ଆମ ଜିଲା ଖବର

ମହିଳାଙ୍କ ମୁଣ୍ଡ କାଟି ହତ୍ୟା

ଠାକୁରମୁଣ୍ଡା, ୮ା୯(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ମିରିଗିନେଣ୍ଡି ପଞ୍ଚାୟତର ପଟୁଳିଡ଼ିହି ବନ୍ଧସାହିରେ ଶୁକ୍ରବାର ରାତିରେ ଘରେ ଏକୁଟିଆ ଥିବା ଜଣେ ବିଧବା ମହିଳାଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଘରଠାରୁ ୧୦୦ ମିଟର ଦୂରରୁ ମହିଳାଙ୍କ ଗଣ୍ଡି…

କିଡ୍‌ନୀ ରୋଗରେ ପୁଣି ୨ ଜୀବନ ଗଲା

କୁଆମରା, ୮ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ୫ ଘଣ୍ଟା ଅନ୍ତରରେ ଦୁଇ ଜଣଙ୍କ ଜୀବନଦୀପ ଲିଭିଯିବା ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସତେଯେମିତି ଅଭିଶପ୍ତ ପାଲଟିଛି ଏହି ଗ୍ରାମ। ଗ୍ରାମରେ…

ନିମ୍ନମାନର ଖାଦ୍ୟକୁ ବିରୋଧ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା

ବାରିପଦା ଅଫିସ,୮ା୯- ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରସୂତି, ଗର୍ଭବତୀ ଓ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ହେଲେ ମୋରଡା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ମୋରଡା…

ବିଜେଡିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ପରାଜୟର କାରଣ ଗୋଷ୍ଠୀ କନ୍ଦଳ’

ବାରିପଦା ଅଫିସ,୮ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ନିର୍ବାଚନୀ ଫଳାଫଳ ଭଲ କରୁଥିବା ବେଳେ ମୟୂରଭଞ୍ଜ ଜିଲାରେ କିନ୍ତୁ ଓଲଟା। ଜିଲାରେ ତୃଣମୂଳସ୍ତରରେ ଭାଜପାର ସଙ୍ଗଠନ ମଜଭୁତ ନ ଥିଲେ ମଧ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନଠାରୁ ଦଳ ଶାସକ ବିଜେଡିକୁ…

ଲୁଚିଯାଉଛି ପ୍ରତ୍ନବିଭବ

ଖଇରା, (ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ଗଁ। ମଝିରେ ରହିଛି ଏଭଳି ଏକ ପ୍ରାଚୀନ ମନ୍ଦିର, ଯାହାକୁ ବେଢ଼ିରହିଛି ଏକ ବରଗଛ। ବାହାରକୁ ମନ୍ଦିରର କେତେକ ଶିଳାଖଣ୍ଡ କେବଳ ଦୃଶ୍ୟମାନ ହେଉଛି। ମନ୍ଦିରର ଉଚ୍ଚତା ପ୍ରାୟ ୮ଫୁଟ…

ନକଲି ମଦ କାରଖାନା ଠାବ, ୪ ଅଟକ

ଦିଗପହଣ୍ଡି,୭ା୯(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ କୈଠଖଣ୍ଡି ପଞ୍ଚାୟତ ବିରପାଟଣା ଗ୍ରାମ ନିକଟ ଏକ କୁକୁଡ଼ା ଫାର୍ମ ଭିତରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ କରିଛି। ଏଠାରୁ ବିପୁଳ ପରିମାଣର ହାତ ରନ୍ଧା…

ଖୋଜାପଲ୍ଲୀରେ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ,୭।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ଏଥିରେ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬) ଗୁରୁତର ଆହତ ହୋଇଛନ୍ତି। ନୀଳକଣ୍ଠ ସନ୍ଧ୍ୟା ପ୍ରାୟ ୭ଟାରେ ଗଁା ଦାଣ୍ଡରେ ଛିଡା ହୋଇଥିଲେ। ବାଇକରେ…

ନିଅଁ ଖୋଳା ଗାତରେ ପଡ଼ି ଦେଢ଼ବର୍ଷର ଶିଶୁମୃତ

କାମାକ୍ଷାନଗର,୭।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କେରଜୋଳି ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଘର ନିର୍ମାଣ ପାଇଁ ଖେଳାଯାଇଥିବା ନିଅଁ ଗାତରେ ପଡ଼ି ଜଣେ ଦେଢ଼ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁନା ପଲେଇଙ୍କ ଝିଅ ପ୍ରିୟସିନି। ଅପରାହ୍ନରେ ପ୍ରିୟସିନି…

ସ୍କୁଟି ଚାଳିକାଙ୍କୁ ୧୩ ହଜାର ଜରିମାନା

ଭଦ୍ରକ ଅଫିସ, ୭।୯ – ଭଦ୍ରକ ବାଇପାସ୍‌ ୟୁନାନି ହସ୍ପିଟାଲ ରାସ୍ତାରେ ସ୍କୁଟି ଚଳାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ୧୩ ହଜାର ଟଙ୍କା ଜରିମାନା ଦେବାକୁ ଜିଲା ପରିବହନ ବିଭାଗ ପକ୍ଷରୁ ରସିଦ୍‌ ପ୍ରଦାନ କରାଯାଇଛି। ତାଙ୍କର ଇନସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ…

ସ୍ବାସ୍ଥ୍ୟକେନ୍ଦ୍ରରୁ ବାଇକ୍‌ ଚୋରି ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ

ରୂପ୍‌ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଜଣେ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଶନିବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ…

ଟ୍ରାଫିକ ନିୟମ କୋହଳ କରିବାକୁ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବାଲେଶ୍ୱର ଅଫିସ, ୭।୯-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୋଦିତ ନୂତନ ସଂଶୋଧିତ ଟ୍ରାଫିକ ଜରିମାନା ବ୍ୟବସ୍ଥାକୁ ଛାତ୍ରୀଛାତ୍ରମାନଙ୍କ ପ୍ରତି କିଛି ପରିମାଣରେ କୋହଳ କରିବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ…

ଅଙ୍ଗନୱାଡ଼ି ଶିଶୁଙ୍କ ଜଳଖିଆରେ ପୋକ

ରୂପ୍‌ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ଶନିବାର ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବାରୁ ଉତ୍ତେଜନା ଦେଖାଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ, ଅଭିଭାବକ କେନ୍ଦ୍ର ସମ୍ମୁଖରେ ହୋହଲ୍ଲା କରିଥିଲେ। ଜଳଖିଆ ଦାୟିତ୍ୱରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?