ପୁରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ: କେନ୍ଦ୍ର, ରାଜ୍ୟକୁ ନୋଟିସ୍‌ ଜାରି କଲେ କୋର୍ଟ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗରେ ପୁରୀ ଓକିଲ ସଂଘ ପକ୍ଷରୁ ଦାୟର ମାମଲାକୁ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଗ୍ରହଣ କରିଛନ୍ତି। ଏଥିସହ କୋର୍ଟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଏଏସ୍‌ଆଇ, ଟାଟା...

ପୁରୀରେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ

ପୁରୀ, ୧୩।୫: ଶ୍ରୀମନ୍ଦିରରେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶୁକ୍ରବାର ପହଞ୍ଚିଛନ୍ତି। ଏଏସ୍‌ଆଇର ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ପୁରୀରେ ପହଞ୍ଚିଛନ୍ତି। ଏଏସଆଇ ଆୟୋଜିତ ବୈଠକରେ ସୁପରିଟେଣ୍ଡେଣ୍ଟ...

ରଥଖଳା ଚଳଚଞ୍ଚଳ,ଲାଗିପଡ଼ିଛନ୍ତି ମହାରଣା, ଓଝା ସେବାୟତ

ପୁରୀ ଅଫିସ,୮।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ତିନି ରଥ ଚକ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ମହାରଣା ସେବାୟତମାନେ । କଟକ...

ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ପୂର୍ବରୁ ଜଣାଇଥିଲା। ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ସ୍ଥିତି...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ ପରିବର୍ତ୍ତନ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ଏଣିକି ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା ସେତୁ ନିର୍ମାଣ ନିଗମର କନଫରେନ୍ସ ହଲ୍‌ରେ ବୁଧବାର ଗଜପତି ମହାରାଜାଙ୍କ...

ସୁନା ଦୋକାନରେ ଜିଏସ୍‌ଟି ଅଧିକାରୀଙ୍କ ଚଢ଼ାଉ

କଣାସ,୧୨।୫(ସ୍ବ.ପ୍ର.): କଣାସ ବ୍ଲକରେ ଥିବା ଦୁଇଟି ସୁନା ଦୋକାନରେ ଗୁରୁବାର ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଛି। ଗୋଟିଏ ସୁନା ଦୋକାନର ଦୁଇଟି ଶାଖା ଯଥା କଣାସ କଲେଜ ନିକଟରେ ଥିବା ମହାଦେବ ଜୁଏଲାରୀ ଏବଂ କଣାସ ବଜାର ଭିତରେ ଥିବା...

ଜିଲାପାଳ, ଓବିସିସି, ଟାଟା ବିରୋଧରେ ମାମଲା ରୁଜୁ କର

ପୁରୀ ଅଫିସ,୧୨।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ବେଆଇନ ନିର୍ମାଣ ଓ ଖନନ କାର୍ଯ୍ୟ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରି ପୁରୀ ଜିଲାପାଳ, ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ (ଓବିସିସି) ଏବଂ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌...

କୋର୍ଟରେ ସମାଧାନ ହେବ ନାହିଁ, ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ: ଜୟନ୍ତ

ପୁରୀ ଅଫିସ,୧୦।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍‌ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ ବଢିବାରେ ଲାଗିଛି। ଏନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ଯାହା କ୍ଷତି ଏଥିଲାଗି ହୋଇଛି ତାହା...

ରାଜ୍ୟ ସରକାର କଳାପାହାଡ଼ିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ: ସମ୍ବିତ ପାତ୍ର

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର...

‘ପ୍ରଧାନମନ୍ତ୍ରୀ ମନ୍ଦିର ବଞ୍ଚାନ୍ତୁ’

ପୁରୀ ଅଫିସ,୧୦।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯାହା କ୍ଷତି ହୋଇଛି, ତାହା ଆଉ ଫେରି ଆସିବ ନାହିଁ। ଏଣୁ ଏବେ ସେ ସବୁକୁ...

ଏଏସ୍‌ଆଇ ଅନୁମତି ଦେଇନି

ପୁରୀ ଅଫିସ,୧୦।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲାଗି ରହିଥିବା ବିବାଦ ସୋମବାର ନୂଆ ମୋଡ଼ ନେଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଅନୁମତି ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ପ୍ରଶାସନ ଯେଉଁ ଦମ୍ଭ ବାଢ଼ୁଥିଲା, ତାହା ଏବେ...

ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ,୯।୫: ବିଶିଷ୍ଠ ସାହିତ୍ୟିକ ତଥା ପଦ୍ମଶ୍ରୀ ରଜତ କରଙ୍କ ସୋମବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଦ୍ମଶ୍ରୀ ରଜତ କରଙ୍କ ଜ୍ୟେଷ୍ଠ ପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଥିଲେ। ଭୁବନେଶ୍ବରସ୍ଥିତ ବାସଭବନରେ ବହୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri