ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି: ପୁଣି ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ
ପୁରୀ ୧୧ା୯( ଅଜିତ୍ କୁମାର ମହାନ୍ତି):ବୁଧବାର ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇଥିବା ଦେଖିବାକୁ…
ସମୁଦ୍ର ତଟରେ ମଦ କୁଡ଼ିଆ ଯୋଜନାକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ
ରାଜ୍ୟ ସରକାର ବିଭିନ୍ନ ସମୁଦ୍ର କୁଳରେ ମଦ ବିକ୍ରୟ ପାଇଁ ଯୋଜନା କରୁଥିବା ବେଳେ ପୁରୀ ମହୋଦଧୀ ତଟରେ ମଦ କୁଡିଆକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କରିଛନ୍ତି ବିରୋଧ।
ସାକ୍ଷୀଗୋପାଳ ଗସ୍ତରେ ଜିଲାପାଳ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…
ସାକ୍ଷୀଗୋପାଳ,୨୯।୮(କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ରୁପରେଖ ନେଇ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନ୍ୟ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ସ୍ଥାନୀୟ…
ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର
ପୁରୀ,୫ା୯(ଅଜିତ୍ କୁମାର ମହାନ୍ତି)-ପୁରୀ ସମୁଦ୍ରରେ ଏକ ଅଜଣା କଣ୍ଟେନର ଦେଖିବାକୁ ମିଳିଛି। ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ଗଙ୍ଗାଦେବୀ ମନ୍ଦିର ପାଖ ବେଳାଭୂମିଠାରୁ ପ୍ରାୟ ୨୦୦ ମିଟର ଦୂର ସମୁଦ୍ରରେ କଣ୍ଟେନରଟି ଭାସୁଛି। କଣ୍ଟେନରଟି ଓଜନିଆ ଥିବାରୁ ତାହାକୁ କୂଳକୁ ଆଣିବା…
ଆକ୍ସନ ମୋଡ୍ରେ ସରକାର, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀ ବିଦା
ପୁରୀ,୩୧।୮: ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ବିଦା କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ଖବର ଜାଣିବା ପରେ ଆକ୍ସନ ମୋଡ୍କୁ ଆସିଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଅବସରପ୍ରାପ୍ତ…
ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ…
ଭୁବନେଶ୍ୱର,୩୧।୮: ରତ୍ନଭଣ୍ଡାର ସର୍ଭେ ନେଇ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ କରି ସାରିଲାଣି। ନନ୍ପେନିଟ୍ରେଟିଙ୍ଗ ସର୍ଭେ କରିବା ପାଇଁ ଯୋଜନା ରହିଛି। ସମସ୍ତଙ୍କ ମନରେ ଗୋଟେ ଆଶଙ୍କା…
ପିପିଲି ପରେ ଡେଲାଙ୍ଗ, ନିମାପଡ଼ାକୁ ବ୍ୟାପିଲା ବାର୍ଡ ଫ୍ଲୁ
ପୁରୀ,୩୧।୮: ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ବର୍ତ୍ତମାନ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଲାଣି। ଡେଲାଙ୍ଗ, ନିମାପଡ଼ାରୁ ସଂଗ୍ରହ ନମୁନାରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଉଭୟ ଜାଗାରେ କଣ୍ଟେନମେଣ୍ଟ ସହ ଲୋକଙ୍କୁ…
ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ଗ୍ରହଣ କରାଯିବ ନୂଆ ବ୍ୟବସ୍ଥା: ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି
ପୁରୀ,୩୦।୮: ଶୁକ୍ରବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭକ୍ତମାନଙ୍କ ସହଜ ଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର…
ବଡଦାଣ୍ଡରେ ବଡ଼ ଅଘଟଣ: ଭକ୍ତଙ୍କ ଉପରକୁ ଚଢିଗଲା କାର୍
ପୁରୀ,୨୯।୮: ପୁରୀ ବଡଦାଣ୍ଡରେ ଘଟିଛି ବଡ଼ ଅଘଟଣ। ରାସ୍ତା ଉପରେ ବସିଥିବା ଭକ୍ତଙ୍କ ଉପରକୁ ଚଡିଯାଇଛି ଏକ କାର୍। ମାଉସୀ ମା’ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। କାର୍ଟି ଭକ୍ତଙ୍କ ଅଣ୍ଟା ଉପରେ ଚଢିଯାଇଛି। ଯାହାଯୋଗୁ ସେ ଗୁରୁତର ଆହତ…
ଆଉଟସୋର୍ସିଂ ଜରିଆରେ ଶ୍ରୀମନ୍ଦିରର ନିଯୁକ୍ତ ହେବେ ସେନା ଅଧିକାରୀ; କଡାକଡି ହେବ ସୁରକ୍ଷା ବ୍ୟବସ୍ଥା
ପୁରୀ,୨୮।୮: ଶ୍ରୀ ମନ୍ଦିରରେ ଥିବା ଆନନ୍ଦ ବଜାରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରିବାକୁ ପୂର୍ବତନ ସେନା କର୍ମଚାରୀମାନେ ମୁତୟନ ହେବେ ବୋଲି ମନ୍ଦିର ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। ଆନନ୍ଦ ବଜାରରେ ଶୃଙ୍ଖଳା ବଜାୟ ରଖିବା ଏବଂ କାର୍ଯ୍ୟକଳାପର…
ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ ! ପରୀକ୍ଷା ପାଇଁ ଗଲା ରକ୍ତନମୁନା
ପିପିଲି,୨୮।୮ (ଦୁର୍ଗା ମାଧବ ମିଶ୍ର): କୁକୁଡା ପରେ ଏବେ ବାର୍ଡ ଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ…
ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୦ ବଖରା ଘର, ୩ ବାଇକ୍
ସାକ୍ଷୀଗୋପାଳ,୨୭।୮(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଧୀନ ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୨ଟି ପରିବାରର ୨୦ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲିଭାଇବା ବେଳେ ଗୁଣନିଧି…
Archives


