ଭୋକିଲା, ଗରିବଙ୍କୁ ମିଳିଲା ୨ ଓଳି ରନ୍ଧା ଖାଦ୍ୟ
ସୋନପୁର,୨୯।୩(ନି.ପ୍ର.) ସୁବର୍ଣ୍ଣପୁର ସହରରେ ଶନିବାର ଆହାର କେନ୍ଦ୍ର ପକ୍ଷରୁ ଭୋକିଲା ପେଟକୁ ଦୁଇ ଓଳି ଅନ୍ନ ଯୋଗାଇବା ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା ଅସହାୟଙ୍କ ହାତ ସାବୁନରେ ଧୋଇ ଦେବା ସହ ମଧ୍ୟାହ୍ନରେ ଓ ରାତିରେ ଭୋଜନ ଦିଆଯାଇଛି…
ଆନ୍ଧ୍ରରୁ ଫେରି ପାରୁନାହାନ୍ତି ବୀରମହାରାଜପୁରର ୪୦ ଦାଦନ
ଅମରପାଲି, ୨୮।୩ (ଡି.ଏନ.ଏ.):ସମଗ୍ର ଭାରତ ବର୍ଷ କରୋନା ଭାଇରସ ପାଇଁ ଆତଙ୍କରେ ଥିବା ବେଳେ ୨୧ ଦିନ ପାଇଁ ଲକ୍ ଡାଉନ ହୋଇଛି । ଫଳରେ ରାଜ୍ୟ ଓ ଦେଶ ବାହାରେ ଥିବା ଅନେକ ଲୋକ ନିଜ ଘରକୁ ଆସି ନ…
କ୍ୟାନସର ପୀଡିତ ସାଇରାଜଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ
ସୋନପୁର,୨୮।୩(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଦର ବ୍ଲକ କେନ୍ଦୁମୁଣ୍ଡା ଗାଁର ଅନିମା ଓ ସହଦେବ ଦୀପଙ୍କ ୪ ବର୍ଷର ପୁଅ ସାଇରାଜ। ପୁଅ ଜନ୍ମ ନେଲା ପରେ ମା ବାପା ଖୁସିରେ ଆତ୍ମହରା ହୋଇ ପଡିଥିଲେ। ହେଲେ ଏହି ଖୁସି ବେଶୀଦିନ…
ଚମ୍ପୁଆରେ ଫସିଥିବା ସୁବର୍ଣ୍ଣପୁରର ୨୫ ଘରକୁ ଫେରିଲେ
ସୋନପୁର,୨୭।୩(ନି.ପ୍ର.):ମ୍ୟାଜିକ୍ ପ୍ରଦର୍ଶନ କରିବାକୁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜିର ୮ଟି ପରିବାର କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳକୁ ଯାଇ ସେଠାରେ ଫସି ରହିଥିଲେ। ପ୍ରଶାସନର ଉଦ୍ୟମକ୍ରମେ ମୋଟ ୨୫ଜଣ ଗୁରୁବାର ରାତିରେ ଗାଁରେ ପହଞ୍ଚତ୍ଛନ୍ତି । ସେମାନଙ୍କ ମଧ୍ୟରେ ୭ଜଣ…
ଲକ୍ଡାଉନ୍ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ
ବିନିକା,୨୬।୩(ଡି.ଏନ୍.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ତଥା ପଡ଼ୋଶୀ ବଲାଙ୍ଗୀର ଜିଲାର ୫୦ରୁ ଅଧିକ ଯୁବକ ଫସି ରହିଛନ୍ତି। ସୁବର୍ଣ୍ଣପୁର…
ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ
ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣ ମହିଳା। ଲକ୍ଡାଉନ ଯୋଗୁ ସେମାନେ ଏବେ ଫେରି ପାରୁ ନ…
ମାସ୍କ ତିଆରି କରି ରିହାତି ଦରରେ ଯୋଗାଇଲେ ଏସ୍ଏଚ୍ଜି ମହିଳା
ସୋନପୁର, ୨୬।୩(ନି.ପ୍ର.) ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏଭଳି ସମୟରେ ବଜାରରେ ମାସ୍କ ମିଳୁନି। ପ୍ରଶାସନର ପରାମର୍ଶକ୍ରମେ ସୁବର୍ଣ୍ଣପୁର ଜିଲାର ୧୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।…
ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର
ବିନିକା,୨୫।୩(ଡି.ଏନ୍.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଏଭଳି ପରିସ୍ଥିତିରେ ବିନିକା ଅଞ୍ଚଳରେ ଆଶାକର୍ମୀମାନଙ୍କୁ ସାନିଟାଇଜର…
ଦିବ୍ୟାଙ୍ଗ ଝି’ର ଉପରେ ବୁରୁଧ୍ ବାପର ବୋଝ୍
ବିନିକା,୨୪ା୩ (ଡି.ଏନ୍.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁାର ଶରତ ଦାଶକଁର ଝି’ ଶୁଭଙ୍କରୀ ଦାଶ(୩୮)। ସେ ଜନ୍ମୁ ଦିବ୍ୟାଙ୍ଗ ଆଏ। ସେ ଭଲ ଭାବେ କଥା କହି ନାଇଁ ପାରବାର, ସ୍ନାୟୁ ଦୁରବଲତା ଲାଗି ମୁଡ଼ ସବୁବେଲେ…
ବୁଢ଼ୀ ମା’କେ ଦିବ୍ୟାଙ୍ଗ ଝି’ର ଭବିଷତ୍ ଚିନ୍ତା
ବିନିକା, ୨୧।୩ (ଡି.ଏନ୍.ଏ.)- ମୁଇଁ ଆଏଜ୍ ମରେଁ କାଲ୍ ମରେଁ ହେଉଛେଁ। ଅନେକ ଦିନ୍ ହେଲା ଖଟେ ପଡ଼ିଛେଁ। ଆହା କରବାକେ କେହି ନାଇଁ। ଏନ୍ତାଥି ପାଗ୍ଲି ଝି’ର ବୋଝ୍। ମୁଇଁ ମରିଗଲେ ଇତାର ଭବିଷତ୍ କାଣା ହେବା। ଏନ୍ତା…
୫ ବଛର ହେଲା ଖଟେ ପଡ଼ିଛନ୍ ଲମ୍ବୋଦର
ବିନିକା,୨୦।୩ (ଡି.ଏନ୍.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା କଲୋନୀ ପଡ଼ାର ଲମ୍ବୋଦର ବାଘ(୪୫)। ସେ ଅନେକ୍ ବଛର ହେଲା ମଧୁମେହ ରୋଗ୍ରେ ପୀଡ଼ିତ ଅଛନ୍। ଅଭାବ ଅନାଟନ ଲାଗି ଉଷୋକଷା କରି ନାଇଁ ପାରୁଥିଲାବେଲେ ଭିନେ ଭିନେ ସରକାରୀ ଯୋଜନାରୁ…
ରକ୍ତକର୍କଟ ପୀଡିତ ଛାତ୍ରଙ୍କ ଆକୁଳ ଅଭିବ୍ୟକ୍ତି: ସ୍କୁଲ ଯିବି, ପାଠ ପଢ଼ିବି
ଅମରପାଲି, ୧୯।୩ (ଡି.ଏନ.ଏ.) ସ୍କୁଲ ଯିବି, ସାଙ୍ଗ ସାଥିଙ୍କ ସହ ପାଠ ପଢ଼ିବି। ଖେଳାବୁଲା କରିବାକୁ ଇଚ୍ଛା ହେଉଛି। ମାତ୍ର ଅସୁସ୍ଥତା ଯୋଗୁ ସ୍କୁଲ ଯାଇ ପାରୁନି କି ସାଙ୍ଗ ସାଥିଙ୍କ ସହ ଖେଳାବୁଲା କରିପାରୁନି । ଭଲ ହୋଇଗଲେ ପୁଣି…
Archives


