ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଷୀ ପଞ୍ଜିକରଣ: ପ୍ରଚାର ରଥ ଶୁଭାରମ୍ଭ
ଭଞ୍ଜନଗର,୪।୮(ବାବୁଲା ପ୍ରଧାନ)ଷଣ୍ଡିରେ ଖରିଫ ଧାନ ଫସଲ ବିକ୍ରି ପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଚାଷୀ ପଞ୍ଜିକରଣ ଚାଲିଛି। ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକରୁ ଅଧିକ ଯୋଗ୍ୟ ଚାଷୀ କିଭଳି ନିଜ ନାମକୁ ନିଜ ଅଞ୍ଚଳର ସୋସାଇଟିରେ…
ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ରାଣୀ ପଣ୍ଡା: ଦେଲେ ଏତିକି ଟଙ୍କା
ବଳଙ୍ଗା,୪।୮: ଶୋକାକୂଳ ପରିବେଶରେ ବଳଙ୍ଗା ପୀଡ଼ିତାଙ୍କ ତାଙ୍କ ବାୟବର ଗାଁରେ ଅନ୍ତିମ ସଂସ୍କାର କରାଯାଇଛି। ଆଜି ସକାଳେ ଇସଲାମ ଧର୍ମ ଅନୁସାରେ, ନମାଜ ପାଠ ପରେ ପୀଡ଼ିତାଙ୍କୁ କବର ଦିଆଯାଇଛି। ସେପଟେ ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଯାତ୍ରା…
କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ: ୪୪ ପ୍ଲଟ ସହ ଘରୁ ମିଳିଥିଲା ପୁଳାପୁଳା ସୁନା-ରୁପା
ଭୁବନେଶ୍ୱର,୪।୮: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ମୋଟର ଭେଇକିଲ୍ ଇନ୍ସପେକ୍ଟର (ଏମ୍ଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍ ଥିବା…
ଏନଏସି ଅଧ୍ୟକ୍ଷାଙ୍କ ୱାର୍ଡରେ ପାନୀୟ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଡହଳବିକଳ ୱାର୍ଡବାସୀ
ଗଞ୍ଜାମ,୪।୮(ବିଦ୍ୟାଧର ସାହୁ): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବାରେ ଲାଗିଛି l ଏଭଳି ପରିସ୍ଥିତିରେ ଖୋଦ ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କ ତିନି ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି l ତିନି ଦିନରୁ ଉର୍ଦ୍ଧ୍ୱ…
ଅଧରାତିରେ ଫେରୁଥିବାବେଳେ ବାଇକ୍ ସହ କେନାଲରେ ପଡ଼ିଗଲେ ଯୁବକ: ଆଜି ସକାଳୁ…
କର୍ଲାମୁଣ୍ଡା,୪/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି କେନାଲ ଠାରେ ବାଇକ ସହ ଏକ ମୃତଦେହ ପଡିରହିଥିବା ସୋମବାର ଭୋର ସକାଳ ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ…
ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ: ବାୟାବର ଗାଁରେ ଦିଆଗଲା କବର
ବଳଙ୍ଗା,୪।୮: ଜୀବନ ଓ ମୃତ୍ୟୁ ସହ ୧୫ଦିନ ଧରି ସଂଗ୍ରାମ କରିବା ପରେ ବଳଙ୍ଗା ପୀଡ଼ିତା ଶେଷରେ ଆଖି ବୁଜିଛନ୍ତି। ଦିଲ୍ଲୀ ଏମ୍ସରୁ ତାଙ୍କ ମୃତଦେହ ଆସିବା ପରେ ସୋମବାର ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୀଡ଼ିତାଙ୍କ ବାୟାବର ଗାଁ କବରସ୍ତାନରେ…
ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଏହି ୨ ଜଣ ମୁଖ୍ୟ ଖଳନାୟକ: ୨୩ ଦିନ ପରେ ପଦାକୁ ଆସିଲା ସତ
ବାଲେଶ୍ୱର, ୪।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଇଣ୍ଡିଗ୍ରେଟେଡ଼ ବିଏଡ଼ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ ଟିମ l ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଦୁଇ ଜଣ…
ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣା: ସ୍ତ୍ରୀ-ସ୍ବାମୀଙ୍କୁ ବାନ୍ଧିଲା ପୋଲିସ
ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପର ସାହିର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ (୨୮)ଙ୍କୁ ଗତ ବୁଧବାର ସନ୍ଧ୍ୟାରେ ପଡୋଶୀ ଗାଁ ଆଙ୍କୁରା ଝାପା ସାହିର ସୌମ୍ୟରଞ୍ଜନ ଓ ତାଙ୍କ ସ୍ତ୍ରୀ ମିଶି…
କାର୍ଯ୍ୟକାରୀ ହେଉନି, ଘୋଷଣାରେ ସୀମିତ: କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଳମ୍ବିତ
ଭବାନୀପାଟଣା, 4।୮(ଉତ୍ତମ କୁମାର ଦାଶ):କଳାହାଣ୍ଡିରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବିଳମ୍ବ ହେଉଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଗତ ୨୦୧୪ରେ କେବିକେରେ ଦ୍ୱିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଜୁ ଜନତା ଦଳ (ବିଜେଡି)ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା…
୮ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସରୁନି
କର୍ଲାମୁଣ୍ଡା, ୪।୮(ପ୍ରଦୀପ କୁମାର ସାହୁ):ସରକାର ଗର୍ଭବତୀ, ପ୍ରସୂତୀ,ଶିଶୁ ,କିଶୋରୀ ବାଳିକାଙ୍କୁ ଉତ୍ତମ ସେବା ଓ ପରାମର୍ଶ ଯୋଗେଇବା ଉଦ୍ଦେଶ୍ୟରେ ଆବଶ୍ୟକ ମୁତାବକ ପ୍ରତ୍ୟେକ ଗାଁରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି କରିଛନ୍ତି। ତେବେ କେନ୍ଦ୍ର ପରିଚାଳନା ପାଇଁ ସ୍ଥାୟୀ ଗୃହ ପ୍ରତିବନ୍ଧକ ପାଲଟିଛି।…
ପୁରୀ ଯାଉଥିବାବେଳେ ଅଘଟଣ: ଟାଟା ୱିଙ୍ଗରକୁ ଧକ୍କା ଦେଲା ହାଇୱା, ୨୦ ତୀର୍ଥଯାତ୍ରୀ ଆହତ
ସୋନପୁର,୪l୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ନିକଟସ୍ଥ ଝିଙ୍କିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ରାସ୍ତା ପାଶର୍ବରେ ଛିଡ଼ା ହୋଇଥିବା ଟାଟା ୱିଙ୍ଗର ଭ୍ୟାନ(ନଂ ଓଡ଼ି୩୧କେ – ୮୯୧୪)କୁ ପଛପଟୁ ଦ୍ରୁତ ବେଗରେ ଆସୁଥିବା ଏକ ଅଜଣା ହାଇୱା ଧକ୍କା…
କୁଇଶିରା, ଜାମପାଲିରେ ଭିନ୍ନ ଏକ ବାହୁଡା଼ଯାତ୍ରା: ଆଷାଢ଼ ବଦଳରେ ହୁଏ ଶ୍ରାବଣରେ
ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାଧାରଣତଃ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ । ମହାପ୍ରଭୁ ଅଣସରରୁ ଫେରି ନବଯୌବନ ବେଶ ହେବା ପରେ ଜନ୍ମବେଦୀକୁ ନିଜ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ…
Archives


