ରାୟଗଡା

ରାୟଗଡ଼ାରେ ରାଜସ୍ଥାନ କୁମ୍ଭାରଙ୍କ ବେଶ୍‌ ଚାହିଦା

ରାୟଗଡ଼ା ଅଫିସ ,୨୧।୧ ରାଜ୍ୟ ବାହାର କୁମ୍ଭାରଙ୍କ ରାୟଗଡ଼ାରେ ବେଶ୍‌ ଚାହିଦା ା ରାୟଗଡ଼ାରେ ପ୍ରତି ବର୍ଷ ପୂଜା ପାର୍ବଣ ସମୟରେ ସେମାନଙ୍କୁ ଦେଖିବାକୁ ମିଳିଥାଏ ା ସେମାନେ ପୂଜାର କିଛି ମାସ ପୂର୍ବରୁ ଆସି ଏଠାରେ ବ୍ୟବସାୟ କରି ବେଶ…

ସମସ୍ୟାରେ ଅଟକିଛି ବାରିଝୋଲା ବିକାଶ

ରାୟଗଡ଼ା ଅଫିସ, ୨୦ା୧- ରାୟଗଡ଼ା ଜିଲା ସଦର ବ୍ଲକ୍‌ ହାଲୁଆ ପଞ୍ଚାୟତ ବାରିଝୋଲା ଗାଁରେ ଅନେକ ସମସ୍ୟା ଲାଗି ରହିଛି। ଦୀର୍ଘ ଦିନ ହେଲା ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳର ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ ପାଇଁ ଆନ୍ତରିକତା…

ଇଟାଭାଟି ଭିତରେ ଅଙ୍ଗନୱାଡ଼ି କେନ୍ଦ୍ର

ଜୟପୁର,୧୯ା୧(ଡି.ଏନ୍‌.ଏ.):ଜୟପୁର ବ୍ଲକ ସଦର ଉପକଣ୍ଠ ବାରିଣିପୁଟ ପଞ୍ଚାୟତ ପରଜା ସାହିରେ ଏକ ନିର୍ଜନ ଚାଷଜମିରେ ବେଆଇନ ଇଟାଭାଟି ଗଢ଼ି ଉଠିଛି। ତାରି ଭିତରେ ରହିଛି ଅଙ୍ଗନୱାଡ଼ି କେନ୍ଦ୍ର ା ସରକାର ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି…

ଟ୍ରେନ୍‌ରେ ଛାଡ଼ିଥିବା ୪ ଲକ୍ଷ ୫୦ ହଜାର ଟଙ୍କା ଫେରିପାଇଲେ ବ୍ୟକ୍ତି

ରାୟଗଡ଼ା ଅଫିସ,୧୯।୧: ବିଶାଖାପାଟନମ୍‌ରୁ ରାୟଗଡ଼ା ଅଭିମୁଖେ ଶେଖ୍‌ ୟାସୋଦିନ୍‌ ନାମକ ଜଣେ ବ୍ୟକ୍ତି ରବିବାର ସକାଳେ ସମତା ଏକ୍ସପ୍ରେସରେ ତାଙ୍କର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସୁଥିଲେ। ତାଙ୍କ ବନ୍ଧୁ ତାଙ୍କୁ କିଛି ଟଙ୍କା ଧାରସୂତ୍ରରେ ମାଗିଥିବାରୁ…

ସ୍ତ୍ରୀଙ୍କ ଓଢ଼ଣୀରେ ଶିକ୍ଷକଙ୍କ ଅତ୍ମହତ୍ୟା

ରାୟଗଡ଼ା ଅଫିସ,୧୬।୧: ଟିକିରିରେ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବୁଧବାର ରାତିରେ ଶିକ୍ଷକ ପ୍ରଶାନ୍ତ ପଣ୍ଡା(୩୦)ଘରେ ଶୋଇଥିଲେ। ମାତ୍ର ଗୁରୁବାର ସକାଳୁ ସ୍ତ୍ରୀଙ୍କ ଓଢ଼ଣୀରେ ଘର ଛାତରେ ଥିବା ଏକ ରଡ୍‌ରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ମୃତ ଶିକ୍ଷକଙ୍କ…

ଘର ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୬।୧: ରାୟଗଡ଼ା ସହର ଓଏମ୍‌ପି ପ୍ରଥମ ଗଳିରେ ଘର ତାଲା ଭାଙ୍ଗି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ନେହେରୁ ନଗର ତୃତୀୟ ଲାଇନ୍‌ର ଓଏମ୍‌ପି ନିକଟରେ ଶିକ୍ଷକ ରବି. ରାଜେଶଙ୍କ ଘରୁ ଏହି ଚୋରି ହୋଇଛି। ଗତ ୧୪ ତାରିଖରେ…

କୋଇଲା ବୋଝେଇ ଟ୍ରେନ୍‌ରୁ ୨ ବଗି ଅଲଗା

ରାୟଗଡ଼ା ଅଫିସ,୧୬।୧: ବିଷମକଟକ ଓ ସାନ ସାର୍ତେଲି ଷ୍ଟେଶନ ମଧ୍ୟରେ ଏକ ମାଲବାହୀ ଟ୍ରେନ୍‌ରୁ ୨ଟି ବଗି ଅଲଗା ହୋଇଯାଇଛି। ଫଳରେ ଉକ୍ତ ଟ୍ରାକ୍‌ରେ ଟେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଷମକଟକ ଷ୍ଟେଶନରୁ ୩ କିଲୋମିଟର ଦୂରରେ ଏକ କୋଇଲା ବୋଝେଇ…

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଣିକପାଟଣା ଗ୍ରାମ: ୯ମାସ ହେଲା ଅନ୍ଧାରରେ ଗ୍ରାମବାସୀ

ରାୟଗଡ଼(ଗଜପତି),୧୬।୧(ଡି.ଏନ୍‌.ଏ.) ତିତ୍‌ଲି ବାତ୍ୟାକୁ ବର୍ଷେ ପୁରିଥିଲେ ମଧ୍ୟ ଗଜପତି ଜିଲାର ଅନେକ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତ ଏହି ଗ୍ରାମ ପାଇଁ ଆନ୍ଧ୍ର ପ୍ରଦେଶର ବିଦ୍ୟୁତ ସେବା ହିଁ…

ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି କରି କଂଗ୍ରେସର ରାସ୍ତାରୋକୋ

ଗୁଣପୁର,୧୩।୧(ଡି.ଏନ୍‌ .ଏ.) : ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଗତ ୨୪ ତାରିଖରେ ରାମନାଗୁଡ଼ା ବ୍ଲକର ତାଣ୍ଡିକଣା ଛକଠାରୁ କିଛି ଦୂରରେ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରିବା…

ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ: ୧୩ରେ କଂଗ୍ରେସର ରାସ୍ତାରୋକୋ

ଗୁଣପୁର,୧୧।୧(ଡି.ଏନ୍‌.ଏ)-ଗତ ୨୪ ତାରିଖ ରାତିରେ ବାଇକ୍‌ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ମୃତ୍ୟୁ ହୋଇଥିଲା ା ତାଙ୍କ ମୃତ୍ୟୁକୁ ପରିବାର ସଦସ୍ୟଙ୍କ ସହ କଂଗ୍ରେସ ସହଜରେ ଗ୍ରହଣ କରି ପାରୁନାହିଁ ା ତାଙ୍କର ମୃତ୍ୟୁ ଏବଂ ମୃତ୍ୟୁସ୍ଥଳକୁ…

ଭାଲୁ ମୁହଁରୁ ଉଦ୍ଧାର ହେଲା ମୃତଦେହ

ନବରଙ୍ଗପୁର,୯ା୧(ବି.ପ୍ର.)- ଜଙ୍ଗଲକୁ ଶାଳପତ୍ର ଓ ଦାନ୍ତ କାଠି ଆଣିବାକୁ ଜଣେ ବୃଦ୍ଧା ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଥିଲେ। ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ତେବେ ଭାଲୁଟି ମୃତଦେହ ନିକଟରେ ଜଗି ରହିଥିଲା। ଗୁରୁବାର ବନବିଭାଗ କର୍ମଚାରୀ ଓ ପୋଲିସର…

ଟ୍ୟାଙ୍କର-ଟ୍ରକ ଧକ୍କା: ଜଳିଗଲା ଟ୍ୟାଙ୍କର

ରାୟଗଡ଼ା ଅଫିସ,୯।୧: ରାୟଗଡ଼ାର ମଝିଘରିଆଣୀ ମନ୍ଦିର ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବାରୁ ରାସ୍ତା ଉପରେ ଟ୍ୟାଙ୍କରଟି ଜଳିଯାଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri