ଗଞ୍ଜାମରେ ପୁଣି ଚାଞ୍ଚଲ୍ୟ: ଗେଷ୍ଟ ହାଉସ୍କୁ ପ୍ରେମିକାଙ୍କୁ ଆଣିି ଛୁରୀ ଭୂଷି ହତ୍ୟା, ଥାନାରେ ଆତ୍ମସମର୍ପଣ କରି…
ବ୍ରହ୍ମପୁର, ୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଜାତୀୟସ୍ତରରେ ନିନ୍ଦା କରାଯାଉଛି। ନାବାଳିକା ବଳାତ୍କାର ଘଟଣା ଦିନକୁ ଦିନ ବଢୁଛି। ସେହି ଅନୁପାତରେ ଗତ ୪ ଦିନ ମଧ୍ୟରେ…
ବନ ମହୋତ୍ସବ: ଭ୍ରାମ୍ୟମାଣ ଚାରା ବିତରଣ ରଥ….
ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର) ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅସ୍ଥାୟୀ ଚାରା ବଣ୍ଟନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଫରେଷ୍ଟର ସନ୍ତୋଷ…
ପୋଲ ମରାମତି ପାଇଁ ଜାତୀୟ ରାଜପଥରେ ଗାଡ଼ି ଜାମ୍
ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ): ୫୯ନଂ ଜାତୀୟ ରାଜପଥ ପିପଳପଙ୍କା ଗ୍ରାମ ନିକଟ ଏକ ଅଣ ଓସାରିଆ ପୋଲକୁ ମରାମତି ପାଇଁ ଅଘୋଷିତ ରାସ୍ତା ଅବରୋଧ କରାଯାଇଛି। ଗାଡ଼ି ମଟରା ଅଟକି ରହିବା ଯୋଗୁ ବ୍ରହ୍ମପୁର, ରାଇପୁର, ଦାରିଙ୍ଗବାଡ଼ି, ସୋରଡ଼ା, ଭଞ୍ଜନଗର…
ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା: ଦାରିଙ୍ଗବାଡି ବ୍ଲକ ରେ ବିକ୍ଷୋଭ ଶୋଭାଯାତ୍ରା ସହ ଦୋକାନ ବଜାର ବନ୍ଦ
ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତବନ୍ଦ ଡାକରା ଦିଆଯାଇଥିଲା ଏଥିରେ ଦାରିଙ୍ଗବାଡି ବ୍ଲକ ପ୍ରଭାବିତ ହୋଇଥିଲା। ଉକ୍ତ ବ୍ଲକର ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତ ସମେତ ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି ଏବଂ ସିମନବାଡିରେ ଦୋକାନବଜାର ବନ୍ଦ ରହିବା ସହ କିଛି ସ୍ଥାନରେ…
ଶହୀଦ ଡୋଳାମଣିଙ୍କୁ ମନେପକାଇଲେ ଗ୍ରାମବାସୀ
କେସିଙ୍ଗା,୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡା ଗ୍ରାମସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଠାରେ ସ୍ଥାପିତ ଗ୍ରାମର ଶହୀଦ ଯବାନ ଡୋଳାମଣି ସାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ତାଙ୍କର ବଳିଦାନ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ସେ ୧୯୯୭ ଜୁଲାଇ ୧…
ଗଛ ଲଗାଇ ‘ବନ ମହୋତ୍ସବ ସପ୍ତାହ’ ଶୁଭାରମ୍ଭ କଲେ ବିଚାରପତି
କେସିଙ୍ଗା,୧/୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ତାଲୁକ ଆଇନ ସେବା ସମିତି ତରଫରୁ ‘ବନ ମହୋତ୍ସବ ସପ୍ତାହ’ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକର ଦେଓଗାଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଛି।…
ଲଗାଣ ବର୍ଷା ଯୋଗୁ ଜାତୀୟ ରାଜପଥରେ ଧସିଲା ମାଟି ଅତଡ଼ା: ଯାନବାହାନ ଚଳାଚଳ ବାଧାପ୍ରାପ୍ତ
ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଅଞ୍ଚଳରେ ଲାଗିରହିଛି ଲଗାଣ ବର୍ଷା। ବଣ ପାହାଡ଼ ଘେରା ଉପଖଣ୍ଡରେ ଜଙ୍ଗଲି ଝରଣା ଓ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। ନୂତନ ଭାବେ ନିର୍ନିତ ରାଜାମୁଣ୍ଡା-ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର…
ଦାୟିତ୍ୱ ନେଲେ ନୂଆ ଅଧ୍ୟକ୍ଷ
ଛତ୍ରପୁର,୧।୭(ଦିଲ୍ଲୀପ ସାମଲ): ନରେନ୍ଦ୍ରପୁର ଗ୍ରାମରେ ଥିବା କ୍ଷେତ୍ରମୋହନ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼ଃ. ହୃଷିକେଶ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତ। ପୂର୍ବତନ ଅଧ୍ୟକ୍ଷ ଡ଼ଃ. ଶରତ ଚନ୍ଦ୍ର ପାଳଙ୍କ କାର୍ଯ୍ୟକାଳ ସାରିବା ପରେ ଡ଼ଃ. ପଣ୍ଡା ଆନୁଷ୍ଠାନିକ…
ଗ୍ରାମ କମିଟି ଗଠନକୁ ନେଇ ସଙ୍ଘବଦ୍ଧ ଆକ୍ରମଣ: ବାଇକ୍ରେ ୧୦ ଜଣ ଆସି ଠେଙ୍ଗା ଓ ଖଣ୍ଡାରେ
ଛତ୍ରପୁର,୧।୭: ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋବା ଗ୍ରାମରେ ଗ୍ରାମ କମିଟି ଗଠନକୁ ନେଇ ସଂଘବଧ ଭାବେ ଆକ୍ରମଣ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର…
ରହିଲେ ବନ, ବଞ୍ଚିବ ଜନ: ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ବନ ମହୋତ୍ସବ ସପ୍ତାହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ…
ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ
ତୁମୁଡିବନ୍ଧ,୧।୭ (ଦୀପକ କୁମାର ପରାସେଠ):ବିଏମସିର ଅତିରିକ୍ତ କମିଶନର ଅଭିଯୋଗ ଶୁଣାଣି କାର୍ଯ୍ୟ ସମୟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ସମସ୍ତ ସରକାରୀ କର୍ମଚାରୀ ନିନ୍ଦା କରିବା ସହିତ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସମସ୍ତ…
ବନ୍ଧାହେଲେ କୋଟିପତି ଅଧିକାରୀ: ୮୪ ଏକର ଜମି ସାଙ୍ଗକୁ ଘରେ ରଖିଥିଲେ ପୁଳାପୁଳା ସୁନା
ଭୁବନେଶ୍ୱର,୧।୭: ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ…
Archives


