କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କ ସ୍ବାବ୍ ସଂଗ୍ରହ
ସୋନପୁର,୪।୫(ନି.ପ୍ର.): ଲକ୍ଡାଉନ୍ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ ଛାତ୍ରୀଛାତ୍ର ସୋମବାର ସୋନପୁରରେ ପହଞ୍ଚତ୍ଛନ୍ତି । ୨ଟି ସ୍ବତନ୍ତ୍ର ବସ୍ରେ ମେଡିକାଲ କୋଚିଂ ନେଉଥିବା ଛାତ୍ରୀଛାତ୍ର ପହଞ୍ଚତ୍ବା ପରେ ସେମାନଙ୍କୁ ସିଧାସଳଖ ସରକାରୀ ଆଇଟିଆଇସ୍ଥିତ ଅସ୍ଥାୟୀ କୋଭିଡ…
କରୋନା ପ୍ରତିରୋଧ ପ୍ରସ୍ତୁତିର ସମୀକ୍ଷା କଲେ ଆରଡିସି
ସୋନପୁର,୨।୫(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି। ଶନିବାର ସମ୍ବଲପୁର ଆରଡିସି ତଥା କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ନିରଞ୍ଜନ ସାହୁ…
କୋଟାରୁ ଫେରୁଛନ୍ତି ସୁବର୍ଣ୍ଣପୁରର ୩୭ଛାତ୍ରୀଛାତ୍ର
ସୋନପୁର,୨।୫(ନି.ପ୍ର.): ଲକ୍ଡାଉନ୍ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ଜଣ ଛାତ୍ରୀଛାତ୍ର ଘରକୁ ପେରୁଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଶନିବାର ମଧ୍ୟାହ୍ନ ୧୨ଟାରେ ୧୨ ଛାତ୍ରୀ ଓ ୨୫ ଛାତ୍ର ୨ଟି ବସ୍ ଯୋଗେ କୋଟାରୁ ବାହାରିଛନ୍ତି। ୨୫ଘଣ୍ଟାର…
ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ସୋନପୁର,୩୦ା୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରାଯାଇଛି। ଗୁରୁବାର ସଂଘ ଉପସଭାପତି ଆଇନଜୀବୀ ଇନ୍ଦ୍ରମଣି ଦାଶ, ସମ୍ପାଦକ ନାରାୟଣ ପ୍ରସାଦ ରାୟଗୁରୁ, କୋଷାଧ୍ୟକ୍ଷ ବେଦବ୍ୟାସ ତ୍ରିପାଠୀ,…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କଲେ ୨୬ ସରପଞ୍ଚ
ସୋନପୁର,୩୦।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ବ୍ଲକର ୨୬ ପଞ୍ଚାୟତର ସରପଞ୍ଚ ସେମାନଙ୍କ ସମ୍ମାନ ସୂଚକ ଭତ୍ତାରୁ ୫…
ବାର୍ହା ମାରି ମାଂସ ଭାଗ ସମୟରେ ଚଢାଉ: କଟା ମାଂସ, ୨ ବାଇକ୍ ଜବତ
ସୋନପୁର,୩୦।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଲଛିପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୟୂରଉଡାନ ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରୁ ବନ ବିଭାଗ ଗୁରୁବାର ୮ କିଲୋ ବାର୍ହା ମାଂସ ଜବତ କରିଛି। କେତେକ ଲୋକ ବାର୍ହା ମାରି ମାଂସ ଭାଗ କରୁଥିଲେ। ସୂଚନା ପାଇ ଲଛିପୁର…
ଭାରସାମ୍ୟ ହରାଇ କ୍ଷେତକୁ ଓଲଟିଲା ଟ୍ରକ
ବିନିକା,୩୦ା୪(ଡି.ଏନ୍.ଏ): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ସିଂଘିଯୁବା-କମିରା ରାସ୍ତାର ଖଇରମାଳ ଗାଁ ନିକଟରେ ଶୁକ୍ରବାର ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଭାରାସାମ୍ୟ ହରାଇ ଧାନକ୍ଷେତକୁ ଓଲଟି ପଡିଥିଲା। ସୌଭାଗ୍ୟବଶତଃ ଡ୍ରାଇଭର ଆଦିତ୍ୟ ପ୍ରସାଦ ପାଣ୍ଡେ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଥିଲେ।…
ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି
ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଥର ୫ଟି ମାର୍କେଟ୍…
ବିକ୍ରି ହେଲାନି, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ
ସୋନପୁର,୨୮।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶୀତଳ କେନ୍ଦ୍ର ସମ୍ମୁଖ ରାସ୍ତାରେ ମଙ୍ଗଳବାର ଚାଷୀମାନେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଓମ୍ଫେଡ୍ ଚାଷୀଙ୍କ ନିକଟରୁ କ୍ଷୀର ନେବାକୁ ମନା କରିବା ପରେ ସେମାନେ ଏହିପରି ଅସନ୍ତୋଷ ଜାହିର କରିଛନ୍ତି।…
ଝଡବର୍ଷାରେ କ୍ଷତିଗ୍ରସ୍ତଙ୍କୁ ମିଳିଲା ପଲିଥିନ
ବିନିକା, ୨୭ା୪(ଡି.ଏନ୍.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ଅଞ୍ଚଳରେ ଗତ ୫ଦିନ ହେଲା ଅଦିନିଆ ଝଡ ତୋଫାନ ସହ ବର୍ଷା ଲାଗି ରହିଛି। ଏଥିଯୋଗୁ ଧନଜୀବନ ବ୍ୟତିବ୍ୟସ୍ତ ହୋଇ ପଡିଛି। ଲକ୍ଡାଉନରେ ଥିବା ବିନିକାବାସୀ ଝଡତୋଫାନ ଯୋଗୁ ବ୍ୟାପଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ବ୍ଲକ…
ଥୋଡ ଧାନ ଉପରେ କୁଆପଥର ମାଡ଼
ସୋନପୁର,୨୭।୪(ନି.ପ୍ର.) ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଅଦିନିଆ ବର୍ଷା, କୁଆ ପଥର ମାଡ ଓ ଘୂର୍ଣ୍ଣିଝଡ ଯୋଗୁଁ ସୁବର୍ଣ୍ଣପୁର ଜିଲାର ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ଧାନ ଓ ପନିପରିବା ଚାଷ କରିଥିବା…
ଅସ୍ଥାୟୀ ଶିବିରରେ ଥିବା ୧୩୩ ଶ୍ରମିକ ଘରକୁ ଫେରିଲେ
ସୋନପୁର,୨୬।୪(ନି.ପ୍ର.):ଲକ୍ଡାଉନ୍ କାରଣରୁ ଅନ୍ୟ ଜିଲାର ବହୁ ଶ୍ରମିକ ସୁବର୍ଣ୍ଣପୁର ଜିଲାରେ ଫସି ରହିଥିଲେ। ସେମାନଙ୍କୁ ଜିଲାର ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ଶିବିରରେ ରହିବା ପାଇଁ ସମସ୍ତ ସୁବିଧା ସହ ଠିକ୍ ସମୟରେ ଖାଦ୍ୟ ଓ ପାନୀୟ ମିଳୁଥିଲା। କିନ୍ତୁ ଶ୍ରମିକମାନେ…

