ମନ ମୋହିଲା ନାଟକ ରଙ୍ଗ ବଦଳେ
ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ ଦୃଷ୍ଟିରୁ ପରିବର୍ତ୍ତିତ ହୋଇଥାନ୍ତି। ବିଭିନ୍ନ ସମୟରେ ମନୁଷ୍ୟ ନିଜର ରଙ୍ଗ ବଦଳାଇଥାଏ। ବୁଧବାର ଅନ୍ନପୂର୍ଣ୍ଣା…
ପୁରୀ ରେଳ ଷ୍ଟେଶନ ସାଜିଛି ମାନବ ଚାଲାଣର ମାଧ୍ୟମ
ପୁରୀ ଅଫିସ,୨୭ା୨: ଓଡ଼ିଶାର ଆଦିବାସୀ ଅଞ୍ଚଳଗୁଡ଼ିକରୁ ବାହାର ରାଜ୍ୟକୁ ମାନବଚାଲାଣ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଉଛି। ଟ୍ରେନରେ ମାନବ ଚାଲାଣ ର଼୍ୟାକେଟ ସକ୍ରିୟ ହୋଇ ଉଠିଛନ୍ତି। ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ପ୍ରଭୃତି ଅଞ୍ଚଳରୁ ନାବାଳିକା,…
ପୁରୀ ସମୁଦ୍ରରେ ଡଲ୍ଫିନ୍
ପୁରୀ ଅଫିସ,୨୭ା୨: ପୁରୀ ସମୁଦ୍ରରେ ବୁଧବାର ସକାଳେ ୩ଟି ଡଲ୍ଫିନ ଦେଖାଯାଇଛନ୍ତି। ଉପକୂଳଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଏହି ଡଲଫିନ ଯାଉଥିବାରୁ ପର୍ଯ୍ୟଟକମାନେ ଦେଖି ବେଶ୍ ଖୁସି ହୋଇଥିଲେ। ସକାଳ ପ୍ରାୟ ୯ଟା ସମୟରେ ମଙ୍ଗଳା ମୁହାଣ ପଟୁ ୩ଟି…
ମୁଦୁଲି ଦ୍ୱାର ଦେଇ ଭକ୍ତ ପ୍ରବେଶ
ପୁରୀ ଅଫିସ,୨୭ା୨: ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ଦର୍ଶନାର୍ଥୀ ଯେପରି ଶାନ୍ତିଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ କରିବେ ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।…
ପୁରୀ ଆର୍ଏମ୍ଏସ୍ ସେବା ସ୍ଥାନାନ୍ତରକୁ ବିରୋଧ
ପୁରୀ ଅଫିସ,୨୭ା୨: ପୁରୀ ରେଳ ଷ୍ଟେଶନରେ କାର୍ଯ୍ୟ କରୁଥିବା ରେଳ ଡାକ ସେବା ଖୋର୍ଦ୍ଧା ରୋଡ ସ୍ଥାନାନ୍ତରକୁ ଶ୍ରୀଜଗନ୍ନାଥ ସେନା ତୀବ୍ର ବିରୋଧ କରିଛି। ଏହାର ପ୍ରତିବାଦରେ ବୁଧବାର ସେନା ପକ୍ଷରୁ ଡାକ ସେବା କାର୍ଯ୍ୟାଳୟ ଆଗରେ ଟାୟାର ଜାଳି ବିକ୍ଷୋଭ…
କରୋନା ସଚେତନ ଲାଗି ସାଇକେଲ୍ରେ ଭୁବନେଶ୍ବର-ପୁରୀ
ସାକ୍ଷୀଗୋପାଳ,୨୬।୨(ଡି.ଏନ୍.ଏ): ସୁସ୍ଥ ସମାଜ ଗଠନ ଲାଗି ସଚେତନତା ଅଭିଯାନରେ ସାଇକେଲ୍ରେ ଭୁବନେଶ୍ବର ପୁରୀ ବାହାରିଥିବା ଫିଟ୍ ଇଣ୍ଡିଆ ସିଇକ୍ଲୋଥନ ଟିମ୍ର ଯୁବକମାନଙ୍କୁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋରନା ଭାଇରସଠାରୁ ଦୂରେଇ ରହିବା ସମ୍ପର୍କରେ ଏହି ୧୯ ଜଣିଆ…
ବାଲୁକାକଳାରେ ‘ଶାନ୍ତିର ବାର୍ତ୍ତା’ ଦେଲେ ସୁଦର୍ଶନ
ପୁରୀ ଅଫିସ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଥିବା ବେଳେ ଏଥିରେ ୨୦ଜଣ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିକୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ‘ଲିଭ୍ ଉଇଥ୍ ପିସ୍’ ଅର୍ଥାତ…
ମହାପ୍ରଭୁଙ୍କ ଜମି ହିସାବ ବାଉଳା
ପୁରୀ ଅଫିସ,୨୬ା୨: ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମି ହିସାବକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ସମୁଦାୟ ଜମି କେତେ, କେଉଁ କେଉଁ ଜାଗାରେ ରହିଛି, ସବୁ ଜମିର ହିସାବ ଅଛି କି ନାହିଁ ଏ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି…
ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ‘ଦେଶର ସ୍ଥିତି ନେଇ ଗଭୀର ମର୍ମାହତ’
ଭୁବନେଶ୍ୱର,୨୬।୨(ବ୍ୟୁରୋ)/ପୁରୀ ଅଫିସ: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୯ଟାରେ ମମତା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ଥିଲେ। ସେଠାରୁ ସିଧାସଳଖ ସଡ଼କ ପଥରେ ପୁରୀ ଯାଇ…
ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ
ପୁରୀ ଅଫିସ, ୨୫।୨: ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର ଏବଂ ପିଅନ କବିତା ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମି ପଟ୍ଟା ମ୍ୟୁଟେଶନ ପାଇଁ ସାନବନ୍ଧକେରାର ଅଶ୍ୱିନୀ ନାୟକଙ୍କଠାରୁ ସେ…
ବିଦ୍ୟୁତ୍ ସର୍ଟଶର୍କିଟ୍ରୁ ଅଗ୍ନିକାଣ୍ଡ: ୫ ପରିବାରଙ୍କ ୭ ଘର ଜଳିଗଲା
କୃଷ୍ଣପ୍ରସାଦ, ୨୫।୨(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବାଲିନାସୀ ଗାଁରେ ମଙ୍ଗଳବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ପରିବାରଙ୍କ ୭ଟି ଘର ଜଳାଯାଇଛି। ସୁଦର୍ଶନ ବେହେରା, ସୁମନ ବେହେରା, ରାଜକୁମାରୀ ବେହେରା, ବିନୋଦିନୀ ବେହେରା ଏବଂ ଅନୀଳ ବେହେରାଙ୍କ ଘର…
ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ
ପୁରୀ ଅଫିସ,୨୫ା୨: ଫାଲ୍ଗୁନ ଶୁକ୍ଳ ପ୍ରତିପଦାରେ ସୋମବାର ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆଜ୍ଞାମାଳ ପାଇ ବେଣ୍ଟ (ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ। ବିମାନବଡୁ ସେବକମାନେ…
Archives


