ଏସ୍ଏଚଜିରୁ ୫ ଲକ୍ଷ ଟଙ୍କା ଠକେଇ
ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ରୂପ୍ସା ଥାନା ବାଖରାବାଦ ଅଞ୍ଚଳର ଶିବବାବା ଏସ୍ଏଚ୍ଜି(ସ୍ବୟଂ ସହାୟକ ଗୋଷ୍ଠୀ) ଏବଂ ଲକ୍ଷ୍ମୀନାରାୟଣ ଏସ୍ଏଚଜିର ସଦସ୍ୟା ଥିବା ଜଣେ ମହିଳା ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଉଭୟ ଗୋଷ୍ଠୀ ମହିଳାମାନେ…
କଣ୍ଟେନର ଓଲଟି ୨୨ ଗୋରୁ ମୃତ
ଜଳେଶ୍ୱର, ୧୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନାଞ୍ଚଳ ମଧ୍ୟ ଦେଇ ଯାଇଥିବା ୬୦ ନଂ. ଜାତୀୟ ରାଜପଥରେ ଗୋରୁ ମାଫିଆମାନେ ପ୍ରତ୍ୟହ ଶହଶହ କଣ୍ଟେନର, ଟ୍ରକ ଏବଂ ପିକ୍ଅପ ମାଧ୍ୟମରେ ଗୋରୁ ଓ ଗୋମାଂସ ବୋଝେଇ କରି ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ କରୁଛନ୍ତି।…
ଦିନକର କାହାଣୀ :ସଭିଏ ଲାଗନ୍ତି ଆପଣାର
ବାହାନଗା, ୧୬।୭(ଡି.ଏନ.ଏ.)-ଏକାକୀ ଚାଲିବାର ସଂକଳ୍ପ ନେଇ ଜୀବନରେ କର୍ମପ୍ରବଣତାକୁ ଆଦରି ନେଇଛନ୍ତି କାଳେନ୍ଦ୍ରୀ ମାଝି (୪୪)। ସରଳ, ସାଦାସିଧା ଓ ମେଳାପି ସ୍ବଭାବର ହୋଇଥିବାରୁ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି କାଳି । ପର ଆପଣାର ଭାବ ନାହିଁ। ଅନ୍ୟର ଦୁଃଖସୁଖରେ…
ଅସୁସ୍ଥ ସ୍ବାମୀଙ୍କୁ ମେଡିକାଲରୁ ପାଇଲେନି ସ୍ତ୍ରୀ
ପାତ୍ରପୁର,୧୬ା୭(ଡି.ଏନ୍.ଏ.)-ଜରଡ଼ା ଥାନା ଅନର୍ଗତ ପାତ୍ରପୁର ଗ୍ରାମ ସାଗର ସାହିର ତ୍ରିନାଥ ସୁବୁଦ୍ଧି ଜ୍ୱରରେ ପୀଡିତ ଥିବାରୁ ରବିବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ତ୍ରୀ ସୁମିତ୍ରା ପାଖରେ ଥିଲେ। ରାତିରେ ସୁମିତ୍ରା ସ୍ବାମୀଙ୍କ ବେଡ ପାଖରେ ଶୋଇ ଯାଇଥିଲେ।…
ଭାରିଯାନ ଚଳାଚଳ ବନ୍ଦ ଦାବି :ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ଆଲୋଚନା ବୈଠକ
ଛତ୍ରପୁର,୧୬ା୭(ଡି.ଏନ.ଏ)-ଛତ୍ରପୁର ବ୍ଲକ କାଳିଆବାଲି ଛକଠାରୁ ମାଟିଖାଲ ରାସ୍ତାରେ ଗୋପାଳପୁର ପୋର୍ଟର ଭାରୀଯାନ ଚଳାଚଳ ବନ୍ଦ ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଶନିବାର ଲୋକେ ରାସ୍ତା ଅବରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ସୋମବାର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ…
ବିଏସ୍ଏନ୍ଏଲ୍ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ
ଭଞ୍ଜନଗର,୧୬।୭(ଡି.ଏନ.ଏ)-କର୍ମଚାରୀଙ୍କ ୬ମାସର ବକେୟା ଦରମା ପ୍ରଦାନ, ଚାକିରି ନିୟମିତ କରିବା ଆଦି ଦାବିନେଇ ରାଜ୍ୟବ୍ୟାପୀ ବିଏସ୍ଏନ୍ଏଲ୍ ଅସ୍ଥାୟୀ କର୍ମଚାରୀମାନେ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେବା ପ୍ରଭାବିତ ହେବା ଆଶଙ୍କାରେ ବିଏସଏନଏଲର ଉଚ୍ଚ କର୍ତ୍ତୃପକ୍ଷ, କର୍ମଚାରୀ ସଂଘର ରାଜ୍ୟ କର୍ମକର୍ତ୍ତା ଏବଂ…
ପ୍ରଥମ ଦିନରେ ନାମ ଲେଖାଇଲେ ୧୩୬ ଛାତ୍ରୀଛାତ୍ର
ବ୍ରହ୍ମପୁର ଅଫିସ୍,୧୬ା୭-ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତ୍ର ୧୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ସାମ୍ସ ୱେବ୍ସାଇଟ୍ରୁ ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ନାମଲେଖା ଶେଷ…
ମା’ ଭଳି ମାତୃଭାଷାକୁ ଆଦର କର
ବ୍ରହ୍ମପୁର ଅଫିସ୍,୧୬ା୭-ଦିନ ଥିଲା, ବ୍ରହ୍ମପୁର ସହରସ୍ଥିତ ବିଦ୍ୟାଳୟଗୁଡ଼ିକରେ ପ୍ରଥମଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରୀଛାତ୍ର ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିଲେ । ହେଲେ ଇଂଲିଶ ମାଧ୍ୟମର ଗୁରୁତ୍ୱ ଏବଂ ଆବଶ୍ୟକତା ଅନୁଯାୟୀ ତେଲୁଗୁ ପାଠ୍ୟ ପୁସ୍ତକ ନ ମିଳିବାରୁ…
ବର୍ଷା ଆସିଲେ ଡରୁଛନ୍ତି ୧ ନମ୍ବର ୱାର୍ଡ଼ବାସୀ
ନୟାଗଡ଼ ଅଫିସ,୧୬।୭- ବର୍ଷା ଆସିଲେ ଡରୁଛନ୍ତି ନୟାଗଡ଼ ୧ ନମ୍ବର ଓ୍ବାର୍ଡବାସୀ। ସୋମବାର ଅପରାହ୍ନରେ ଦୁଇଘଣ୍ଟା ବର୍ଷାରେ ପୁଣି କଲବଲ ହୋଇଛନ୍ତି ସେମାନେ। ପାଣି ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ବର୍ଷାଜଳ କେଉଁଆଡ଼େ ନ ଯାଇ ସେଠାରେ ଜମି ରହିଥିଲା। ଫଳରେ…
ପୃଥକ ବିଦ୍ୟୁତ୍ ଦୁର୍ଘଟଣା: ଲାଇନ୍ମ୍ୟାନ୍ ମୃତ, ଶ୍ରମିକ ଗୁରୁତର
ନୟାଗଡ଼ ଅଫିସ,୧୬ା୭-ନୟାଗଡରେ ସୋମବାର ପୃଥକ ସ୍ଥାନରେ ବିଦ୍ୟୁତ୍ ଦୁର୍ଘଟଣାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନୟାଗଡ଼ ପୁରୁଣା ସହରର ଜଣେ ଲାଇନ୍ମ୍ୟାନ୍ଙ୍କ ମୃତ୍ୟୁ ଘଟିଥିବାବେଳେ ଶରଣକୁଳ ଥାନା ଗୋଡ଼ିପଡ଼ା ଧୁସୁମା ଗ୍ରାମର ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।…
ସବ୍ଜେଲ ସ୍ଥାନାନ୍ତର ପ୍ରତିବାଦ୧୨ଘଣ୍ଟିଆ ଦଶପଲ୍ଲା ବନ୍ଦ ପାଳନ
ଦଶପଲ୍ଲା,୧୬।୭(ଡି.ଏନ୍.ଏ.)-ଦଶପଲ୍ଲାର ପୁରାତନ ଉପକାରାଗାର ସ୍ଥାନାନ୍ତର ପ୍ରକ୍ରିୟାକୁ ଦଶପଲ୍ଲାବାସୀ ଘୋର ବିରୋଧ କରିଛନ୍ତି। ଦୀର୍ଘ ୧୧୦ ବର୍ଷର ପୁରୁଣା ଏହି ଉପକାରାଗାରକୁ ସରକାର ନୟାଗଡକୁ ସ୍ଥାନାନ୍ତର କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିରୋଧ କରି ଦଶପଲ୍ଲା ଜେଲ ସୁରକ୍ଷା କ୍ରିୟାନୁଷ୍ଠାନ…
ସବୁଜ ମହାନଦୀ ଗଣଦୌଡ଼ଗଛ ବିନା ଜୀବନ ବଞ୍ଚତ୍ବା କଷ୍ଟସାଧ୍ୟ
ଗଣିଆ,୧୬ା୭(ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ତରଫରୁ ଗଣିଆ ବନାଞ୍ଚଳରେ ସୋମବାର ସବୁଜ ମହାନଦୀ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ। ସକାଳୁ ଗଣିଆସ୍ଥିତ ରାମମନ୍ଦିର ସମ୍ମୁଖରୁ ଗଣଦୌଡ…

