ଆମ ଜିଲା ଖବର

ବୈଜ୍ଞାନିକ ମନୋଭାବ ଦିବସ: ଅନ୍ଧବିଶ୍ୱାସ ବିରୋଧରେ ଲଢ଼େଇ ଲାଗି ଆହ୍ବାନ

ବ୍ରହ୍ମପୁର ଅଫିସ,୨୦।୮: ସମାଜ ସଂସ୍କାରକ, ହେତୁବାଦୀ ଓ ମନନବାଦୀ ଡ. ନରେନ୍ଦ୍ର ଡାଭୋଲକରଙ୍କୁ ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ହତ୍ୟା କରାଯାଇଥିଲା। ମୌଳବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଏଣୁ ମନନବାଦୀ ଏବଂ ହେତୁବାଦୀ ସଂଗଠନଗୁଡ଼ିକ ପକ୍ଷରୁ ଏହି ଦିନକୁ ଜାତୀୟ…

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ: ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି

ମାଧପୁର,୨୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ କମ୍ପ୍ଲଲା ପଞ୍ଚାୟତ ଛେପ୍ରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦ୍ରୌପଦୀ ବୁଡାଏକ (୨୮)। ସେ ଶୋଇଥିବା ସମୟରେ ଏପରି ଘଟିଥିଲା। ପରେ…

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ବାଗଡ଼ିଆ-ଛେଣ୍ଡିପଦା ରାସ୍ତା ଅବରୋଧ

ଛେଣ୍ଡିପଦା,୨୦।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ବାଗଡ଼ିଆ ବଡ଼ଯୋରା ନିକଟରେ ଜଣେ ମହିଳାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ଟାଙ୍ଗିର ପଞ୍ଚାୟତ ପାଣପଶିର ମିଶ୍ର ମାଝୀଙ୍କ ସ୍ତ୍ରୀ ଲଳିତା ବୋଲି ଜଣାପଡିଛି। ପ୍ରକାଶ ଯେ, ଲଳିତା ସୋମବାର ସନ୍ଧ୍ୟାରେ ବାଗଡ଼ିଆରୁ…

ସମଲ ଥାନା ଅଞ୍ଚଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ତାଳଚେର,୨୦।୮(ନି.ପ୍ର.): ଅନୁଗୋଳ ଜିଲା ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ଇଟାଭାଟି ପାଖରେ ଥିବା ଏକ ଗଛ ମୂଳରୁ ମଙ୍ଗଳବାର ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଶିଶୁଟି ଜନ୍ମହେବା ପରେ କେହି ତାକୁ ସେଠାରେ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ଶିଶୁର କାନ୍ଦ…

ମାର୍ଥାପୁରରେ ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ଏସଡିପିଓ, ତହସିଲଦାରଙ୍କ ଯୁଗ୍ମ ତଦନ୍ତ ,୬ ଲକ୍ଷ ଟଙ୍କା କ୍ଷତିପୁରଣ ସୁପାରିଶ

ଯାଜପୁର ଅଫିସ,୨୦।୮- ଯାଜପୁରରୋଡ ଥାନା ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଓ ଘରପୋଡି ଅଭିଯୋଗ ଘଟଣା ଏବେ ଭିନ୍ନ ମୋଡ ନେଇଛି। ଯାଜପୁରରୋଡ ଥାନାରେ ୧୪୭/ ୧୪୮/ ୩୨୩/ ୨୯୪/ ୩୨୪/ ୩୫୪/ ୧୪୯, ଆଇପିସି ଏବଂ…

ବିଷାକ୍ତ ଛତୁ ଖାଇ ୧୪ରୁ ଊର୍ଦ୍ଧ୍ୱ ଅସୁସ୍ଥ

ରସୁଲପୁର,୨୦।।୮(ଡିଏନଏ)- ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ହାଟସାହି ଗ୍ରାମରେ ବିଷାକ୍ତ ଛତୁ ଖାଇ ୩ ପରିବାରର ୧୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇ ଧର୍ମଶାଳା ଓ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପ୍ରକାଶ ଯେ ଏହି ଗ୍ରାମର ସୁକୁଟା…

ଶୁଣିଲାନି ପ୍ରଶାସନ: ଜମିରୁ ବର୍ଷାଜଳ ନିଷ୍କାସିତ କଲେ ଚାଷୀ

ବିିଞ୍ଝାରପୁର,୨୦।୮ (ଡି.ଏନ.ଏ)- ବିଞ୍ଝାରପୁର ଅଞ୍ଚଳରେ ଗତ ସପ୍ତାହରେ ୩୦୦ ମି.ଲି.ରୁ ଊର୍ଦ୍ଧ୍ୱ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ଘଣ୍ଟିଆଳି- ଗୁହାଳୀ ଅଞ୍ଚଳ ଚାଷଜମିରେ ବର୍ଷାଜଳ ଜମି ରହିଥିବାରୁ ଧାନ ଫସଲ ପ୍ରଭାବିତ ହୋଇଥିଲା। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଚାଷୀମାନେ…

ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପରିବେଷଣରେ ଅନିୟମିତତା: ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟରେ ଝୁଲୁଛି ତାଲା

ରସୁଲପୁର,୨୦।୮(ଡିଏନଏ)- ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମସ୍ଥିତ ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପରିବେଷଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଶନିବାର ଏହି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଓ ଅଣ୍ଡା ଦିଆଯାଉ ନାହିଁ। ଏପରିକି ନିର୍ଦ୍ଧାରିତ…

ଧର୍ମଶାଳା ବ୍ଲକରେ ଆର୍ଥିକ କେଳେଙ୍କାରୀ: କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଦେଣନେଣ ଉପରେ ଆପତ୍ତି

ଯାଜପୁର ଅଫିସ,୨୦।୮- ଯାଜପୁର ଜିଲାର ସର୍ବାଧିକ ସରକାରୀ ରାଜସ୍ବ ଆଦାୟ ହେଉଥିବା ଧର୍ମଶାଳା ପଞ୍ଚାୟତ ସମିତି (ବ୍ଲକ)ରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇଛି। ଏହି ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହେରାଫେରି ଯୋଗୁ ୨୦ଲକ୍ଷ ୯୩ ହଜାର ୭୮୮ ଟଙ୍କା…

ଜାରକାରେ ସେକ୍ସ ରାକେଟ ଠାବ: ରାଣୀ ମହୁମାଛି ସହ ୬ କୋର୍ଟଚାଲାଣ,ଜଣେ ଯୁବତୀ ଉଦ୍ଧାର

ଧର୍ମଶାଳା,୨୦।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଧୀନ ଜାରକା ଜଗନ୍ନାଥ ବିହାର ଅଞ୍ଚଳର ଏକ ଭଡ଼ାଘରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ପୋଲିସ ରବିବାର ରାତିରେ ଠାବ କରିଛି। ଏହି ଘଟଣାରେ ଜଣେ ରାଣୀମହୁମାଛି, ୨ ଦଲାଲ ସହ ୩ ଗ୍ରାହକଙ୍କୁ ଗିରଫ କରି ସୋମବାର…

ବୈତରଣୀରେ ପ୍ରଥମ ବନ୍ୟାଜଲ ପ୍ରବେଶ

କୋରେଇ,୨୦ା୮(ସ୍ବ.ପ୍ର.)- ବୈତରଣୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଲିମିଟର ଥିବା ବେଳେ ଖବର ଲେଖା ହେବା ବେଳକୁ ବନ୍ୟାଜଳ ୧୭.୭୮ମିଟରେ ପ୍ରବାହିତ ହୋଇଥିଲା। ରାତି ସୁଦ୍ଧା ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା…

ବ୍ୟାସନଗର ପୌରାଞ୍ଚଳରେ ପ୍ରଥମ ଜନଶୁଣାଣି

ଯାଜପୁର ରୋଡ,୨୦୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ସଭା ଗୃହରେ ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମିନାଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ପୌର ପରିଷଦରରେ ପ୍ରଥମ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?