ଅଧାପନ୍ତରିଆ ହେଇ ପଡ଼ିଛେ ପ୍ରକଳ୍ପ: ପାଏନ୍ ଲାଗି ଡହକ୍ବିକଲ ଲରିଆବାହାଲବାସୀ
ଡୁଙ୍ଗୁରିପାଲି, ୩ା୬(ଡି.ଏନ୍.ଏ) : କେନ୍ଦ୍ର ଆର ରାଏଜ୍ ସରକାର ଗାଁଗଁଲିରୁ ସହର ତକ୍ ସବୁ ଲୁକ୍କୁ ନିରମଲ ପିଇଲା ପାଏନ୍ ଯୁଗେଇ ଦେବାକେ ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ଦାଇତିଅରେ ଥିବାର ଅଧ୍କାରୀ, କରମ୍ଚାରୀ, ଜନପରତିନିଧିମାନକର ଆଁତରିକତା ଅଭାବୁ ସରକାରକଁର…
କମୁଛେ ପାରମ୍ପରିକ ଥଁଡା ପାନୀୟର ଚାହିଦା
ଭବାନୀପାଟଣା, ୩ା୬ (ଡି.ଏନ୍.ଏ): କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଆସର ପାସର ଅଂଚଲରେ ଖରା ଝାଉର ପରକୋପ ଜାରି ରହିଛେ। ଏନ୍ତାଥି ଦୁକାନ ବଜାରରେ ପାରମ୍ପାରିକ ଦେଶୀ ଥଁଡା ପାନୀୟର ଠାନ୍ ଭିନେ ଭିନେ କମ୍ପାନୀର ପାନୀୟ ନେଇଛେ। ଆଏଜକାଲି…
ଅଜନା ରୋଗ୍ରେ ପୀଡ଼ିତ ଅଭିଜିତ: ଚିକିତ୍ସା ଲାଗି ଟଁକା ବାଧକ
ବୌଦ୍ଧ,୩।୬(ସ୍ବ.ପ୍ର): ମା’ବାପ୍ ପୁଓଟେ ପାଏବାର ଲାଗି କେତେ ଉପାସ, ପୂଜାପାଠ୍ କଲେ। ଶେଷେ ପୁଓଟେ ପାଏଲେ। ହେଲେ ପୁଓ ଜନମ ହେବାର ମାସକେତେ ଉତାରୁ କେହେନ୍ସି ଗୁଟେ ଅଜନା ରୋଗ୍ରେ ପୀଡ଼ିତ ହେଲା। ମା’ବାପ୍ ଲାଗ୍ ବରମସ କରି ପୁଓର ଚିକିତ୍ସା…
ପେଟର ଲାଗି ନାଟ: ଜାଦୁ ଖେଲ ଦେଉଛେ ପେଟକେ ଦାନା
ଅତାବିରା, ୩।୬ (ଡି.ଏନ୍.ଏ): ପେଟର ଲାଗି ଦାନା ଯୁଗାଡ଼ କରବାକେ ରାଜସ୍ଥାନ ଜଲବାର ଗାଁରୁ ଆସି ଗୁଟେ ପରିବାର ଓଡ଼ିଶାର ଭିନେ ଭିନେ ଅଂଚଲରେ ବୁଲୁଛନ୍। ସେମାନେ ଗାଁ ଗାଁ ବୁଲି, ଜାଦୁ ଖେଲ ଦେଖେଇ ଦୁଇ ପଏସା ରୁଜଗାର କରୁଥିବାର…
୧୯ ବର୍ଷ ସଂଘର୍ଷ, ତଥାପି ମିଳିନି ନ୍ୟାୟ
ସମ୍ବଲପୁର,୨।୬(ବ୍ୟୁରୋ):ଦୀର୍ଘ ୧୯ ବର୍ଷ ସଂଘର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦେବୋଦତ୍ତର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ସମ୍ବଲପୁର ଠେମରା ଗ୍ରାମର ରାମଚନ୍ଦ୍ର ମିଶ୍ରଙ୍କୁ ମିଳିନି ନ୍ୟାୟ। ବିଭାଗର ଜଣେ ଉଚ୍ଚ ଅଧିକାରୀଙ୍କ ଆକ୍ରୋସ ଶିକାର ହୋଇ…
କରାଟେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ବେଲ୍ଟ ପ୍ରଦାନ
ଟିଟିଲାଗଡ଼, ୨ା୬ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଟିଟିଲାଗଡ କରାଟେ ସଂଘ ପକ୍ଷରୁ ଉତ୍କଲ କରାଟେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏ ନେଇ ସ୍କୁଲ ପରିସରରେ ଅନଷ୍ଠିତ ସମାରୋହରେ ଟିଟିଲାଗଡ କରାଟେ ସଂଘ ସଭାପତି ଅମରଜିତ ବାଗ ମୁଖ୍ୟଅତିଥି…
ବିଧାୟକ ଭାବେ ଶପଥ ନେବାପରେ ପାଟଣାଗଡ଼ ଫେରିଲେ ସରୋଜ ମେହେର: ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ଅଞ୍ଚଳବାସୀ
ପାଟଣାଗଡ଼୨।୬(ଡି.ଏନ.ଏ.): ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସରୋଜ ମେହେରଙ୍କୁ ରବିବାର ପାଟଣାଗଡ଼ ବିଜୁ ଜନତା ଦଳ ତଥା ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଥମ କରି ବିଧାୟକ ଭାବେ ଶପଥ ଗ୍ରହଣ ପରେ ସେ ପାଟଣାଗଡକୁ ଫେରିବା…
ମୁକୁଳା ପଡିଛି ୧୯୯ କିମି ନଦୀବନ୍ଧ
ସୋନପୁର,୨ା୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ମହାନଦୀ, ତେଲନଦୀ, ସୁକତେଲ, ଅଙ୍ଗ ଓ ନିବୃତି ଯୋର ପ୍ରବାହିତ ହେଉଛି। ଜିଲାରେ ଏହି ୫ଟି ନଦୀର ମୋଟ ୨୩୩ କିଲୋମିଟର ଲମ୍ବ ନଦୀ ଆଡି ରହିଛି। ବଲାଙ୍ଗୀର ଜଳସେଚନ ବିଭାଗ ପକ୍ଷରୁ ୩୦.୨୯କି.ମି. ନଦୀ ବନ୍ଧକୁ ପୂର୍ବରୁ…
ଦାସିଗଁ। ମଣ୍ଡି: କୁଇଣ୍ଟାଲ ପିଛା ୫କି.ଗ୍ରା କଟନି ଅଭିଯୋଗ
ଜୁନାଗଡ଼/ଦାସିଗଁ।,୧।୬(ଡି.ଏନ୍.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗଁ। ମଣ୍ଡି ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ମଣ୍ଡିରେ ନିଯୁକ୍ତ ସ୍ଥାନୀୟ ମିଲର୍ସ ଏବଂ ଏଜେଣ୍ଟମାନେ ମନଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି। ଚିହ୍ନା ଚାଷୀଙ୍କ ଧାନ ପ୍ରଥମେ ଉଠାଉଥିବାରୁ ଚାଷୀ ମହଲରେ ଅସନ୍ତୋଷ…
ଜାତୀୟ ରାଜପଥ କାମ ଅଧାପନ୍ତରିଆ
ନୂଆପଡା ଅଫିସ,୨ା୬- ନୂଆପଡ଼ାର ଲାଇଫ ଲାଇନ କୁହାଯାଉଥିବା ୩୫୩ ନମ୍ବର ଜାତୀୟ ରାଜପଥ କାମ ଯେତିକି ଲମ୍ବି ଚାଲିଛି ଜିଲାବାସୀଙ୍କ ମୁଣ୍ଡ ବ୍ୟଥା ସେତିକି ବଢିଚାଲିଛି ା ଏହାକୁ ନେଇ ବିଭିନ୍ନ ସମୟରେ ଦାବି ପ୍ରତିବାଦ ଚାଲିଥିଲେ ମଧ୍ୟ ଅବସ୍ଥା ଯଥାପୂର୍ବଂ…
କାଳବୈଶାଖୀର ତାଣ୍ଡବ : ଗଛ ଭାଙ୍ଗି ରାସ୍ତା ଅବରୋଧ
ମୁରିବାହାଲ, ୧।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ ଓ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ୩୦ମିନିଟ ପାଇଁ ହୋଇଥିବା ଝଡତୋଫାନରେ ମୁରିବାହାଲ-ଗୁଡିଘାଟ, ମୁରିବାହାଲ-ବଙ୍ଗୋମୁଣ୍ଡା,…
ଭଟଲିରେ ରଥଯାତ୍ରା ପ୍ରସ୍ତୁତି, ଜୋରଦାର ଚାଲିଛି ରଥଚକ ନିର୍ମାଣ: ସରକାରୀ ଅନୁଦାନ ମିଳୁ ନ ଥିବା ଅଭିଯୋଗ
ଭଟଲି,୧।୬(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ। ଏଠାରେ ପୂଜା ପାଆନ୍ତି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ। ଏହି ପୀଠରେ ମଧ୍ୟ ପୁରୀ ଭଳି ବାରମାସରେ…
Archives


