ପୁରୀ

ଶ୍ରଦ୍ଧାଳୁଙ୍କୁ ଜରିମାନା: ସେବାୟତ,ପୋଲିସଙ୍କୁ ଛାଡ଼

ପୁରୀ ଅଫିସ,୧୭।୭: ଶ୍ରୀମନ୍ଦିର ଭିତରକୁ ସାଧାରଣରେ ମୋବାଇଲ ନେବା ନିଷେଧ ରହିଛି। ଜନସାଧାରଣଙ୍କ ପାଇଁ ଏହି ନିୟମ ଲାଗୁ ଥିବାବେଳେ ସେବାୟତ, ପୋଲିସ ଓ ନିର୍ଦ୍ଦିଷ୍ଟ ଭିଆଇପି ଶ୍ରୀମନ୍ଦିରକୁ ମୋବାଇଲ ନେବାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ତେବେ ଶୁକ୍ରବାର ପୁଣି…

ବସ୍ତିରେ ପଶିଲା ବର୍ଷାଜଳ, ଭୁଶୁଡ଼ିଲା କଲେଜ ପାଚେରି

ପିପିଲି, ୧୫ା୭: ପିପିଲି ଅଞ୍ଚଳରେ ଗୁରୁବାର ମୂଷଳ ଧାରାରେ ବର୍ଷା ହୋଇଛି। ଫଳରେ ଏନ୍‌ଏସି ଅନ୍ତର୍ଗତ ୨ ନମ୍ବର୍‌ ୱାର୍ଡର କିଛି ବସ୍ତି ଜଳମଗ୍ନ ହୋଇଥିଲା। ଖବର ପାଇ ଏନ୍‌ଏସି ଅଧ୍ୟକ୍ଷ ସେକ୍‌ ବାବୁ ଓ କାଉନସିଲର୍‌ ଚନ୍ଦନ ସେଠୀ ପହଞ୍ଚତ୍…

ଯାଞ୍ଚ ପ୍ରକ୍ରିୟାରେ ଅବହେଳା ସନ୍ଦେହ

ପୁରୀ ଅଫିସ,୧୫।୭: ଜାଲ୍‌ ପ୍ରମାଣପତ୍ର ଦେଇ ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଆଡ୍‌ମିଶନ କରିଥିବା ୧୧ଜଣ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନକୁ ଉଚ୍ଚଶିକ୍ଷା ବିଭାଗ ଅବୈଧ ଘୋଷଣା କରିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ଜାଲ୍‌…

ପୁଅକୁ ନେବା ପାଇଁ ମନା କଲେ ମା’

ପୁରୀ ଅଫିସ,୧୫ା୭: ପୁରୀ ବେଳାଭୂମିରେ ଗୁରୁବାର ନିଜ ନାବାଳକ ପୁଅକୁ ମା’ ନିର୍ଯାତନା ଦେଉଥିବା ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଚାଇଲ୍ଡ ହେଲ୍ପ ଲାଇନ୍‌ ଟିମ୍‌ ପହଞ୍ଚି ସମ୍ପୃୃକ୍ତ…

ଶ୍ରୀମନ୍ଦିର ସାମ୍ନାରେ ଭିକ୍ଷା ବୃତ୍ତି କରୁଛନ୍ତି ଶିଶୁ

ପୁରୀ ଅଫିସ,୧୪।୭: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାକଚକ୍ୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା ଭଳି ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଭକ୍ତମାନେ ପୁରୀ ଆସିଲେ କିଭଳି ଭଲ ଅନୁଭୂତି ନେଇ ଫେରିବେ, ତାହା ଉପରେ ପ୍ରାଥମିକତା…

ଏସ୍‌ସିଏସ୍‌ରେ ମାତିଛନ୍ତି ନକଲି ପ୍ରମାଣପତ୍ର ଦଲାଲ

ପୁରୀ ଅଫିସ,୧୪।୭: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଜାଲ୍‌ ପ୍ରମାଣପତ୍ର ସହାୟତାରେ ଆଡମିଶନ୍‌ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ରାଜେଶ କୁମାର ସାହୁ ଭୁବନେଶ୍ୱରସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ୍‌ ସେଣ୍ଟରର ଜେନେରାଲ ମ୍ୟାନେଜରଙ୍କୁ…

ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ବାହୁଡ଼ି ଗଲେ ମହାପ୍ରଭୁ

ପୁରୀ ଅଫିସ,୧୨।୭: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟାଧୂପ ଶେଷ ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମକୃଷ୍ଣ ଓ ଶ୍ରୀମଦନମୋହନଙ୍କୁ ଏବଂ ପରେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ…

ବୁଧବାର ଶ୍ରୀମନ୍ଦିରରେ ମିଳିବ ‘ନୀଳାଚଳ ଅବଢ଼ା’

ପୁରୀ ଅଫିସ,୧୨।୭- ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜମାନ କରୁଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡିଥିବା ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ବିଜେ କରୁଥିବାରୁ ପୁଣି ଚଳଚଞ୍ଚଳ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ବୁଧବାରଠାରୁ…

ରୂପା ଛାଉଣିରେ ଝଲସୁଛି କଳାହାଟ ଦ୍ୱାର

ପୁରୀ ଅଫିସ,୧୨।୭ ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ସଂଯୋଗ କରୁଥିବା କଳାହାଟ ଦ୍ୱାରରେ ରୂପା ଛାଉଣି ହୋଇଛି । ରୂପା ଚାଦର ବିଛାଯିବା ପରେ କଳାହାଟ ଦ୍ୱାର ମହାପ୍ରଭୁଙ୍କୁ ଅପେକ୍ଷା କରିଛି । ରୂପା ଚାଦର ଦ୍ୱାରା ଜଗମୋହନ ଆଉ ଗର୍ଭଗୃହ ଝଲସି…

ଆଜି ରତ୍ନ ସିଂହାସନକୁ ବିଜେ କରିବେ ଚତୂର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ । ଚତୂର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିବେ। ତିନି ଠାକୁରଙ୍କ ଗୋଟି ପହଣ୍ଡି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ହେଲେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ତିନି ଭାଇ ଭଉଣୀ ଗୁଣ୍ଡିଚା ଯାତ୍ରା…

ସରିଲା ଅଧରପଣା ନୀତି

ପୁରୀ ଅଫିସ,୧୨।୭: ରଥ ଉପରେ ସୋମବାର ତିନି ଦିଅଁଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏ ରଥରେ ଦିଅଁଙ୍କୁ ଅଧରପଣା ଲାଗି କରାଯାଇଛି। ପାଣିଆ ଆପଟ ସେବକମାନେ…

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସ୍ବଲିଖିତ ବହି ଦେଲେ ଅର୍ଚ୍ଚିତା

କଣାସ ୧୨ା୭(ସ୍ବ.ପ୍ର.):କଣାସ ବ୍ଲକ ଅନ୍ତର୍ଗତ ଗଡ଼ିଶାଗୋଦା ପଞ୍ଚାୟତ ନୂଆଗଁା ଗ୍ରାମର ଷଷ୍ଠ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ଶ୍ରୀଚନ୍ଦନ ‘ମାମା ମୂର୍ଚ୍ଛନା’ ନାମକ ଏକ ପୁସ୍ତକ ରଚନା କରିଛନ୍ତି। ରବିବାର ପୁରୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅର୍ଚ୍ଚିତା ନିଜ ଲିଖିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri