ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବହୁ କୋଟି ଟଙ୍କାର ପାଇପ୍
ସୋନପୁର,୧୨ା୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଗା ପାଣି ପ୍ରୋଜେକ୍ଟ ପାଇଁ ଗଚ୍ଛିତ ଥିବା ଆର୍ଡବ୍ଲ୍ୟୁଏସ୍ଏସ୍ର କୋଟି କୋଟି ଟଙ୍କାର ପାଇପ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ମେଗା…
କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ ମାମଲା: ମାଷ୍ଟରମାଇଣ୍ଡ ପିଛାରେ ପୋଲିସ
ସୋନପୁର,୧୧।୬(ନି.ପ୍ର.): ନକଲି ଚେକ୍ ଜରିଆରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହରିଲୁଟ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି…
‘ଓଡ଼ିଶାବାସୀଙ୍କ ବିକାଶରେ ନିଜକୁ ସାମିଲ କରିବି’
ସୋନପୁର,୩୧।୫(ନି.ପ୍ର.):ସୋମବାର ପ୍ରକାଶିତ ୟୁପିଏସ୍ସି ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୧ରେ ୬୩ ର଼୍ୟାଙ୍କ ରଖି ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କ ଘର ସୋନପୁର ସହର ଗଡ଼ଭିତର ଅଞ୍ଚଳରେ। କାର୍ତ୍ତିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପରିଶ୍ରମର ଫଳ ମିଳିଥିବାରୁ ଖୁସି ଲାଗୁଛି।…
କାର୍ତ୍ତିକ ଓଡ଼ିଶା ଟପ୍ପର
ସୋନପୁର,୩୦।୫(ନି.ପ୍ର.): ୟୁପିଏସ୍ସି ପକ୍ଷରୁ ସୋମବାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ସର୍ବ ଭାରତୀୟ ସ୍ତରରେ ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଓଡ଼ିଶାର ଟପ୍ପର ହୋଇଛନ୍ତି କାର୍ତ୍ତିକ ପାଣିଗ୍ରାହୀ। ତାଙ୍କ ଘର ସୋନପୁର ସହରର ଗଡ଼ଭିତରରେ। ଜିଲାରେ କାର୍ତ୍ତିକ…
‘ଦୁର୍ଘଟଣାକୁ ବିଶ୍ୱାସ କରି ପାରୁନାହିଁ’
ସୋନପୁର,୩୦।୫(ନି.ପ୍ର.): ଗତ ମାର୍ଚ୍ଚରେ ସୋନପୁର ଆସିଥିଲେ ଅଶୋକ। ହସଖୁସିରେ ବୁଲାବୁଲି କରି ଫେରି ଯାଇଥିଲେ। ୪ଦିନ ତଳେ ଅଶୋକ ତାଙ୍କ ସହିତ ଫୋନରେ କଥା ହୋଇଥିଲେ। ପରିବାର ସହ ନେପାଳ ବୁଲିବାକୁ ଯିବେ ବୋଲି କହିଥିଲେ। ହେଲେ ରବିବାର ଗଣମାଧ୍ୟମରୁ ସେମାନଙ୍କ…
ବିନିକାରେ ଝଡ଼: ଉଡ଼ିଲା ଛାତ, ଉପୁଡ଼ିଲା ଗଛ
ବିନିକା,୨୮ା୫(ଡି.ଏନ୍.ଏ.): ହଠାତ୍ କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର କେତେକ ସ୍ଥାନରେ ଝଡ଼ତୋଫାନ ଦେଖାଦେଇଛି। ଜୋରରେ ପବନ ବହିବା ଯୋଗୁ ବହୁ ଲୋକଙ୍କ ଘର ଛପର ଉଡିଯାଇଛି। ଏପରି କି ପନିପରିବା ଫସଲ ଉଜୁଡି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି।…
ନାବାଳିକା ସହ ପ୍ରେମ ମହଙ୍ଗା ପଡିଲା, ଜେଲଗଲେ ବିବାହିତ ପ୍ରେମିକ
ତରଭା, ୨୬ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଜଣେ ବିବାହିତ ପ୍ରେମିକ ଗୁରୁବାର ଜେଲ ଯାଇଛନ୍ତି। ସମ୍ପୃକ୍ତ ଯୁବକ ଜଣକ ହେଲେ ସିଂହାରି ପଞ୍ଚାୟତ ଅନ୍ତର୍ଗତ ପୁଟକିପାଲି ଗ୍ରାମର ରଜିନ ନାଗ(୨୮)। ଥାନା ଅନ୍ତର୍ଗତ…
ସ୍କୁଲ ଭ୍ୟାନ୍ରେ ଲାଗିଲା ନିଆଁ
ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନ୍ରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଛାତ୍ରୀଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଉଲୁଣ୍ଡା ଥାନା ଶିନ୍ଧୋଲ ଅଞ୍ଚଳରୁ ବିନିକାର ଏକ…
ବିପଦସଙ୍କୁଳ ଅବସ୍ଥାରେ ଝୁଲୁଛି ଶୁଖିଲା ଗଛ
ଅମରପାଲି,୨ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କଲୋନୀରେ ଏକ ବିରାଟକାୟ ଶୁଖିଲା ଗଛ ବିପଦ ସଂକୁଳ ଅବସ୍ଥାରେ ରହିଛି। ଯେକୌଣସି ମୁହୂର୍ତ୍ତରେ ଗଛ ଭାଙ୍ଗି ପଡିବା ଆଶଙ୍କା ଦେଖାଦେଇଛି। ଏହା କଲୋନୀରେ ରହୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି ।…
ଏପଟେ ଡ଼ହଡ଼ହ ଖରା, ସେପଟେ ୧୪ ଦିନ ହେଲା ବନ୍ଦ ପଡିଛି ଜଳ ପ୍ରକଳ୍ପ
ଅମରପାଲି,୧ା୫(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗତ ୧୪ଦିନ ହେଲା ଅଚଳ ହୋଇ ପଡିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି କରାଯାଉ ନାହିଁ। ତେଣୁ ଏବେ ଗ୍ରାମରେ ଦେଖାଦେଇଛି…
ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ କାଉନସିଲର, ଭାଇରାଲ ହେଉଛି ଭିଡିଓ
ସୋନପୁର,୨୬ା୩(ନି.ପ୍ର.): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଛନ୍ତି ନବନିର୍ବାଚିତ ବିଜେଡି କାଉନସିଲର। ଏମିତି ଦୃଶ୍ୟ ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୁବର୍ଣ୍ଣପୁର ଜିଲା ସୋନପୁର ପୌର ପରିଷଦର ୯ ନଂ. ଓ୍ବାର୍ଡ…
ଝସକେତନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ସୋନପୁର,୨୫।୩(ନି. ପ୍ର): ସୁବର୍ଣ୍ଣପୁର ଜିଲା ପରିଷଦ ଉପାଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା ଝସକେତନ ବଘାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି. ତାଙ୍କୁ ଜିଲାପାଳ ଆବୋଲି ସୁନିଲ ନରୱାଣେ ଉପାଧ୍ୟକ୍ଷ ଭାବେ ଶୁକ୍ରବାର ଶପଥ ପାଠ କରାଇଛନ୍ତି. ସେ ଏକମାତ୍ର ପ୍ରାର୍ଥୀ ଭାବେ…
Archives


