ଆମ ଜିଲା ଖବର

୨ କାର ମୁହାଁମୁହିଁ ଧକ୍କା : ସ୍ବାମୀ, ସ୍ତ୍ରୀଙ୍କ ଜୀବନ ଗଲା, ୪ ଗୁରୁତର

ଭାପୁର,୨୨।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ଥାନା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଜରିପାଳ ନିକଟରେ ଶନିବାର ଅପରାହ୍ନରେ ୨ଟି କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ(୭୩) ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତ୍ତିଙ୍କ…

ଗାଁ ଛାଡ଼ି ଯାଉନାହାନ୍ତି ହାତୀପଲ

ଔପଦା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି। ଗତ ୪/୫ଦିନ ହେବ କୁଲଡ଼ିହା ଅଭୟାରଣ୍ୟରୁ ହାତୀମାନେ ପାହାଡ଼ ତଳକୁ ଆସି ରାତିରେ ଆଦିବାସୀ ଅଧ୍ୟୁଷିତ ଗଡ଼ସାହି ଗ୍ରାମରେ ପଶି…

ମିଳିଲାନି ଗୃହରକ୍ଷୀ ଚାକିରି: ଏସ୍‌ପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋନପୁର,୨୨।୬(ନି.ପ୍ର.): ଗୃହରକ୍ଷୀ ଚାକିରି ନ ମିଳିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ମାଣିକପୁର ଗ୍ରାମର ଚମୁରୁ ହାତୀଙ୍କ ପୁଅ ଗୁପ୍ତେଶ୍ୱର(୩୨) ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୋଲିସ ଅଫିସ ତଥା ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗୁପ୍ତେଶ୍ୱର ନିଜ…

ବର୍ଷା ହେଲେ ବିଜୁଳି ସେବା ବନ୍ଦ

ବଇଣ୍ଡା,୨୨।୬(ଡି.ଏନ.ଏ.)-ସାମାନ୍ୟ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଜୁଳି ସେବା ବନ୍ଦ କରି ଦିଆଯାଉଛି। ଫଳରେ କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ନତଡ଼ା, ଢଡରପାଳ ଆଦି ଗ୍ରାମର ବାସିନ୍ଦାମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ସାମାନ୍ୟ ପବନ ବୋହିଲେ…

ବିବାହ ଉତ୍ସବ ପାଲଟିଲା ଶୋକାକୁଳ ପରିବେଶ : ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ଜୀବନ ଗଲା

ରୂପ୍‌ସା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଛାନୁଆ ପଞ୍ଚାୟତ ଅନ୍ତର୍ଗତ ସୋଲପଟା ବଗଚରା ଗ୍ରାମରେ ଶନିବାର ଏକ ବିବାହ ଭୋଜି ଧୁମ୍‌ଧାମ୍‌ରେ ଚାଲିଥିବା ବେଳେ ଘଟିଛି ଏକ ଦୁଃଖଦ ଘଟଣା। ଭୋଜିରେ ଯୋଗ ଦେବାକୁ ଆସିଥିବା ୨ ନାବାଳିକା ଘରପାଖ…

ରାସ୍ତାକଡ଼ରୁ ପେଟିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ, ୨୨।୬: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଦାଣ୍ଡବାସୁଳି ମନ୍ଦିର ନିକଟରୁ ଶନିବାର ପୂର୍ବାହ୍ନରେ ଏକ ପେଟି ଭିତରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି…

କର୍ମଚାରୀଙ୍କୁ ତାଗିଦା କଲେ ବିଧାୟକ: ପିସିମୁକ୍ତ ବ୍ଲକ ଗଠନ ପାଇଁ ଉଦ୍ୟମ ଆରମ୍ଭ

ହାଟଡିହୀ,୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ହୁସିଆର ହୋଇ ଠିକ ରୂପେ କାର୍ଯ୍ୟ କରିବାକୁ କହିଛନ୍ତି । ଆୟୋଜିତ ଏକ ବୈଠକରେ ବିଧାୟକ ସରକାରୀ ଯୋଜନାର ସଫଳ ରୂପାୟନ…

ଜନଗଣନା ତାଲିକାରେ ବିଭ୍ରାଟ: ବଢ଼ୁଛି ଅସନ୍ତୋଷ, ବିଧାୟକ ଦୃଷ୍ଟି ଦେବାକୁ ଦାବି

ହାଟଡିହୀ, ୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଜନଗଣନା ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜମ୍ଭିରା ପଞ୍ଚାୟତରେ ଲୋକମାନେ ହୋ ହଲ୍ଲା କରିବା ସହ ତାଲିକାରେ ବିଭ୍ରାଟ ଥିବା ନେଇ ସରପଞ୍ଚଙ୍କୁ ପଚାରିଛନ୍ତି । ଗତବର୍ଷ…

୫ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଆର୍‌ସିସି ଓ ଏବିଇଓଙ୍କ ବଦଳି

ହାଟଡିହୀ,୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରୁ ୫ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳି ହୋଇଛନ୍ତି ା କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତାମଣି ଦାସ ଓ ବିଶ୍ୱନାଥ ବଦ୍ରା ଆନନ୍ଦପୁର, ରମେଶ ଚନ୍ଦ୍ର ମାଝୀ ଓ ଚନ୍ଦ୍ରଶେଖର ସୋରେନ୍‌ ବାଆଁଶପାଳ, ବ୍ୟାସଦେବ ନାୟକ…

ଅଣସରରେ ଠାକୁର : ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ, ୨ରେ ନବଯୌବନ ଦର୍ଶନ

ବାଲିଗୁଡ଼ା,୨୨।୬(ଡି.ଏନ୍‌.ଏ.): ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଗତ ୧୭ ତାରିଖଠାରୁ ଅଣସର ଘରେ ରଖାଯାଇଛି। ଅତ୍ୟଧିକ ସ୍ନାନ ଯୋଗୁ ବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଅସୁସ୍ଥ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ଲାଗି ସେବାୟତମାନେ ଅଣସର ଘରେ ଗୁପ୍ତ ସେବାକାର୍ଯ୍ୟ ଜାରି…

କୃଷି ସରଞ୍ଜାମ ମହଜୁଦ ସମ୍ପର୍କରେ ଯାଞ୍ଚ କଲେ ଜିଲାପାଳ

ଶେରଗଡ଼,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗସ୍ତରେ ଆସି ଶୁକ୍ରବାର ଜିଲାପାଳ ବ୍ଲକ କାର୍ଯ୍ୟ ସମୀକ୍ଷା କରିଥିଲେ। ଏଥିସହ କୃଷି ସରଞ୍ଜାମ ଯଥା ସାର, ବିହନ ଠିକଭାବେ ମହଜୁଦ ଅଛି ନା ନାହିଁ ପଚାରି ବୁଝିଥିଲେି। ଏ ନେଇ ଶନିବାର ବ୍ଲକ କୃଷି…

ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶିତ: ବାଣିଜ୍ୟରେ ବିଶ୍ୱଜିତ୍‌ ମୁଖୀ ଜିଲା ଟପ୍ପର

ବାଲିଗୁଡ଼ା,୨୨ା୬ (ଡି.ଏନ୍‌.ଏ.): ଚଳିତବର୍ଷ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ କନ୍ଧମାଳ ଜିଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଛାତ୍ର ବିଶ୍ୱଜିତ୍‌ ମୁଖୀ ୪୯୦ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲାରେ ଟପ୍ପର ହୋଇଛନ୍ତି। ସେ ୮୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?