ଗଞ୍ଜେଇ ଧରି ବସ୍ରେ ଯିବାକୁ କରିଥିଲେ ଅପେକ୍ଷା: ମାଡ଼ି ବସିଲେ ଅବକାରୀ ଅଧିକାରୀ
ଖଡ଼ିଆଳ,୧୭ା୧୦(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ କୋମନା ଥାନା ଅନ୍ତର୍ଗତ କ୍ରିଷ୍ଣା ଛକଠାରେ ଚଢ଼ାଉ କରାଯାଇ ୪ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେ…
ଜମି ଦଖଲକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ୧୮ ଅଭିଯୁକ୍ତ ଗଲେ ଜେଲ, ୪ ପ୍ଲାଟୁନ ଫୋର୍ସ ମୁତୟନ
ଦିଗପହଣ୍ଡି/ପାଟପୁର,୧୭।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ମୂଲ୍ୟବାନ ଜମି ଦଖଲକୁ କେନ୍ଦ୍ରକରି ସିଙ୍ଗପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ବିବାଦୀୟ ଜମିରେ…
ହୁମା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ଠାରେ ଫେରାଦ ହେଲେ ୧୫ ୱାର୍ଡ ସଭ୍ୟ, ଜାଣନ୍ତୁ କାହିଁକି…
ଗଞ୍ଜାମ/ଛତ୍ରପୁର (ବିଦ୍ୟାଧର ସାହୁ, ଦିଲ୍ଲୀପ ସାମଲ ) ୧୭।୧୦ : ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ସରପଞ୍ଚ ଜାନକୀ ଦାସଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ଏନେଇ ଉକ୍ତ ପଞ୍ଚାୟତର ୧୫ ଜଣ ୱାର୍ଡ ସଭ୍ୟ ଶୁକ୍ରବାର ଛତ୍ରପୁର ଉପଜିଲାପାଳ ଶିବାଶିଷ…
ଏହି ଦିନ ବଡ଼ ଧୂମ୍ଧାମରେ ପାଳନ ହେବ ବଲାଙ୍ଗୀର ଦିନ: ଗଠନ ହେଲା ବିଭିନ୍ନ କମିଟି
ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ଗୁରୁବାର ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗୀର ପି.ପି.ଏକାଡେମୀ ସ୍କୁଲଠାରେ ବଲାଙ୍ଗୀର ଦିନ ଆୟୋଜନ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଦିନ ନଭେମ୍ବର ୧ରେ ଧୂମ୍ଧାମରେ ପାଳନ…
‘ଚାଷରେ ଏ ସବୁକୁ ବ୍ୟବହାର କଲେ ଭଲ ହେବ ଫସଲ’, ଉତ୍ତମ ବିହନ ଉତ୍ପାଦନ ଉପରେ ତାଲିମ ଶିବିର
ଭଞ୍ଜନଗର,୧୭।୧୦(ବାବୁଲା ପ୍ରଧାନ): ରାଜ୍ୟ ସରକାର ଏବଂ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧ ଭଞ୍ଜନଗର ସମ୍ମିଳନୀ କକ୍ଷଠାରେ ସୁସ୍ଥ ଓ ଉତ୍ତମ ବିହନ ଉତ୍ପାଦନ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।…
୪୮ ଘଣ୍ଟା ମଧ୍ୟରେ ଆପରାଧିକ ତଥ୍ୟ ପ୍ରକାଶ କରନ୍ତୁ ପ୍ରାର୍ଥୀ: ନିର୍ବାଚନ କମିଶନର
ଭୁବନେଶ୍ୱର,୧୭।୧୦: ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର (EC) ପ୍ରାର୍ଥୀଙ୍କୁ ଶୁକ୍ରବାର ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଦ୍ରିତ…
ସରପଞ୍ଚଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ: ଚରମସୀମାରେ ରାଜନୈତିକ ବିବାଦ
ଗଞ୍ଜାମ,୧୭।୧୦(ଅଖିଳ ତରାଇ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମ ପଞ୍ଚାୟତରେ ରାଜନୈତିକ ଉତ୍ତାପ ବଢ଼ିଚାଲିଛି। ପଞ୍ଚାୟତର ସରପଞ୍ଚ ଜାନକୀ ଦାସଙ୍କ ନେତୃତ୍ୱ ଏବଂ କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ୧୫ ଜଣ ୱାର୍ଡ ସଭ୍ୟ ଏକଜୁଟ ହୋଇ ଅନାସ୍ଥା…
ନାବାଳିକା ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର
କୁଜଙ୍ଗ, ୧୭।୧୦ (ମନୋଜ ପ୍ରଧାନ): ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳରେ ସମ୍ପର୍କୀୟା ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏନେଇ ପୀଡ଼ିତାଙ୍କ ମା’ ବୁଧବାର ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ପୋଲିସ ମାମଲା (ନଂ. ୩୭୮/୨୫ )…
ଗଞ୍ଜାମରେ ୬୯ତମ ଜିଲାସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଆରମ୍ଭ
ଗଞ୍ଜାମ,୧୭/୧୦(ଅଖିଳ ତରାଇ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ପରିସରରେ ଆୟୋଜିତ ୬୯ତମ ଗଞ୍ଜାମ ଜିଲା ବିଦ୍ୟାଳୟ ସମୂହ ଖୋ-ଖୋ ପ୍ରତିଯୋଗିତା-୨୦୨୫ର ଉଦ୍ଘାଟନୀ ଉତ୍ସବ ଆଜି ଭବ୍ୟ ରୂପରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ…
ଗୋଡ଼ାଇ ଗୋଡ଼ାଇ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡ଼ିକୁ ଧରିଲା ପୋଲିସ, ଗାଡି ଭିତରେ ଥିଲା…
ଅମରପାଲି,୧୭।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରୁ ଗୋଟିଏ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ପୋଲିସ ଧରିଛି। ଫ୍ଲିମ ଷ୍ଟାଇଲେ ଉକ୍ତ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିବା ସହିତ ଗାଡିରେ ୫ ଜଣ ଯୁବକ ଥିବା ବେଳେ ୪…
ବାଇକ୍କୁ ପିଟିଲା ଟ୍ରକ: ୨ ଶିଶୁଙ୍କ ସମେତ ଚାଲିଗଲା ୩ ଜଣଙ୍କ ଜୀବନ
କାମାକ୍ଷାନଗର,୧୭।୧୦: ଢେଙ୍କାନାଳ ଜିଲା ମାଳପୁରା ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।…
ଭଡ଼ାଘରେ ଝୁଲିପଡ଼ିଲେ ଯୁବକ, ଘର ଲୋକେ କବାଟ ଖୋଲିବାରୁ…
ବଲାଙ୍ଗୀର,୧୭ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗରରେ ଏକ ଦୁଃଖଦ ଘଟଣା ଘଟିଛି। ସହରସ୍ଥିତ ରାଜୀବ ନଗରପଡ଼ାରେ ରହୁଥିବା ଅମିତ୍ ଭୋଇ(୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର…
Archives


