ପୁରୀ

ଆଜି ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୭।୧୧: ଶୁକ୍ରବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ରତ୍ନସିଂହାସନରେ ଏହି ବୀର ବେଶରେ ସଜେଇ ହେବେ ଦାରୁଦିଅଁ। ୨୫ ବର୍ଷ ପରେ ପଡ଼ିିଥିବା ଏହି ଦୁର୍ଲଭ ବେଶକୁ କିନ୍ତୁ ଏଥର ଭକ୍ତ ଦେଖିପାରିବେନି। କରୋନା ମହାମାରୀ ପାଇଁ ଶ୍ରୀମନ୍ଦିରକୁ...

ପୁରୀରେ ଜାରି ହେଲା ୧୪୪ ଧାରା: ପତିତପାବନ ଦର୍ଶନ ବନ୍ଦ

ପୁରୀ ଅଫିସ, ୨୬।୧୧: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଏହା ଜାରି ରହିବ। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ଏହି ଧାରା...

‘ବାହାର ଲୋକେ ପୁରୀ ନ ଆସନ୍ତୁ’

ପୁରୀ ଅଫିସ,୨୬ା୧୧:ପଞ୍ଚକ ବ୍ରତ ବୁଧବାରଠାରୁ ଆରମ୍ଭ ହୋଇଛି। ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏହାପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି ବିଶେଷ ପର୍ବପର୍ବାଣି ପାଇଁ ପୁରୀ ଜିଲା ପ୍ରଶାସନ କେତେକ କଟକଣା ଜାରି କରିଛି। ନାଗାର୍ଜୁନ...

ପଟ୍ଟଚିତ୍ର,ଦିଆସିଲି କାଠି ଓ କାଗଜରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୬ା୧୧:ଦିନକ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏହି ବେଶକୁ ପଟ୍ଟଚିତ୍ରରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଶିଳ୍ପୀ ପଙ୍କଜ ବେହେରା। ପଙ୍କଜ କହିଛନ୍ତି, କରୋନା କଟକଣା ଯୋଗୁ ଏଥର ଶ୍ରଦ୍ଧାଳୁ ନାଗାର୍ଜୁନ ବେଶ ଦେଖିପାରିବେ ନାହିଁ। ତେଣୁ ପଟ୍ଟଚିତ୍ରରେ ଅବିକଳ...

ନାଗାର୍ଜୁନ ବେଶ ଦିନ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ଅନୁୁରୋଧ

ପୁରୀ ଅଫିସ, ୨୫।୧୧(ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏଥର ପଞ୍ଚକ ୬ ଦିନ ପଡୁଥିବା ବେଳେ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ତେବେ ମହାମାରୀ କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ...

ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ ଅଫିସ,୨୫ା୧୧: ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ନେଇ ପୁରୀ ଜିଲା ଚର୍ଚ୍ଚାରେ ରହିଛି। ପୁରୀ ହାଜତ ମୃତ୍ୟୁର ତାତି ଥମି ନ ଥିବାବେଳେ ପିପିଲି ଓ ପୁରୀ ଟାଉନ ଥାନା ପୋଲିସ ନିର୍ଯାତନାର ଅଭିଯୋଗ ଆସିଛି। ଏହି ଦୁଇଟି...

ଆଇସ୍‌କ୍ରିମ କାଠିରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୫।୧୧: ଦୀର୍ଘ ୨୫ବର୍ଷ ପରେ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ୨୭ ତାରିଖରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏଥର କରୋନା ମହାମାରୀ ପାଇଁ ଏହି ବେଶକୁ ଭକ୍ତମାନେ ଦେଖିପାରିବେ ନାହିଁ। ତେବେ ମହାପ୍ରଭୁଙ୍କର ଏହି...

ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୫ା୧୧: ନାଗାର୍ଜୁନ ବେଶ ଓଲାଗି ପରେ ଏହି ବେଶ କ’ଣ ହେବ ତାକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ଏହା ଆଲୋଚନା ହୋଇଥିଲେ ବି ଚୂଡ଼ାନ୍ତ ହୋଇପାରି ନ...

ପତିତପାବନଙ୍କ ହେବ ନାହିଁ ନାଗାର୍ଜୁନ ବେଶ

ପୁରୀ ଅଫିସ୍‌,୨୩।୧୧: ଆସନ୍ତା ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ପଡିିଛି ଏହି ଦୁର୍ଲଭ ବେଶ। ଦାରୁଦିଅଁଙ୍କ ଏହି ବିରଳ ବେଶକୁ ଭକ୍ତମାନେ ଦେଖପାରିବେ ନାହିଁ। କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ହୋଇଛି। ତେବେ...

ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର: ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୨୪।୧୧: ଡିସେମ୍ବର ମାସରେ ଖୋଲିପାରେ ଶ୍ରୀମନ୍ଦିର। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଆସନ୍ତା ମାସର ୨ୟ କିମ୍ବା ୩ୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ଯୋଜନା...

ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ ଅଫିସ, ୨୪।୧୧: ପୁରୀ ଟାଉନ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି। ଏ ନେଇ ସୋମବାର ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଟାଉନ ପୋଲିସ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ଚୁଡ଼ଙ୍ଗ...

ରୁଦ୍ରପ୍ରସନ୍ନ, ଅଖଣ୍ଡଙ୍କୁ ଲାଡ୍‌ଲି ମିଡିଆ ଆୱାର୍ଡ

ଭୁବନେଶ୍ୱର/ପିପିଲି,୨୪।୧୧(ବ୍ୟୁରୋ/ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ଯୁବ ସାମାଜିକ କର୍ମୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତବର୍ଷର ଲାଡ୍‌ଲୀ ମିଡିଆ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି। ୨୦୧୯ ଡିସେମ୍ବରରେ ‘ଧରିତ୍ରୀ’ରେ ପ୍ରକାଶିତ ସଂପାଦକୀୟ ‘ଝିଅ ଯଦି କାଳୀ’ ଲେଖାକୁ ଓପ-ଏଡ୍‌ ବିଭାଗରେ ଶ୍ରେଷ୍ଠ ବିବେଚିତ କରାଯାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri