ସମ୍ବଲପୁର

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତରେ ଆସି ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍‌ ଉଦ୍‌ଘାଟନ କରିବେ। ଏହାସହ ୬୮ ହଜାର ୧୬୦ କୋଟି ବ୍ୟୟ ଅଟକଳରେ ପ୍ରାୟ ୭ ପ୍ରକଳ୍ପ ଉଦ୍‌ଘାଟନ…

ସମ୍ବଲପୁର ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ

ସମ୍ବଲପୁର,୨ା୨(ବି.ଶଙ୍କର)- ସମ୍ବଲପୁର ମହୋତ୍ସବ-୨୦୨୪ ସକାଶେ ଶୁଭସ୍ତମ୍ଭ ସ୍ଥାପନ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଅଇଁଠାପାଲିି ପିଏଚ୍‌ଡି ପଡିଆ (ବିର୍ସା ମଇଦାନ)ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ହେବ। ପଣ୍ଡିତ ସଦାଶିବ ତ୍ରିପାଠୀଙ୍କ ପୌରୋହିତ୍ୟରେ ଭୂମିପୂଜା ହୋଇଥିଲା।…

ନୂଆରୂପ ପାଇବ ସମ୍ବଲପୁର ରେଳ ଷ୍ଟେଶନ

ସମ୍ବଲପୁର,୨ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳ ଷ୍ଟେଶନର ରୂପାନ୍ତରଣ ପ୍ରକଳ୍ପ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦିତ ହୋଇଛି। ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ଅବସରରେ ଏହାର ଶିଳାନ୍ୟାସ କରିବେ ବୋଲି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ତୁଷାର…

୭ ଭାଷାରେ ନିର୍ମାଣ ହେବ ଜୟ ମା’ ସମଲେଇ ସିନେମା

ସମ୍ବଲପୁର,୨ା୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମହିମା ସାରା ଦେଶରେ ପ୍ରଚାର କରିବା ପାଇଁ ଜୟ ମା’ ସମଲେଇ ନାମରେ ୭ଟି ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରାଯିବ। ଏଥିପାଇଁ ଓଡ଼ିଶାର ୩ ପ୍ରତିଷ୍ଠିତ ଚଳଚ୍ଚିତ୍ର ପ୍ରଯୋଜନାକାରୀ ସଂସ୍ଥା…

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଉ

ସମ୍ବଲପୁର,୧ା୨(ବି.ଶଙ୍କର): ସମ୍ବଲପୁରୀ ଲୋକଗୀତ ରଙ୍ଗବତୀ ବିଶ୍ୱର କୋଣ ଅନୁକୋଣରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଗୀତ ସମ୍ବଲପୁର ସମେତ ରାଜ୍ୟ ଓ ଦେଶର ଗୌରବକୁ ବୃଦ୍ଧି କରିଛି। କିନ୍ତୁ ପରିତାପର ବିଷୟ ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ…

ଶୁଭଶ୍ରୀଙ୍କ ରାଜନୀତିରେ ପ୍ରବେଶ ନେଇ ଭାଜପାରେ କନ୍ଦଳ

ସମ୍ବଲପୁର,୩୦ା୧(ଭବାନୀ ଶଙ୍କର ଭୋଇ):ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀଙ୍କ ରାଜନୈତିକ ମଇଦାନରେ ପ୍ରବେଶକୁ ନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଛି। ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ସମ୍ବଲପୁର ବିଧାନସଭା ନିର୍ବାଚନରେ…

ମା’ ସମଲେଶ୍ବରୀଙ୍କ ଭବ୍ୟ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୨୭।୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପରିକ୍ରମା ପ୍ରକଳ୍ପ ଶନିବାର ଲୋକାର୍ପିତ ହୋଇଛି। ଏହି ଭବ୍ୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ଜମାଦାରପାଲି ଏୟାରଷ୍ଟ୍ରିପରେ…

୯ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ଦର୍ଶନ

ସମ୍ବଲପୁର,୨୭ା୧(ବି.ଶଙ୍କର): ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଉନ୍ମୋଚନ କରିବେ। ଏନେଇ ସକାଳ ୯ଟାରୁ ହୋମ…

ଆଜି ଲୋକାର୍ପିତ ହେବ ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପ

ସମ୍ବଲପୁର,୨୭ା୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ…

ହାତୀ ଉପଦ୍ରବ: କାନ୍ଥ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

ପଡିଆବାହାଲ,୨୫ା୧(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ପଡିଆବାହାଲ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ ନିୟୋଜିତ ହୋଇଥିଲେ ସୁଦ୍ଧା ଏମାନଙ୍କୁ ଆୟତ୍ତ କରାଯାଇ ପାରୁନାହିଁ। ହାତୀପଲ ବଡ଼ସାହିରେ କାନ୍ଥ ଭାଙ୍ଗି ଧାନ ଖାଇବା ସମୟରେ…

ଫେବୃଆରୀରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ। ତେବେ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା,…

ମା’ ସମଲେଇଙ୍କୁ ଗୁହାରୀ କରିବାର ଭିନ୍ନ ତରିକା, ଚିଠି ଲେଖି ଜଣାଇଲେ ମନର ମଣିଷ ମିଳିଗଲେ …

ସମ୍ବଲପୁର,୨୩।୧: ମା’  ସମଲେଇ ଭକ୍ତଙ୍କ ଡାକ ଶୁଣେ, ସମସ୍ତଙ୍କର ମା’ ଉପରେ ପ୍ରଘାଡ଼ ବିଶ୍ୱାସ।  ମାନସିକ ପୂରଣ ପାଇଁ କିଏ କେତେ ମା’କୁ କାକୁତି ମିନତି କରନ୍ତି। ତେବେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କ ହୁଣ୍ଡି  ଖୋଲାଯାଇଛି। ଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri