ସୁନ୍ଦରଗଡ଼

ନବଦୀପଙ୍କୁ ମିସେସ୍‌ ଇଣ୍ଡିଆ ୱାର୍ଲ୍ଡ ମୁକୁଟ

ରାଜଗାଙ୍ଗପୁର,୨୮।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କାଂଶବାହାଲ ଅଞ୍ଚଳର ନବଦୀପ କୌର (୩୧) ମିସେସ୍‌ ଇଣ୍ଡିଆ ୱାଲର୍‌ଡ ମୁକୁଟ ଜିଣିଛନ୍ତି। ସେ ହେଉଛନ୍ତି ଶିଳ୍ପପତି କମଲଦୀପ ସିଂଙ୍କ ସ୍ତ୍ରୀ। ବମ୍ବେସ୍ଥିତ ଦମନରେ ଗତ ୨୩ରେ ଅନୁଷ୍ଠିତ ମିସେସ୍‌ ଇଣ୍ଡିଆ ୱାଲର୍‌ଡ ୨୦୨୦-୨୧ ପ୍ରତିଯୋଗିତାରେ…

ଯୌତୁକ ପାଇଁ ବୋହୂଙ୍କୁ ହତ୍ୟା: ନାତିଙ୍କୁ ଧରି ଶାଶୁ ଘର ଲୋକେ ଫେରାର

ରାଉରକେଲା ଅଫିସ,୨୪ା୧: ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳରେ ବୋହୂଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ସ୍ବାମୀକୁ ଥାନାରେ ଅଟକ ରଖି ଥିବାବେଳେ ପରିବାରର ଅନ୍ୟ ଲୋକେ ନାତିଙ୍କୁ ଧରି ଫେରାର୍‌ ହୋଇଯାଇଛନ୍ତି। ବାସନ୍ତୀ…

ଜଙ୍ଗଲରେ ମହିଳାଙ୍କୁ ପୋଡି ହତ୍ୟା

ବଡଗାଁ,୨୧।୧: ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ବରଙ୍ଗାକଛାର ପଞ୍ଚାୟତ ରାଣୀବୁଡା ଜଙ୍ଗଲରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲକୁ ଗଲାବେଳେ ଜଣେ ମହିଳାଙ୍କ ଅଧା ପୋଡା ଅବସ୍ଥାରେ ମୃତଦେହ ପଡିଥିବା…

ଶାଳୀକୁ ବଳାତ୍କାର କଲା ଭିଣୋଇ

ରାଉରକେଲା ଅଫିସ,୨୦ା୧: ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କ ଭିଣୋଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ଶାଳୀ ଭିଣୋଇଙ୍କ ଘରକୁ ବୁଲି ଆସିଥିଲେ। ସନ୍ଧ୍ୟାରେ ଭିଣୋଇ…

ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

ସୁନ୍ଦରଗଡ଼,୧୮।୧: ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭବାନୀପୁରର ମାଧବୀଲତା ସିଂଦେଓ (୪୭) ଓ ତାଙ୍କ ଜ୍ୱାଇଁ ଭଜ ଓରାମ(୩୯)ଙ୍କୁ ପୋଲିସ ଗିରଫ…

ସୁନ୍ଦରଗଡ଼ରେ ପୁଣି ଅସୁସ୍ଥ ହେଲେ ଆଉଜଣେ ସୁରକ୍ଷା କର୍ମୀ

ସୁନ୍ଦରଗଡ,୧୮।୧: କୋଭିଡ ଟିକା ନେଇ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡ଼ାକ୍ତରଖାନାର ୨ଜଣ ପୁରୁଷ ଏବଂ ଜଣେ ମହିଳା ସୁରକ୍ଷା କର୍ମୀ ଅସୁସ୍ଥ ହୋଇପଡିଛନ୍ତି। ସେମାନେ ହେଲେ ଦୁବରାଜ ରଣା, ମାନସ କରାଳୀ ଏବଂ ରାଜକୁମାରୀ ଓରାମ। ଦୁବରାଜଙ୍କ କହିବା ମୁତାବକ, ସେ…

କରୋନା ଟିକା ନେବା ପରେ ୨ ସୁରକ୍ଷାକର୍ମୀ ଅସୁସ୍ଥ

ସୁନ୍ଦରଗଡ଼,୧୮।୧(ଡି.ଏନ୍‌.ଏ.) : କୋଭିଡ ଟିକା ନେବା ପରେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାର ୨ ଜଣ ସୁରକ୍ଷାକର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରିବା ପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ଦୁବରାଜ ରଣା ଓ ମାନସ କରାଳି।…

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ଘର ବି ପୋଡ଼ିଦେଲେ ଦୁର୍ବୃତ୍ତ

ବଣାଇ,୧୮।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁରେ ରବିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତା ହତ୍ୟାକାଣ୍ଡର କାରଣ ବୋଲି ଜଣାପଡ଼ିଥିବା ବେଳେ ପୋଲିସ ଅଭିଯୁକ୍ତ ହତ୍ୟାକାରୀକୁ ଅଟକ ରଖି ପଚରାଉଚରା ଚଳାଇଛି। ପଟାମୁଣ୍ଡ…

୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ

କୁଆଁରମୁଣ୍ଡା,୧୭।୧: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଏସ୍‌ବିଆଇ ଶାଖାରୁ ସଶସ୍ତ୍ର ଡକାୟତି ଘଟଣାର ୪ ଦିନ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କଠାରୁ ୨ଟି ବାଇକ୍‌, ୬ ହଜାର…

ପିକ୍‌ନିକ୍‌ ହେଲା କାଳ: ଶଙ୍ଖନଦୀରେ ବୁଡ଼ି ଯୁବକ ମୃତ

ବେଦବ୍ୟାସ,୧୭।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶଙ୍ଖନଦୀର ଭାଲୁପତ୍ରାଘାଟରେ ରବିବାର ଅପରାହ୍ନରେ ପାଣିରେ ବୁଡ଼ି ତ୍ରିଲୋଚନ ମହାକୁଡ଼ (୨୩)ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ମଧୁସୂଦନପାଲି ୧୧ନଂ. ୱାର୍ଡରେ। ସକାଳେ ରାଉରକେଲା…

କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ରାଉରକେଲା,୧୫ା୧: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶ୍ରୀୟା ମେଟାଲିକ ଏଣ୍ଡ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ରାତିରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍ଥାନୀୟ କର୍ମଚାରୀ ସେଠାରୁ ଦୌଡ଼ି ପଳାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସଟ୍‌…

ଗାଁରେ ପଶିଲା ୪ ହାତୀ

କୁତ୍ରା/ରାଉରକେଲା ଅଫିସ୍‌, ୧୫।୧: ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା, ପାନପଡ଼ା ଗ୍ରାମରେ ଏକ ୪ଟିକିଆ ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ କୁନ୍ତି ନାଏକଙ୍କ ବାଡିରେ ବିଲାତି ଖାଇ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ପରେ ହାତୀପଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri