ପ୍ରଶାସନ ଉପରେ ସୂଚନା ଆୟୋଗଙ୍କ ଅସନ୍ତୋଷ
ପୁରୀ ଅଫିସ,୨୩।୫: ବିବାଦ ଘେରରେ ରହିଆସିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ବରୁ ମନ୍ଦିର ପ୍ରଶାସନ ନ ମାନିବା ସହ ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ ଦାଖଲ ନ କରି ରନତ୍ଭଣ୍ଡାର ପ୍ରସଙ୍ଗରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ।…
ରଥର ଗରଗରା, ଚାରି ନାହାକା, ୫ ଦଣ୍ଡା ନିର୍ମାଣ ଜାରି
ପୁରୀ ଅଫିସ, ୨୩ା୫: ମହାପ୍ରଭୁଙ୍କ ଚଳିତବର୍ଷ ସ୍ନାନଯାତ୍ରା ଜୁନ ୪ରେ ଅନୁଷ୍ଠିତ ହେବ। ରଥ ସଂହିତା ଅନୁଯାୟୀ ସ୍ନାନଯାତ୍ରା ଦିନ ତିନି ରଥର ଚାରି ନାହାକା ଉଠିବାର ପରମ୍ପରା ରହିଛି। ତେଣୁ ଶ୍ରୀନହରସ୍ଥିତ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ…
ଆନନ୍ଦ ବଜାରରୁ ହଟିବେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀ
ପୁରୀ ଅଫିସ,୨୨ା୫: ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଏବେ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆନନ୍ଦ ବଜାରରେ ବ୍ୟବସାୟ କରୁଥିବା ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ଉଠିଯିବାକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆନନ୍ଦବଜାରର ଏକାଧିକ ସ୍ଥାନରେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ମନଇଚ୍ଛା…
୨୪ ବର୍ଷ ଧରି ଭଙ୍ଗାଘରେ ପୂଜା ପାଉଛନ୍ତି ଶ୍ରୀଜଗନ୍ନାଥ
ଗୋପ,୨୨।୫(ଡି.ଏନ୍.ଏ.): ପୁରାତନ ଫୁଲୁବାଙ୍କ ମଠ ଏବେ ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘ ୨୪ ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିଏ ଭଙ୍ଗାଘରେ ପୂଜା ପାଉଥିବାବେଳେ କେହି ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।…
ମୁଖ୍ୟ ଶାସନ ସଚିବଙ୍କ ତଦନ୍ତ ନିର୍ଦ୍ଦେଶ
କୋଣାର୍କ,୨୨ା୫(ଡି.ଏନ୍.ଏ): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ଗତ ୨୦୧୭ରୁ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଜଣେ କିରାଣିଙ୍କ ଦ୍ବାରା ଜାଲ୍ରସିଦ ମାଧ୍ୟମରେ ୬ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ପାଇଁ କୋଣାର୍କ ଅଞ୍ଚଳର ସାମାଜିକ…
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶିତ
ପୁରୀ ଅଫିସ,୨୧ା୫: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୩ ମସିହା ଉପଶାସ୍ତ୍ରୀ ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଧରଣୀଧର ରଣା…
ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ ଯାଏ ନୀତିନିର୍ଘଣ୍ଟ ଚୂଡ଼ାନ୍ତ
ପୁରୀ ଅଫିସ,୨୧ା୫: ଆସନ୍ତା ୩୦ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ପଡୁଥିବା ବେଳେ ଜୁନ ୪ତାରିଖ ସ୍ନାନଯାତ୍ରା, ଜୁନ ୨୦ରେ ଘୋଷଯାତ୍ରା ଓ ୨୮ରେ ବାହୁଡ଼ା, ୨୯ରେ ସୁନାବେଶ ଏବଂ ଜୁଲାଇ ୧ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ମହାପ୍ରଭୁଙ୍କ ନୀତି…
ଭାରତ ବୁଲି କ୍ୟାନ୍ସର ସଚେତନତା କରୁଛନ୍ତି ମହମ୍ମଦ କ୍ରିଷ୍ଣା
ପୁରୀ ଅଫିସ,୨୧ା୫: ପେସାରେ ଜଣେ ଡ୍ରାଇଭର ହେଲେ ମଧ୍ୟ ନିଶା ହେଉଛି ସମାଜକୁ ସଚେତନତା ବାର୍ତ୍ତା ବାଣ୍ଟିବା। ଭାରତର ବିଭିନ୍ନ ରାଜ୍ୟ ବୁଲି କ୍ୟାନ୍ସର ରୋଗ ଉପରେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସବୁ ଧର୍ମକୁ ସମ୍ମାନ ଦେବା ଏବଂ ପରସ୍ପର…
ମା’ ବାପାଙ୍କ ଆଶାବାଡ଼ି ସାଜିଛନ୍ତି ୬ ବର୍ଷର ପୁଅ
ପିପିଲି,୨୧ା୫(ଡି.ଏନ୍.ଏ./ସ୍ବ.ପ୍ର.): ପିପିଲି ଏନ୍ଏସି ଅନ୍ତର୍ଗତ ୧୧ନଂ. ୱାର୍ଡର ଏକ ପରିବାର ବହୁ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଥିବାବେଳେ ମା’ ଓ ମାନସିକଗ୍ରସ୍ତ ବାପାଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି ୬ ବର୍ଷୀୟ ସାଇ ଶୁଭମ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ…
ଚଞ୍ଚକତା କରି ୬ଲକ୍ଷ ଟଙ୍କା ଆତ୍ମସାତ
କୋଣାର୍କ,୨୧ା୫(ଡି.ଏନ୍.ଏ.): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ୨୦୧୭ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ତତ୍କାଳୀନ କିରାଣିଙ୍କ ଦ୍ବାରା ନକଲି ରସିଦ ବଳରେ ୬ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ନେଇ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଗୁରୁବାର ଅଭିଯୋଗ କରାଯାଇଛି। ଏଥିସହ ଉଚ୍ଚଶିକ୍ଷା…
ପୁରୀ-ଦୁର୍ଗ ଏକ୍ସପ୍ରେସ୍ ବ୍ରେକ୍ରେ ନିଆଁ
ସାକ୍ଷୀଗୋପାଳ,୨୧ା୫(ସ୍ବ.ପ୍ର./ଡି.ଏନ୍.ଏ.): ପୁରୀ -ଦୁର୍ଗ ଏକ୍ସପ୍ରେସ୍ ଟ୍ରେନଟି ସାକ୍ଷୀଗୋପାଳ ନିକଟରେ ଶନିବାର ଏକ ଅଘଟଣ ଘଟିଛି। ଶନିବାର ପୁରୀ- ଦୁର୍ଗ ଏକ୍ସପ୍ରେସ ପୁରୀରୁ ସମୟ ଅନୁସାରେ ଛାଡିଥିଲା। ହେଲେ ଟ୍ରେନଟି ସାକ୍ଷୀଗୋପାଳ ଓ ପୁରୁଷୋତ୍ତମପୁର ଅଞ୍ଚଳ ନିକଟରେ ପହଞ୍ଚତ୍ବା ସମୟରେ ହଠାତ୍ ଟ୍ରେନଟିର…
ଦର୍ଶନ ପାଇଁ ଭକ୍ତଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ
ପୁରୀ ଅଫିସ,୨୧ା୫: ଶ୍ରୀମନ୍ଦିରରେ ନିୟୋଜିତ ଥିବା କେତେଜଣ କର୍ମଚାରୀ ଟଙ୍କା ନେଇ ଭକ୍ତକୁ ମହାପ୍ରଭୁଙ୍କ ଦର୍ଶନ କରାଉଥିବା ନେଇ ଅଭିଯୋଗ ହୋଇଛି। ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ…
Archives


