ରାୟଗଡା

ନିଯୁକ୍ତି ଆଳରେ ଯୁବତୀଯୁବକଙ୍କୁ ଠକୁଛି ଟ୍ରଷ୍ଟ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବାପାଇଁ ସ୍ବାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ଖୋଲିଛି। ଏହି ସଂସ୍ଥା ଚାକିରି ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ସଂସ୍ଥାର…

କୃଷିଋଣ ଆଳରେ ବ୍ୟାଙ୍କ ଦେଉନି ମଜୁରି ଟଙ୍କା

ଜୟପୁର,୧।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଏନ୍‌ଆର୍‌ଇଜିଏସ୍‌) ରେ ମଜୁରୀ ଟଙ୍କା ବାବଦକୁ ଜମା ହୋଇଥିବା ରାଶି ବ୍ୟାଙ୍କଠାରୁ ପାଇପାରୁ ନାହାନ୍ତି ଜଣେ ଶ୍ରମିକ। ତାଙ୍କର କୃଷିଋଣ ରହିଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ   ତାଙ୍କୁ ଫେରାଇ…

ପୁରୁଣା ଜିମ୍ନାସିୟମ ଏବେ ଖାଁ ଖାଁ

କୋରାପୁଟ,୧।୫(ସ୍ବ.ପ୍ର.): ସୋମବାର ଅପରାହ୍ନରେ କାଳବୈଶାଖୀର ୫୦ ମିନିଟ କୋରାପୁଟ ସହରକୁ ଏକପ୍ରକାର ଛିନଛତ୍ର କରିଦେଇଛି। ୧୮ ଘଣ୍ଟା ପରେ ସହରରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି। ବିଦ୍ୟୁତ ବିଭାଗ କର୍ମଚାରୀ ସୋମବାର ରାତିରେ ଲାଇଟ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା…

ଅବଧି ଶେଷ ହେଲାଣି, ସରୁନି ରାସ୍ତା କାର୍ଯ୍ୟ

ପାରଳାଖେମୁଣ୍ଡି, ୩୦।୪ (ସ୍ବ.ପ୍ର.): ଗଜପତି ଜିଲା ଗୋଷାଣୀ ବ୍ଲକ କତଲକଇଠାଠାରୁ ସିଧିପାଲମ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏବେ ଅବଧି ସରିବା ପରେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ ଲୋକେ ଏହି ରାସ୍ତାରୁ ଉପକୃତ ହୋଇପାରୁନାହାନ୍ତି। କତଲକଇଠା-ସିଧିପାଲମ ମୋଟ…

ଡ୍ରେନ୍‌ ନ ହେଲେ ଅବରୋଧ ଚେତାବନୀ

କୋଲାବନଗର,୩୦।୪(ଡି.ଏନ୍‌.ଏ.): କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ବଡ଼କେରେଙ୍ଗା ପଞ୍ଚାୟତରେ ଡ୍ରେନ୍‌ ଅଭାବରୁ ଅସୁବିଧା ଭୋଗୁଛନ୍ତି ମାଦଳାସାହୀ ଗ୍ରାମବାସୀ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସ୍ଥାନୀୟ ହନୁମାନ ମନ୍ଦିରରୁ କେରେଙ୍ଗା ପଞ୍ଚାୟତ ଗଞ୍ଜେଇପଦର ପର୍ଯ୍ୟନ୍ତ ୮ କି.ମି. ରାସ୍ତା ୧୦ ବର୍ଷ ତଳୁ ନିର୍ମାଣ…

ଡାବୁଗାଁ-ପାପଡ଼ାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା

ଡାବୁଗାଁ, ୩୦।୪ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ- ପାପଡାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ଡାବୁଗାଁ- ପାପଡାହାଣ୍ଡି ୩୯ ନଂ ରାଜ୍ୟ ରାଜପଥର ମହେନ୍ଦ୍ରୀ ଛକ ଠାରୁ ବାରିଗୁଡା ଛକ ମଧ୍ୟରେ ୫/୬ ସ୍ଥାନରେ ପ୍ରାୟ ୨କିମି ହେବ ରାସ୍ତା…

ତାତିକୁ ନେଇ ସରକାରଙ୍କ ଅଜବ ନୀତି: ବିଦ୍ୟାଳୟ ଛୁଟି, ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା

ଚନ୍ଦାହାଣ୍ଡି,୩୦।୪(ଡି.ଏନ.ଏ): ବର୍ଦ୍ଧିତ ତାପମାତ୍ରା ଯୋଗୁ ରାଜ୍ୟରେ ଏପ୍ରିଲ ୧୮ରୁ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ପିଲା ପାଠ ପଢୁଥିବା ବେଳେ ଏହି କୋମଳମତି…

ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପ ପାଓ୍ବାର ହାଉସ୍‌ କୋଠାରେ ଫାଟ

  ମାଲକାନଗିରି,୩୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦ ବର୍ଷର ପ୍ରକଳ୍ପ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ଛି। ଏହି ପାଓ୍ବାରହାଉସ୍‌ କୋଠାର ବିଭିନ୍ନ ସ୍ଥାନରେ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଟିକିରି, ୨୯।୪(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା କାଶୀପୁର ବ୍ଲକ ବାଙ୍କମ୍ବା ପଞ୍ଚାୟତ ମାଙ୍କଡଝୋଲା ଗ୍ରାମସ୍ଥିତ ଏକ ଆମ୍ବ ଗଛରୁ ଟିକିରି ପୋଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ଉକ୍ତ ଗାଁର ଅଲି ମାତଗୁଲଙ୍କ ସ୍ତ୍ରୀ କମଳା(୩୬)। ପ୍ରକାଶ ଯେ,…

ଅପରାହ୍ନରେ ତାଣ୍ଡବ ରଚିଲା କାଳବୈଶାଖୀ

କୋରାପୁଟ,୨୯।୪(ସ୍ବ.ପ୍ର.): କୋରାପୁଟ ସହର ଓ ଆଖପାଖ ଅଞ୍ଚଳରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଶତାଧିକ ଗଛ ଭାଙ୍ଗିବା ସହ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ ଟାଓ୍ବାର ଭାଙ୍ଗିବା ସହ ତାର ଛିଣ୍ଡି ସରବରାହ ବ୍ୟାହତ ହୋଇଛି। କେବଳ ସେତିକି ନୁହେଁ ୫୦ରୁ…

ବୟସର ଶେଷ ପାହାଚରେ ଆନ୍ତରିକତା ଶିଖାଇଦେଲା ଶ୍ମଶାନ

କୋରାପୁଟ,୨୯।୪(ସ୍ବ.ପ୍ର.): ଶ୍ମଶାନ କଥା କହିଲେ ସାଧାରଣତଃ ଆମ ଭିତରେ କେବଳ ଭୟଟିଏ ଉକୁଟେ। କିନ୍ତୁ ସେଇ ଶ୍ମଶାନ ପରିଣତ ବୟସରେ ପାଦ ଦେଇଥିବା ୨ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କେବଳ ବନ୍ଧୁତାରେ ବାନ୍ଧି ଦେଇନାହିଁ, ବରଂ ସେମାନଙ୍କ ପାଇଁ ନିର୍ଭୟ ଆଶ୍ରୟସ୍ଥଳୀ…

ଗୋପବନ୍ଧୁଙ୍କୁ ଅସମ୍ମାନ: ବ୍ୟାନର, ପୋଷ୍ଟରରେ ଲୁଚି ଯାଉଛି ପ୍ରତିମୂର୍ତ୍ତି

ଜେକେପୁର,୨୯ା୪(ଡ଼ି.ଏନ.ଏ): ରାୟଗଡା ଜିଲା  ଜେକେପୁର ପଞ୍ଚାୟତ ତଥା ଗୋପବନ୍ଧୁ ଛକରେ ଉକତ୍ଳମଣି ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତୀ ରହିଛ। ତେବେ ପ୍ରତିମୂର୍ତ୍ତିଙ୍କୁ ସମ୍ମାନ ଦେବା  ତ ଦୂରର କଥା, କେବେ ହେଲେ ପ୍ରତିମୂର୍ତ୍ତି ଅଥବା ଏହାର ପରିସର ସଫା କରାଯାଉନାହିଁ। ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri