ଆହତ

ରାଉରକେଲା,୮।୮(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଦ୍ୱାରା କୋମ୍ବିଂ ଅପରେଶନ ଚାଲିଥିବା ବେଳେ ଆଇଇଡ଼ି ବ୍ଲାଷ୍ଟରେ ଜଣେ କୋବ୍ରା ଏଏସ୍‌ଆଇ ଆହତ ହୋଇଛନ୍ତି। ସେ ହେଲେ କୋବ୍ରା ୨୦୯ ବାଟାଲିୟନର ଜିତେନ୍ଦ୍ର ଦାନୀ। ତାଙ୍କୁ ତୁରନ୍ତ ଉଦ୍ଧାର କରି ହେଲିକପ୍ଟର…

ଓପି ଜିନ୍ଦଲ ଫୁଟବଲ ଟୁନାମେଣ୍ଟ ଉଦଘାଟିତ

ଟେନସା,୬।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ଜିନ୍ଦଲ ଖଣିର ମାଲିକ ସୱର୍ଗତ ଓମ ପ୍ରକାଶ ଜିନ୍ଦଲଙ୍କ ୯୪ତମ ଜନ୍ମ ବାର୍ଷିକ ଉତ୍ସବରେ ଫୁଟବଲ ଟୁନାମେଣ୍ଟ ଆଜି ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ତନ୍ତ୍ରରାଗ୍ରାମ ସ୍ଥିତ ଜିନ୍ଦଲ ଷ୍ଟାଡିୟମରେ ଠାରେ ଏହି ଖେଳ…

ମହୁ ବିକିବା ବାହାନାରେ ଘରେ ପଶି ଚୋରି

ରାଜଗାଙ୍ଗପୁର,୪।୮(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରପରିଷଦର ୱାଡ ନଂ. ୧୮ ବାଣ୍ଠୁପଡାରେ ମହୁ ବିକୁଥିବାର ଆଳଦେଖେଇ ଘରେ ପଶି ରୂପା ଅଳଙ୍କାର ଓ ଟଙ୍କା ଚୋରି କରି ଫେରାଇ ମାରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?