ଅଢ଼େଇ ବର୍ଷ ହେଲା କାମ ବନ୍ଦ
ସୋନପୁର,୨୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ଦଶନ୍ଧି ବିତି ଯାଉଥିଲେ ମଧ୍ୟ ପ୍ରକଳ୍ପ କାମ ଅସମ୍ପୂର୍ଣ୍ଣ ରହୁଛି। ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀର ବନ୍ୟା ଦାଉରୁ ରକ୍ଷା ପାଇଁ ରିଂରୋଡର ପରିକଳ୍ପନା କରାଯାଇଥିଲା। ୨୦୧୧ ମସିହାରେ…
ସ୍ତ୍ରୀକୁ ପିଟିପିଟି ହତ୍ୟା : ଜେଲ ହାଜତକୁ ଗଲେ ଅଭିଯୁକ୍ତ ସୱାମୀ
ଦେବଗଡ,୨୪।୮(ଶଶାଙ୍କ ଶେଖର ଝାଙ୍କର): ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗରେ ଜେଲ ଗଲେ ସ୍ବାମୀ । ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ପରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ପରା ଗ୍ରାମର ଦୀପକ ମାହାର ତାଙ୍କ ସ୍ତ୍ରୀ ଭାରତୀ…
ଗଞ୍ଜେଇ ଚାଲାଣ ବେଳେ ଆଇନଜୀବୀଙ୍କ ଲୋଗୋ ଲାଗିଥିବା କାର ଜବତ
ଲୋଇସିଂହା,୨୩।୮(ସୁଶାନ୍ତ ବାରିକ)-ବଲାଙ୍ଗୀର ଜିଲା ଲୋଇସିଂହା ପୋଲିସ ପକ୍ଷରୁ ସାଲେଭାଟ-ମୂର୍ଶୁଣ୍ଡି ରାସ୍ତାରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ବେଳେ ଏକ କାର ଧରାପଡିଛି। ଲୋଇସିଂହା ପୋଲିସ ପ୍ରାୟ ୧୨ କିମି ଗୋଡ଼ାଇ ସମ୍ପୃକ୍ତ ଗାଡ଼ିକୁ ଧରିଛି। ଫେରାର ଚାଲାଣକାରୀଙ୍କୁ ପୋଲିସ ଧରିବାକୁ ଉଦ୍ୟମ…
ମହାବୀର ପର୍ବତ ଗଲା ଗୋଠଛଡା ଦନ୍ତା
କୁତ୍ରା,୨୩ା୮(ଦେବାଶିଷ ସାହୁ): କୁତ୍ରା ବ୍ଲକ ଅଧୀନ ବଡ଼ଗାଁ ଫରେଷ୍ଟ ରେଞ୍ଜର ବିଭିନ୍ନ ଗ୍ରାମରେ ଶୁକ୍ରବାର ୨୫ ଟିକିଆ ହାତୀ ଝାଡ଼ଖଣ୍ଡ ପଟୁ ଆସି ମହାବୀର ପାହାଡ ପଟକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ଯାଇନପାରି ଗୋଠ ଛଡା ହୋଇ ଗାଁ ମଧ୍ୟରେ…
ନୂଆଖାଇ ପାଇଁ ତିହାରି ହାଟାର ଗ୍ରାହକଙ୍କ ଭିଡ
ରିଷିଡ଼ା,୨୩ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ରିଷିଡ଼ାଠାରେ ନୂଆଖାଇ ପାଇଁ ଶନିବାର ବସିଥିବା ତିହାରି ହାଟ ଚଳଚଞ୍ଚଳ ହୋଇପଡିଥିଲା। ବିଭିନ୍ନ ସାମଗ୍ରୀ କିଣିବା ଲାଗି ଏଠାରେ ଲୋକଙ୍କ ଗହଳି ଲାଗିଥିଲା। କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳ ଜିଲା ସୀମାନ୍ତରେ ଥିବା ହାଟରେ ନୂଆଧାନ,…
ଏସ୍ପି ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ: ପେଟ୍ରୋଲ, ଦିଆସିଲି ଜବତ
ଢେଙ୍କାନାଳ,୨୩।୮: ଢେଙ୍କାନାଳ ଏସ୍ପି ଅଫିସ ପରିସରରେ ଶନିବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ହେଲେ ଅଘଟଣ ପୂର୍ବରୁ ପୋଲିସ ମହିଳାଙ୍କୁ କାବୁ କରିବା ସହ ପେଟ୍ରୋଲ ବୋତଲ ଏବଂ ଦିଆସିଲି ଜବତ କରିଛି। ଏସ୍ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା କରାଯାଉଛି।…
ପ୍ରବୀଣଙ୍କୁ ଝୁରୁଛି ଘରୋଇ ବସ ମାଳିକ ସଂଘ
ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଘରୋଇ ବସ ମାଳିକ ସଂଘ ପକ୍ଷରୁ ଶନିବାର ଅପରାହ୍ନରେ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ସ୍ୱର୍ଗତ ଖମାରୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ଘରୋଇ ବସ ମାଳିକ ସଂଘର ସଭାପତି ପ୍ରବୋଧ ରଥ…
୧୦୪ ବୋତଲ କଫ ସିରପ ଜବତ: ତିନି ଅଭିଯୁକ୍ତଙ୍କୁ ଗିରଫ କଲା ଅବକାରୀ ବିଭାଗ
ବଲାଙ୍ଗୀର,୨୩।୮:(ସୁନିଲ ମହାନ୍ତି): ବଲାଙ୍ଗୀର ସହର ତାଲପାଲି ପଡାରେ ଅବକାରୀ ବିଭାଗ ପକ୍ଷରୁ ଶନିବାର ନିଶା ବେପାରୀଙ୍କ ଆଡ୍ଡା ସ୍ଥଳୀରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ କଫ ସିରଫ ସହିତ ତିନି ଅଭିଯୁକ୍ତଙ୍କୁ ବେଆଇନ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଗିରଫ…
ତିଖାଲି ଡ୍ୟାମ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ
ଖଡ଼ିଆଳ,୨୩ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ତିଖାଲି ଡ୍ୟାମ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ଗତ ୨ଦିନ ଧରି ଏଠାରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଫଳରେ ତିଖାଲି ଡ୍ୟାମ୍ରେ ଜଳସ୍ତର…
ଅଧ୍ୟାପକ କର୍ମଚାରୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ
ଖଡ଼ିଆଳ,୨୩ା୮(ସୁଜିତ କୁମାର ପ୍ରଧାନ): ରାଜ୍ୟ ସଂଘ ଆହ୍ବାନକ୍ରମେ ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟାପକ କର୍ମଚାରୀ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଏଥିରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ କଲେଜର ୩୦ରୁ ଊର୍ଦ୍ଧ୍ବ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ…
ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଖୋର୍ଦ୍ଧା,୨୩ା୮: ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ମାରିଛନ୍ତି ଦୁର୍ବୃତ୍ତ। ଜଟଣୀ ଥାନା ମୋ’ ଜଟଣୀ ଛକ ନିକଟରେ ଏପରି ମରଣାନ୍ତକ ଆକ୍ରମଣ ହୋଇଛି। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିବାବେଳେ…
କାଶୀନଗର ବ୍ଲକର ସମସ୍ୟା, ବିକାଶମୂଳକ କାର୍ଯ୍ୟଧାରା ଉପରେ ବିଧାୟକଙ୍କ ଆଲୋଚନା
ଗଜପତି,୨୩ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା କାଶୀନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ। ଏହି ଆଲୋଚନା ସମୟର ବିଧାୟକଙ୍କ ସହ ଜିଲାପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା…
Archives


