ଟାଙ୍ଗିଆରେ ମା’ଙ୍କୁ ହତ୍ୟା
ଚୌଦ୍ୱାର, ୧୬। ୭(ଡି.ଏନ୍.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ଗୋପୀନାଥପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ନିଜ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପରେ ଟାଙ୍ଗିଆ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣା ସ୍ଥାନୀୟ…
କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର : ୪ ସହପାଠୀ ଛାତ୍ର ଅଟକ, ପୋଲିସ ତନାଘନା
ସୁନ୍ଦରଗଡ଼, ୧୬।୭ (ଡି.ଏନ୍.ଏ.) -ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଏକ କଲେଜର ଜଣେ ଯୁକ୍ତ ୩ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୋମବାର ଅପରାହ୍ନ ସାଢେ ୪ଟାରେ ସୁନ୍ଦରଗଡ଼ ସଦର ଥାନାରେ ଛାତ୍ରୀ…
ଆବାସ ଯୋଜନାରୁ ବଁଚିତ୍ ଜଗଦିଶ
ଖଡିଆଳ, ୧୬।୭ (ଡି.ଏନ୍.ଏ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କୁସମାଲ ଗଁ। ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପରକୁତ ହିତାଧିକାରୀ ଯୋଜନାରୁ ବଁଚିତ୍ ହେଉଥିବାର ଅଭିଯୋଗ ହେଉଛେ। ସୂଚନା ହିସାବେ ଗଁ। ର ଜଗଦିଶ ସାଗରିଆ। ପରିବାର କହେଲେ ମାଏକିନା ଆର…
୧୫ ବଛର ହେଲା ମାନସିକ୍ ରୋଗ୍ରେ ପୀଡ଼ିତ:ବଁଦୀ ଜୀବନ୍ ବିତଉଛନ୍ ସୁଭଦ୍ରା
ସିନାପାଲି, ୧୬।୭ (ଡି.ଏନ୍.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍କେ ୧୫ ବଛର ହେଲା ସେ ମାନ୍ସିକ ରୋଗ୍ରେ ପୀଡ଼ିତ ଅଛନ୍। ହେଲେ ଟଁକା ପଏସା ଅଭାବୁ ବାପା…
ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ, ଝିଅଙ୍କ ଗୁହାରି
ବରଗଡ଼ ଅଫିସ୍,୧୬।୭ ବରଗଡ଼ ସହର ଉପକଣ୍ଠ ଖଲିଆପାଲି ଗ୍ରାମରୁ ଅସୁସ୍ଥ ତଥା ଶଯ୍ୟାଶାୟୀ ସ୍ବାମୀ ବଲ୍ଲଭ ମେହେରଙ୍କୁ ଏକ ଅଟୋରେ ଧରି ଚିକିତ୍ସା ସହାୟତା ପାଇଁ ସୋମବାର ସ୍ତ୍ରୀ ଚିତ୍ରା ଓ ତାଙ୍କ ଝିଅ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି ।…
ଜଙ୍ଗଲକୁ ଛତୁ ଆଣିବାକୁ ଯିବା ହେଲା କାଳ: ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ
ବାଲିଶଙ୍କରା, ୧୫।୭ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବନରେଞ୍ଜର କିଞ୍ଚିରକେଲା ସେକ୍ସନ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ସୋମବାର ସକାଳେ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଦନ୍ତାହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି।…
୧୭ ବଛର ହେଲା ଅଜନା ରୋଗ୍ରେ ପୀଡ଼ିତ ଘଟନା: ଅଷ୍ଟମୀକଁର ପାସେ ପୁହୁଁଚିଲା ଡାକ୍ତରି ଦଲ
କୋକସରା, ୧୫ା୭(ଡି.ଏନ୍.ଏ): କୋକସରା ବ୍ଲକ କାଉଡ଼ୋଲା ପଁଚେତ୍ କୁସୁମଖୁଣ୍ଟି ଗଁାର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି। ସେ ଆଏଜ୍କେ ୧୭ ବଛର ହେଲେ କେହେନ୍ସି ଗୁଟେ ଅଜନା ରୋଗ୍ରେ ପୀଡ଼ିତ ଅଛନ୍। ହେଲେ ଗଲା ୭ ମାସ ହେଲା ସେ…
ଧାନ ନ ଉଠିବା ପ୍ରତିବାଦଧର୍ମଗଡରେ ଚାଷୀଙ୍କ ରାସ୍ତାରୋକୋ
ଧର୍ମଗଡ,୧୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ରବି ଋତୁରେ ମଣ୍ଡି ଖୋଲିବା ଦିନଠାରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ୟା ଚାଷୀଙ୍କ ପିଛା ଛାଡୁନି। ଧାନ ନ ଉଠିବା ପ୍ରତିବାଦରେ ଧର୍ମଗଡ଼ଠାରେ ଚାଷୀ ସୋମବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା…
ହରଭଙ୍ଗା ବ୍ଲକ: ଜଳିଗଲାଣି ପଲ୍ହାଘାରି, ଗଜାମରୁଡି ଆଶଙ୍କା
ପୁରୁଣାକଟକ,୧୫।୭ (ଡି.ଏନ.ଏ) : କେଉଁ ବର୍ଷ ମରୁଡି ତ କେଉଁ ବର୍ଷ ବନ୍ୟା । ଏଭଳି ଗତ ୩୦ ବର୍ଷ ଧରି ପ୍ରକୃତ ଦାଉ ସାଧୁଥିବାରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଏହି ବ୍ଲକର ଚାଷୀମାନେ…
ବାନ୍ଧକଳାକୁ ଗ୍ରାଫ ଡିଜାଇନ କରିବାରେ ସିଦ୍ଧହସ୍ତ ବିଦ୍ୟାବତୀ
ବରପାଲିି, ୧୫।୭ (ଡି.ଏନ.ଏ): ହସ୍ତତନ୍ତ ଓ ବିୟନଶିଳ୍ପରେ ଅନେକ କଳା ମଧ୍ୟରୁ ବାନ୍ଧକଳା ଅନ୍ୟତମ । ଏହି ଅନନ୍ୟ କଳାକୃତି ଓ ହସ୍ତତନ୍ତ ବୁଣା ସମ୍ବଲପୁରୀ ଶାଢ଼ୀ ପାଇଁ ବରଗଡ଼ ଜିଲା ବରପାଲି ବିଶ୍ୱ ବିଖ୍ୟାତ । ସମ୍ପ୍ରତି ରାଜ୍ୟ ଓ…
ଆଇସିୟୁ ଭଙ୍ଗାରୁଜା ଘଟଣା :ସ୍ବାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ବଲାଙ୍ଗୀର ଅଫିସ, ୧୫ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପାରା ମେଡିକାଲ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ସୋମବାର ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇ ଧାରଣ ଦିଆଯାଇଥିଲା ା ହସ୍ପିଟାଲ ପରିସରରେ ସକାଳ ୮ଟାରୁ ହୋଇଥିବା ଧାରଣାରେ ହସପିଟାଲର…
କାମରେ ଆସୁନି ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର
ଦେଓଗାଁ,୧୫ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁରରେ ୨୦୧୫-୧୬ ଆର୍ଥିକ ବର୍ଷରୁ ନିର୍ମିତ ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବେ ଜନୈକ ବ୍ୟକ୍ତିଙ୍କ କବ୍ଜାରେ ରହିଥିବା ଅଭିଯୋଗ ହୋଇଛି। ସୋମବାର ମକୁନ୍ଦପୁର ଗ୍ରାମବାସୀ ଏ ନେଇ ଲିଖିତ ଭାବେ ପ୍ରାଣୀ ଚିକିତ୍ସା…
Archives


