ଜେସିବି ଧକ୍କାରେ ନିର୍ମାଣାଧୀନ ସଂସ୍ଥାର ମ୍ୟାନେଜର ମୃତ, ଗାଡ଼ି ଧରି ଚାଳକ ଫେରାର
ଅମରପାଲି,୧୮।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡଗାଡଠାରେ ଗତ ରାତିରେ ଜେସିବି ଧକ୍କାରେ ଜଣେ ନିର୍ମାଣାଧୀନ ସଂସ୍ଥା ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ…
ପୋଖରୀ ନିକଟରେ ପଡ଼ିଛି ଅଜଣା ମୃତଦେହ: ବଢୁଛି ସନ୍ଦେହ
ଅମରପାଲି,୧୫/୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ରଥପୁର ନିକଟସ୍ଥ ରୁଗୁଡ଼ିମୁଣ୍ଡା ପୋଖରୀ ନିକଟରେ ଏକ ଅଜଣା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କେହି ହତ୍ୟାକାରୀ ମୃତଦେହକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ମୃତଦେହର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାସ୍ଥଳରେ…
ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିୟନଶିପ୍: ସୁମତୀ-ଜୁନେସଙ୍କୁ ତୃତୀୟ ସ୍ବର୍ଣ୍ଣ
ଅମରପାଲି,୧୫।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସେରେଗେଡ଼ା ସରକାରୀ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁମତୀ ରାଜହଂସ ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ହାୟର ସେକେଣ୍ଡାରୀ ସ୍କୁଲର ଜୁନେସ ନନ୍ଦ ରାଜ୍ୟ ସ୍ତରୀୟ ଆଥେଲେଟିକ ଚାମ୍ପିୟନସିପ…
ଆଦିବାସୀ ଯୁବତୀଙ୍କୁ ଅସଦାଚରଣ କରି ବେଫିକର ବୁଲୁଛନ୍ତି ଅଭିଯୁକ୍ତ, ସପ୍ତାହକ ପରେ ବି…
ଅମରପାଲି,୧୪ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର (ଠେଙ୍ଗୋ ଡ୍ୟାମ୍) ଫାଣ୍ଡି ଅଧିନସ୍ଥ ଦୁର୍ଜନତୈଲା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ସହିତ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ଯୁବତୀ…
ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍: ସୁବର୍ଣ୍ଣପୁରକୁ ୨ ସ୍ବର୍ଣ୍ଣ, ୧ ରୋପ୍ୟ
ଅମରପାଲି,୧୩।୧୧(ପୀତାମ୍ବର ସାହୁ): ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍ ୨୦୨୫-୨୬ର ପ୍ରଥମ ଦିବସରେ ସୁବର୍ଣ୍ଣପୁର ଜିଲାକୁ ମିଳିଛି ସଫଳତା। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ଦିବସରେ ଜିଲାକୁ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୋପ୍ୟ ପଦକ ମିଳିଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର…
ଡ୍ୟୁଟି ସମୟରେ ଟଳିପଡିଲେ କନଷ୍ଟେବଳ, ଆଉ ତା’ପରେ…
ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ଡ୍ୟୁଟି ସମୟରେ ଶୁକ୍ରବାର ଟଳିପଡ଼ିଲେ କନଷ୍ଟେବଳ। ସୁବର୍ଣ୍ଣପୁର ଜିଲା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ସରୋଜ କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଛି । ସରୋଜ ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ। ଶୁକ୍ରବାର ଉଲୁଣ୍ଡାରେ ଆୟୋଜିତ ହେବାକୁ ଥିବା ଏକ…
ନିଶ୍ଚେତକ ଡାକ୍ତର ନାହାନ୍ତି, ଅସ୍ତ୍ରୋପଚାର ବନ୍ଦ
ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ନାହାନ୍ତି। ଫଳରେ ରୋଗୀ ସାଧାରଣ ଅସ୍ତ୍ରୋପଚାର ପାଇଁ ଘରୋଇ ନର୍ସିଂହୋମକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଡାକ୍ତରଖାନାରେ ରୋଗୀ ଚିକିତ୍ସା କେବଳ ବର୍ହିଃ ବିଭାଗ(ଓପିଡି) ସେବାରେ ସୀମିତ ରହିଛି। ସାଧାରଣରେ…
ଜିଲାପାଳଙ୍କ ନାଁରେ ଫେକ୍ ଆଇଡି ଖୋଲି ଟଙ୍କା ମାଗୁଥିବା ଅଭିଯୋଗ
ବିନିକା: ସୁବର୍ଣ୍ଣପୁର ଜିଲାପାଳ ଡ. ନୃପରାଜ ସାହୁଙ୍କ ନାଁରେ ଫେକ୍ ଆଇଡି ଖୋଲାଯାଇଛି। ସୋସିଆଲ ମିଡିଆରେ ଫେକ୍ ଆଇଡି ଖୋଲି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳଙ୍କ ନଜରକୁ ଏହା ଆସିବା ପରେ ଠକାମୀରୁ ଦୂରେଇ ରହିବା ପାଇଁ…
ଯୁବତୀଙ୍କୁ ବିଲକୁ ଟେକିନେଇ ଗଣବଳାତ୍କାର: ଅଫିସରୁ ସନ୍ଧ୍ୟାରେ ଫେରୁଥିବାବେଳେ…
ବୀରମହାରାଜପୁର,୧।୧୧ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ହିକୁଡି ଠାରେ ଏକ ଗଣବଳାତ୍କାର ହୋଇଥିବା ବୀରମହାରାଜପୁର ଥାନାରେ ଶନିବାର ପୀଡିତା ଯୁବତୀ ଏକ ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ହିକୁଡି ଗ୍ରାମର…
ବ୍ରିଜ୍ରୁ ଖସିପଡ଼ିଲା ବାଇକ୍: ଯୁବକ ମୃତ
ବିନିକା,୨୨।୧୦: ସୁବର୍ଣ୍ଣପୁର ଜିଲା ବିନିକା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବେଲପଡ଼ା ଛକ ନିକଟ ମଗରକୁନ୍ଦା ବ୍ରିଜ୍ ଉପରୁ ଏକ ବାଇକ୍ ତଳକୁ ଖସିପଡ଼ିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଯୁବକ ଜଣକ ଭାରସାମ୍ୟ ହରାଇ ବାଇକ୍…
ମାଳିଦାଦର ପ୍ରାଥମିକ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ: ସ୍ଥିତି ସମୀକ୍ଷା କଲେ…
ଅମରପାଲି,୧୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନ ତୈଲା ପଞ୍ଚାୟତର ମାଳିଦାଦର ପ୍ରାଥମିକ ବିଦ୍ୟାଳୟକୁ କମ ପିଲା ଦର୍ଶାଇ ବନ୍ଦ କରି ଦିଆଯାଇଛି। ଏ ନେଇ ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳ ଡ.ନୃପରାଜ ସାହୁଙ୍କୁ ଗୁରୁବାର ଏକ ଦାବିପତ୍ର…
ଗୋଡ଼ାଇ ଗୋଡ଼ାଇ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡ଼ିକୁ ଧରିଲା ପୋଲିସ, ଗାଡି ଭିତରେ ଥିଲା…
ଅମରପାଲି,୧୭।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରୁ ଗୋଟିଏ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ପୋଲିସ ଧରିଛି। ଫ୍ଲିମ ଷ୍ଟାଇଲେ ଉକ୍ତ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିବା ସହିତ ଗାଡିରେ ୫ ଜଣ ଯୁବକ ଥିବା ବେଳେ ୪…
Archives


