ଆମ ଜିଲା ଖବର

ଏଏନ୍‌ଏମ୍‌ଙ୍କୁ ଆକ୍ରମଣ ଘଟଣା: ଜାମିନ ନାମାଞ୍ଜୁର ହେବାରୁ ଜେଲ ଗଲେ…

ଦାରିଙ୍ଗବାଡି, ୨୮ା୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସୋନପୁର ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନ୍‌ଏମ୍‌ ବୁଲିଦେଈ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଟକ ଯୁବକଙ୍କୁ ଦାରିଙ୍ଗବାଡି ପୋଲିସ ଶୁକ୍ରବାର ଗିରଫକରି କୋର୍ଟଚାଲାଣ କରିଛି। ସେ ହେଲେ ସୋନପୁରର ଗୋବିନ୍ଦ ବେହେରା (୨୬)।…

କାର୍ଯ୍ୟରେ ଯୋଗଦେଲେ କୋରାପୁଟ ନୂତନ ଏସଡିପିଆରଓ

କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍‌ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆସି ସୁଶ୍ରୀ ସରକାର ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି…

ଧାନଦରକୁ ନେଇ ଦ୍ବନ୍ଦ୍ବରେ ଚାଷୀ: ରାତାରାତି ଫଳକରୁ ହଟିଗଲା ବର୍ଦ୍ଧିତ ୬୯ ଟଙ୍କା

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡି ଗୁଡିକ ଖୋଲାଯାଇଛି। ଚାଷୀମାନେ ଧାନ ଧରି ମଣ୍ଡିକୁ ମଧ୍ୟ ପହଞ୍ଚିଛନ୍ତି। ତେବେ ଚାଷୀଙ୍କ ଧାନ କିଣାଯିବା ତ ଦୂରର…

ପାଟପୁରରେ ଏମ୍‌ପି ଖେଳ ମହୋତ୍ସବ

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ସ୍ତରୀୟ ଏମ୍‌ପି ଖେଳ ମହୋତ୍ସବ ଶୁକ୍ରବାର ପାଟପୁର କଲେଜ ମିନି ଷ୍ଟାଡିୟମ ଓ ଗୌତମୀ ହାଇସ୍କୁଲ ଖେଳ ପଡ଼ିଆ ପରିସରରେ ଆରମ୍ଭ ହୋଇଛି। ପାଟପୁର ମିନି ଷ୍ଟାଡିୟମ ଠାରେ ବିଡିଓ ଜିତେନ୍ଦ୍ର…

ଭଞ୍ଜ ଟ୍ରଫି ୨୦୨୫: ହାଇଦ୍ରାବାଦକୁ ହରାଇ ଫୁଲବାଣୀ ସେମିରେ

ଭଞ୍ଜନଗର,୨୮।୧୧(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ସର୍ବ ଭାରତୀୟ ଭଞ୍ଜ ଟ୍ରଫି ୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଶୁକ୍ରବାର ଗ୍ରୁପ ବିର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଫୁଲବାଣୀ ଜେଡି କ୍ଲବକୁ ହାଇଦ୍ରାବାଦ ତେଲେଙ୍ଗାନା ପୋଲିସ ସ୍ପୋର୍ଟସ…

ଅଗ୍ନି ବିପତ୍ତି ସମ୍ପର୍କିତ ଶିକ୍ଷା ବିଭିନ୍ନ ପ୍ରକାର ନିଆଁକୁ କିପରି ରୋକିବେ…

ଦାରିଙ୍ଗବାଡି,୨୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ସଭାଗୃହ ମଧ୍ୟରେ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ପ୍ରକାର ନିଆଁକୁ ଆୟତ୍ତ ଓ ନିରାପତ୍ତା ତାଲିମ ପ୍ରଦାନ କରାଯାଇଥିଲା ଏଥିରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର…

ଗରିବୀ ପାଇଁ ନବଜାତ ଶିଶୁକୁ ସମ୍ପର୍କୀୟଙ୍କୁ ଟେକି ଦେଇଥିଲେ ମା’ବାପା, ଖବରପାଇ ଅଚାନକ ପହଞ୍ଚିଲା…

ବଲାଙ୍ଗୀର, ୨୮।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କନ୍ଦାଜୁରି ଗାଁରୁ ବେଆଇନ ଭାବେ ହସ୍ତାନ୍ତରିତ ଦୁଇ ନବଜାତ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ଉଦ୍ଧାରକାରୀ ଦଳ ବେଲପଡା ବ୍ଳକର ଏକ ଗାଁ ଓ ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ…

ଏଏନଏମ୍‌ଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ଯୁବକ ଗିରଫ, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ…

ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସୋନପୁର ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନଏମ ବୁଲିଦେଇ ସାହୁଙ୍କୁ ମରଣାନ୍ତକ ଆକ୍ରମଣରେ ଅଟକ ରହିଥିବା ଯୁବକଙ୍କୁ ଦାରିଙ୍ଗବାଡି ପୋଲିସ ଗିରଫ କରିଛି। ଗିରଫ ଯୁବକ ସୋନପୁରର ଗୋବିନ୍ଦ ବେହେରା (୨୬)ବୋଲି ତଦନ୍ତକାରୀ ଅଧିକାରୀ…

ବିଦେଶୀ ପକ୍ଷୀ ସ୍ୟାଣ୍ଡ ପ୍ଲୋଭର ଗୋଡ଼ରେ ଅଜଣା ଟ୍ୟାଗ

ଛତ୍ରପୁର, ୨୮ା୧୧(ଦିଲ୍ଲୀପ ସାମଲ): ରୁଷିକୂଲ୍ୟା ମୁହାଣରେ ଉଡି ବୁଲୁଥିବା ବେଳେ ଏକ ବିଦେଶୀ ପକ୍ଷୀ ଗୋଡରେ ଟ୍ୟାଗ୍‌ ବନ୍ଧା ଯାଇଥିବା ଜଣାପଡିଛି। ସ୍ଥାନୀୟ ପରିବେଶବିତ ରବିନ୍ଦ୍ରନାଥ ସାହୁ ତାଙ୍କ କ୍ୟାମେରାରେ ଏହାକୁ ଉତ୍ତୋଳନ କରିଛନ୍ତି। ଏହି ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର…

ଶୀତରେ ଥରୁଛି ଜି.ଉଦୟଗିରି: ଆଜି ସବୁଠୁ ସର୍ବନିମ୍ନ ତାପମାତ୍ରା, ଜାଣନ୍ତୁ କେତେ ରହିଛି…

ଜି.ଉଦୟଗିରି,୨୮।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ୨/୩ ଦିନ ଶୀତ କମି ଯାଇଥିଲା । ମେଘୁଆ ପାଗ ଶୀତର ପ୍ରକୋପକୁ କିଛି ମାତ୍ରାରେ ଅବରୋଧ କରିଥିଲା। କିନ୍ତୁ ବିଗତ ୪ ଦିନ ହେଲା ଜି.ଉଦୟଗିରିରେ ପାରଦ…

ଖୋଲିଲା ମଣ୍ଡି, କର୍ମଚାରୀଙ୍କ ଦେଖାନାହିଁ

ବରଗଡ଼,୨୮ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡିଗୁଡ଼ିକ ଖୋଲାଯାଇଛି। ଧାନ ଧରି ମଣ୍ଡିରେ ଚାଷୀମାନେ ମଧ୍ୟ ପହଞ୍ଚିଛନ୍ତି। ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ବିକ୍ରି ଅପେକ୍ଷାରେ…

ଆଜିଠୁ ବରଗଡ଼ରେ ଧାନକିଣା: ଧାନବିକ୍ରି ଟୋକନ୍ ଧର୍ମକୁ ଆଖିଠାର

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଧାନ ସଂଗ୍ରହ ପ୍ରକ୍ରିୟା ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଏଭଳି ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ଧାନବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?