ରାୟଗଡା

ରାୟଗଡାରେ ଡବଲ ମର୍ଡର

ରାୟଗଡା ଅଫିସ, ୧୫।୬- ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ ସୋମବାର ଡବଲ ମର୍ଡର ହୋଇଛି। ଗୁଣିଗାରେଡିକୁ ସନ୍ଦେହ କରି ଏପରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗ୍ରାମର ୨ ବୃଦ୍ଧ…

ରାୟଗଡାରୁ ୫ କରୋନା ପଜିଟିଭ ଚି଼ହ୍ନଟ

ରାୟଗଡା ଅଫିସ୍‌,୧୫।୬: ରାୟଗଡ଼ା ଜିଲାରୁ ସୋମବାର ୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି। ଚି଼ହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ କାଶୀପୁର ବ୍ଲକର ଡ଼ଙ୍ଗା ସିଲ ଗ୍ରାମ ପଞ୍ଚାୟତର ୪ ଜଣ ଅଛନ୍ତି। ସେମାନେ ସମସ୍ତେ ଜିଲାର ପ୍ରଥମ ପଜିଟିଭଙ୍କ…

କନ୍ୟା ସନ୍ତାନ ଜନ୍ମଦେଲେ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଫେରୁଥିବା ପ୍ରବାସୀ ମହିଳା

ରାୟଗଡ଼ା ଅଫିସ,୧୩।୬: ଦକ୍ଷିଣ ଭାରତରୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଫେରିବାରେ ଲାଗିଛନ୍ତି ପ୍ରବାସୀ। ଶୁକ୍ରବାରଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ୬ଟି ସତନ୍ତ୍ର ଟ୍ରେନରେ ବିଭିନ୍ନ ଜିଲାରୁ ପ୍ରାୟ ୭୭୬ ଜଣ ପ୍ରବାସୀ ରାୟଗଡ଼ାରେ ପହଞ୍ଚିଛନ୍ତି । ଶ୍ରମିକ ଟ୍ରେନ (୦୭୭୪୮)ରେ…

ରାୟଗଡ଼ା ଷ୍ଟେଶନକୁ ଫେରୁଛନ୍ତି ପ୍ରବାସୀ: ଗଜପତି ଛକରୁ ସାଇ ଇଣ୍ଟରନ୍ୟାସନାଲ ଛକ, ଷ୍ଟେଶନ ଅଞ୍ଚଳରେ ୧୪୪ ଧାରା ଲାଗୁ

ରାୟଗଡ଼ା ଅଫିସ,୧୨।୬: ଦକ୍ଷିଣ ଭାରତରୁ ପ୍ରବାସୀ ଶ୍ରମିକମାନେ ଶୁକ୍ରବାର ସ୍ବତନ୍ତ୍ର ୫ଟି ଟ୍ରେନ୍‌ ଯୋଗେ ଆସୁଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏ ନେଇ ଖବର ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ସହରର ଗଜପତି ଛକରୁ ସାଇ…

ଧରାପଡ଼ିଲା ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ର଼୍ୟାକେଟ: ୪୦ କେଜି କଇଁଛ ଜବତ, ୪ ଗିରଫ

ଏମ୍‌ଭି ୭୮,୧୧ା୬(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ଓ କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ କଇଁଛ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏଥିରେ ଆନ୍ତଃରାଜ୍ୟ ର଼୍ୟାକେଟ ସମ୍ପୃକ୍ତ ଥିବା ଜଣାପଡିବା ପରେ ବନ ବିଭାଗ ନଜର ରଖିଥିଲା। ଗୁରୁବାର ଚଢାଉ…

ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ହୋମ କ୍ୱାରାଣ୍ଟାଇନରେ ରହିଲେ ରାୟଗଡ଼ା ସିଡିଏମ୍‌ଓ

ରାୟଗଡା ଅଫିସ,୧୦।୬-ରାୟଗଡା ଜିଲାରେ ବୁଧବାର ୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଯୁବତୀ ରହିଥିବାବେଳେ ଅନ୍ୟ ଜଣେ ପୁରୁଷ ରହିଛନ୍ତି। ସେମାନେ ନିକଟରେ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନରେ ଥିଲେ। ସେହିପରି ଅନ୍ୟ ଆକ୍ରାନ୍ତ ଜଣକ…

ରାୟଗଡ଼ାରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: କ୍ୱାରାଣ୍ଟାଇନ ସେଣ୍ଟର, ମିନି ମେଡିକାଲ କଲୋନୀ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ରାୟଗଡ଼ା,୧୦।୬: ରାୟଗଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କ୍ରମରେ ବୁଧବାରି ଜିଲାରୁ ୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଜିଲାର ପ୍ରଥମ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ…

କେରଳରୁ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଲେ ୧୦୭୪ ପ୍ରବାସୀ

ରାୟଗଡ଼ା ଅଫିସ,୭।୬: କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକ ସତନ୍ତ୍ର ଟ୍ରେନ ଯୋଗେ ଫେରିଛନ୍ତି। ୧୦୭୪ ଜଣ ପ୍ରବାସୀ ଶ୍ରମିକ କେରଳର ଆଲ୍ଲେପି ସମ୍ବଲପୁର ଟ୍ରେନରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଛନ୍ତି । ଏତେ ସଂଖ୍ୟକ ପ୍ରବାସୀଙ୍କ ଆସିବା ଫଳରେ ଷ୍ଟେଶନ ଲୋକାରଣ୍ୟ…

ରାୟଗଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ

ରାୟଗଡ଼ା ଅଫିସ,୫।୬: ରାୟଗଡ଼ା ଜିଲାରେ ଶୁକ୍ରବାର ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ୨୨ ବର୍ଷୀୟା ଜଣେ ଯୁବତୀ ଏବଂ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡ଼ିଛି। ତାଙ୍କୁ ଗଜପତି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେ ୨୯ ତାରିଖରେ ରାୟଗଡ଼ା…

ରାୟଗଡ଼ାରେ କରୋନା ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳର ସ୍ଥିତି ପରଖିଲେ ଉପଜିଲାପାଳ

ରାୟଗଡ଼ା ଅଫିସ,୪ା୬: ରାୟଗଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସହରର ଆର୍‌କେ ନଗର ଓ ଓଡ଼ଗୁଡାକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବରେ ଘୋଷଣା କରାଯାଇ ଶଟ୍‌ଡାଉନ୍‌ କରାଯାଇଛି। ଏହିସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଉପଜିଲାପାଳ…

୨ ରାଜ୍ୟରୁ ଫେରିଲେ ୩ ୮୭ ପ୍ରବାସୀ

ରାୟଗଡା ଅଫିସ, ୩ା୬-କରୋନା ଲକ୍‌ ଡାଉନ ଯୋଗୁ ତେଲେଙ୍ଗନା ଓ ତାମିଲନାଡୁରେ ଅଟକି ଥିବା ଶ୍ରମିକ ରାୟଗଡା ଫେରିଛନ୍ତି। ମଙ୍ଗଳବାର ତାମିଳନାଡୁରୁ ୧୫୧ ଶ୍ରମିକ ଫେରିଥିବା ବେଳେ ବୁଧବାର ତେଲେଙ୍ଗନାରୁ ୨୩୬ ଶ୍ରମିକ ରାୟଗଡା ଫେରିଛନ୍ତି। ଏହି ୨ ଦିନରେ ଫେରିଥିବା…

ରାୟଗଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ରାୟଗଡ଼ା ଅଫିସ,୩।୬: ଓଡ଼ିଶାର ୨୯ଟି ଜିଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗ୍ରୀନ୍‌ ଜୋନ୍‌ରେ ରହିଥିଲା ରାୟଗଡ଼ା ଜିଲା ମାତ୍ର ବୁଧବାର ରାୟଗଡ଼ାରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri