କୁଷ୍ଠରୋଗୀଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ
ବିନିକା,୨୫ା୪(ଡି.ଏନ୍.ଏ): ସୁବଣ୍ଣର୍ର୍ପୁର ଜିଲା ଭଣ୍ଡାର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମ ନିର୍ମଳ ଛାୟାରେ ବାସ କରୁଥିବା କୁଷ୍ଠରୋଗୀଙ୍କୁ ଶନିବାର ଜିଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଏହି ସମୟରେ ଜିଲା ଯୁବ…
ଫେରିବେ ୯୫୮୮, ଗ୍ରାମାଞ୍ଚଳରେ ସ୍ଥାନାଭାବ ଆଶଙ୍କା
ସୋନପୁର,୨୫।୪(ନି.ପ୍ର.): ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ କଟକଣା ହଟିଲା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ରୀଛାତ୍ର, ଚାକିରିଆ ଓ ଦାଦନ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚିନ୍ତା…
କୁଆପଥର ମାଡରେ ଝଡିଲା ରବିଧାନ
ବିନିକା,୨୪ା୪(ଡି.ଏନ୍.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍ଡାଉନ ଜାରି ରହିଛି। ଏହାର ପ୍ରଭାବ ଜନସାଧାରଣଙ୍କ ଜୀବନଜୀବିକା ଉପରେ ପଡିଛି। ଏହି ପରିସ୍ଥିତିରେ ଗତ ତିନିଦିନର ବର୍ଷା ଓ କୁଆପଥର ମାଡ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଞ୍ଚଳର ରବିଧାନ ଚାଷୀଙ୍କ ନିଦ…
ସାନକିରାସିରା ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡିଗଲା ଆଜବେଷ୍ଟସ ଛପର, ଯୁବକ ମୃତ
ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ବୀରମହରାଜପୁର ବ୍ଲକ ସାନକିରାସିରା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଇନ୍ଧନ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ସିନୁ ପଧାନ(୨୪)ଙ୍କ ମୃତ୍ୟୁ ଘଟିଛି। ସିନୁ ରୋଷେଇ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।…
ମୋବାଇଲ ଚୋରି, ଲୁଟ୍ ଘଟଣାରେ ୯ ଗିରଫ
ସୋନପୁର/ଉଲୁଣ୍ଡା,୨୨।୪(ନି.ପ୍ର./ଡି.ଏନ.ଏ.): ସୋନପୁର ଟାଉନ ଥାନା ପୋଲିସ ମୋବାଇଲ ଚୋରି ଓ ଉଲୁଣ୍ଡା ପୋଲିସ ମୋବାଇଲ ଲୁଟ୍ ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଲକ୍ଡାଉନ୍ ସମୟରେ ସୁବର୍ଣ୍ଣପୁର ସହର ଜୟ ଗୁରୁ ମାର୍କେଟ୍…
କରୋନା ସର୍ଭେବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ
ଅମରପାଲି, ୨୨ା୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରାମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କର କରୋନା ସର୍ଭେ ବେଳେ ବୁଧବାର ମୃତ୍ୟୁ ଘଟିଛି। ମୃତ ଅଙ୍ଗନଓ୍ବାଡି କର୍ମୀ ହେଲେ ଖଣ୍ଡହତା ଗଁାର କିଶୋରୀ ଥାଟି (୫୬)। ସୂଚନା ଅନୁସାରେ…
୨୦୦ଲିଟର ମଦ ଜବତ, ୨କୁଇଣ୍ଟାଲ ପୋଚ ନଷ୍ଟ
ସୋନପୁର,୨୨।୪(ନି.ପ୍ର.) – ଲକ୍ଡାଉନ୍ ସମୟରେ ସରକାରୀ ମଦ ଦୋକାନ(ଦେଶୀ ଓ ବିଦେଶୀ) ବନ୍ଦ ରହିଛି। ଏହା ସୁବର୍ଣ୍ଣପୁର ଜିଲାର ଚୋରା ମଦ ବ୍ୟବସାୟୀଙ୍କୁ ବେଶ୍ ସୁହାଉଛି । ଜଙ୍ଗଲରେ ବ୍ୟାପକ ଭାବେ ଦେଶୀ ମଦ ପ୍ରସ୍ତୁତ ହୋଇ ତମାମ ଜିଲାରେ ଖୁଲମ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩,୬୧,୮୧୭ ଟଙ୍କା ଦାନ
ସୋନପୁର,୨୧।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ଠିକାଦାର ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ଲକ୍ଷ ୬୧ହଜାର ୮୧୭ଟଙ୍କା ପ୍ରଦାନ କରିଛନ୍ତି। ସଂଘ ସଭାପତି ଜୟମାଧବ ମିଶ୍ର ମଙ୍ଗଳବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୧ସରପଞ୍ଚ ଦେଲେ ୩ ମାସର ଭତ୍ତା
ତରଭା,୨୦।୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ତରଭା ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି। ବ୍ଲକର ମୋଟ ୨୧ ଜଣ ସରପଞ୍ଚ ସେମାନଙ୍କ ୩ ମାସର ଭତ୍ତା/ଦରମା ବାବଦ…
ଛତିଶଗଡରୁ ସାଇକେଲରେ ଫେରୁଛନ୍ତି ୪ ଓଡିଆ ଶ୍ରମିକ
ସୋନପୁର,୧୯।୪(ନି.ପ୍ର.): କରୋନା ଭୂତାଣୁ ସଂକମ୍ରଣକୁ ରୋକିବା ପାଇଁ ଲକ୍ଡାଉନ୍ରେ ରହିଛି ସାରା ଦେଶ। ଏହାର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ କର୍ମସଂସ୍ଥାନ ହରାଇ ବହୁ ଦୁଃଖରେ ଅଛନ୍ତି। ଶ୍ରମିକଙ୍କ ନିକଟରେ…
ଲକ୍ଡାଉନ୍ ସମୟରେ ରକ୍ତାଭାବ ଦୂର ଉଦ୍ୟମ, ସଂଗ୍ରହ ହେଲା ୫୫ ୟୁନିଟ୍ ରକ୍ତ
ସୋନପୁର,୧୯।୪(ନି.ପ୍ର.) କରୋନା ଭୂତାଣୁ ସଂକମ୍ରଣ ରୋକିବା ପାଇଁ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା ହୋଇଛି। ଏଥିପାଇଁ ରକ୍ତଦାନ ଶିବିର ଆୟୋଜନ ହୋଇପାରୁନି। ତେଣୁ ରକ୍ତର ଅଭାବ ଦୂର କରିବା ପାଇଁ ସୋନପୁର ବ୍ଲକ କୀର୍ତ୍ତିପୁରଠାରେ ଶନିବାର…
ମିଲର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ସୋନପୁର,୧୭।୪(ନି.ପ୍ର.) : କରୋନା ମହାମାରୀର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲା ମିଲର୍ସ ସଂଘ ୫ଲକ୍ଷ ୫୧ହଜାର ଟଙ୍କା ପ୍ରଦାନ କରିଛି। ଶୁକ୍ରବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚେକ୍ ପ୍ରଦାନ କରିଛନ୍ତି।…

