ପୁରୁଣା ଜିମ୍ନାସିୟମ ଏବେ ଖାଁ ଖାଁ
କୋରାପୁଟ,୧।୫(ସ୍ବ.ପ୍ର.): ସୋମବାର ଅପରାହ୍ନରେ କାଳବୈଶାଖୀର ୫୦ ମିନିଟ କୋରାପୁଟ ସହରକୁ ଏକପ୍ରକାର ଛିନଛତ୍ର କରିଦେଇଛି। ୧୮ ଘଣ୍ଟା ପରେ ସହରରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି। ବିଦ୍ୟୁତ ବିଭାଗ କର୍ମଚାରୀ ସୋମବାର ରାତିରେ ଲାଇଟ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା…
ବାତ୍ୟା ‘ଫନୀ’କୁ ନେଇ ଲୋକେ ଭୟଭୀତ
ଗଞ୍ଜାମ,୧ା୫(ଡି.ଏନ୍.ଏ.): ସାମୁଦ୍ରିକ ଝଡ଼‘ଫନୀ’କୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗଞ୍ଜାମ ବ୍ଲକ ଗୋଡ଼ମପେଟା, କଣ୍ଟିଆଗଡ଼, ଗୋଖରକୁଦା ଆଦି ସମୁଦ୍ର କୂଳବର୍ତ୍ତୀ ଲୋକେ ପାଣିପାଗ ବିଭାଗଠାରୁ ସୂଚନା ପାଇବା ପରେ ଏକପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଥିସହିତ ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାରପ୍ରସାର…
ତିତ୍ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ
ଭଞ୍ଜନଗର,୧ା୫(ଡି.ଏନ୍.ଏ.) : ସାମୁଦ୍ରିକ ଝଡ଼ ତିତ୍ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍ଲିକୁ ୬ ମାସ ପୂରିବାକୁ ବସିଥିବାବେଳେ ଏବେବି ଅନେକ ଲୋକଙ୍କ ଦୁଃଖ ଯାଇନାହିଁ । ଆଜିପର୍ଯ୍ୟନ୍ତ ବନ୍ୟା ସହାୟତା ରାଶି…
‘ଫନୀ’ ମୁକାବିଲା ପାଇଁ ପ୍ରଶାସନ ସଜାଗ: କର୍ମଚାରୀଙ୍କ ଛୁଟି ବାତିଲ
ଢେଙ୍କାନାଳ ଅଫିସ, ୧।୫- ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପଶିଥିବାବେଳେ ବାତ୍ୟା ମୁକାବିଲା ପାଇଁ ତତ୍ପର ହୋଇପଡ଼ିଛି ଢେଙ୍କାନାଳ ଜିଲା ପ୍ରଶାସନ। ମଙ୍ଗଳବାର…
ଟ୍ରେଲର ଲାଗି ବିଦ୍ୟୁତ୍ ତାର ଛିଣ୍ଡିଲା
ଛେଣ୍ଡିପଦା,୧।୫ (ସ୍ବ.ପ୍ର.):ଓଡିସି ଟ୍ରାନ୍ସପୋର୍ଟ କମ୍ପାନୀର ଏକ ଟ୍ରେଲର ବିଦ୍ୟୁତ୍ ତାରରେ ଲାଗିଯିବାରୁ ସୋମବାର ବିଳମ୍ବିତ ରାତିରେ ଛେଣ୍ଡିପଦା ବଜାରରେ ଥିବା ୩୦ରୁ ଊର୍ଦ୍ଧ୍ୱ ଦୋକାନର ବିଦ୍ୟୁତ୍ ତାର ଛିଣ୍ଡିଯିବା ସହ ବୈଦ୍ୟୁତିକ ଉପକରଣ ସବୁ ପୋଡ଼ିଯାଇଛି। ଘଟଣାରୁ ଜଣାପଡିଛି, ଏହି ଟ୍ରେଲର(ନଂ. …
ଅଂଶୁଘାତ ୱାର୍ଡରେ ଦିଦିଙ୍କ କେକ୍ କଟା ଘଟଣା: ଏଡିଏମ୍ଓଙ୍କୁ ତଦନ୍ତ ନିର୍ଦ୍ଦେଶ
ଅନୁଗୋଳ ଅଫିସ, ୧।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଂଶୁଘାତ ୱାର୍ଡରେ ଗତ ଶନିବାର ରାତିରେ ଜନୈକା ଦିଦିଙ୍କ ଜନ୍ମଦିନ ପାଳନ ବେଳେ କେକ୍ କଟାଯିବା ଓ ଦେଢ଼ଘଣ୍ଟା ଧରି ନୃତ୍ୟଗୀତର ଆୟୋଜନ କରାଯିବା ନେଇ ସୋମବାର ‘ଧରିତ୍ରୀ’ରେ ଖବର ପ୍ରକାଶ…
୧୭୮ବର୍ଷର ଚିତ୍ତଲପୁର ରାମଲୀଳା: ଭାଇଚାରା ବଞ୍ଚାଇଛି ପରମ୍ପରା
(ସୁଶାନ୍ତ କୁମାର ପତି) ସାତମାଇଲ, ୧।୫- ଆଧୁନିକତାର ମାୟାଜାଲରେ ମଳିନ ପଡ଼ିଲାଣି ପୁରାତନ ସଂସ୍କୃତି। ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବାକୁ ଆଉ ଆଗଭର ହେଉନାହାନ୍ତି ଯୁବପିଢ଼ି। ତଥାପି ରାଜ୍ୟର ଏମିତି କେତେକ ସ୍ଥାନ ଅଛି, ଯେଉଁଠାରେ ଆଧୁନିକତା ସହ ସମତାଳରେ ଆଗକୁ…
ଥମିନି ଶ୍ରମିକ ଶୋଷଣ ନୀତି: ଏବେ ବି ଅବହେଳିତ ଠିକା ଶ୍ରମିକ
(ଉପେନ୍ଦ୍ର ରାଉତ) ବଅଁରପାଳ, ୧।୫- ଶ୍ରମିକ ବିକାଶର ବାହକ। ପ୍ରଗତିର ପ୍ରମୁଖ ଭାଗୀଦାର। ସେମାନଙ୍କ ସହଯୋଗ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ହେଲେ ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ ପ୍ରଗତି ରଥର ଏହି ସାରଥିମାନେ ଅନେକ ସମୟରେ ଅବହେଳାର ଶିକାର ହେଉଛନ୍ତି।…
ସରିଲା ନିର୍ବାଚନ : ଚାଲିଛି ଅଙ୍କକଷା
ପାରାଦୀପ,୧ା୫(ସ୍ବ.ପ୍ର.): ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ସୋମବାର ଶେଷ ହୋଇଯାଇଛି। ଏବେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଅଙ୍କ କଷୁଛନ୍ତି। ହାରିବା ଜିତିବାକୁ ନେଇ ଆକଳନ ଚାଲିଛି। କେଉଁ ଓ୍ବାର୍ଡରୁ କେତେ ପ୍ରତିଶତ ମତଦାନ ହୋଇଛି, ସେଥିରେ କେତେଜଣ ତାଙ୍କ ସମର୍ଥକ…
ଫନୀ : କୃଷ୍ଣପ୍ରସାଦବାସୀ ଆତଙ୍କିତ
କୃଷ୍ଣପ୍ରସାଦ,୧।୫(ଡି.ଏନ.ଏ.)-ଫାଇଲିନ, ହୁଡୁହୁଡୁ,ତିତିଲି ବାତ୍ୟା ଭୟ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ସାମୁଦ୍ରିକ ଝଡ ଫନୀ ଆସିବା ନେଇ କୃଷ୍ଣପ୍ରସାଦ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। କେତେକ ଲୋକ ଅଞ୍ଚଳ ଛାଡି ସହରମାନଙ୍କରେ ନିଜ ସର୍ମ୍ପକୀୟମାନଙ୍କ ଘରକୁ ଚାଲିଯାଉଥିବା ଜଣାଯାଇଛି ।…
ବିପର୍ଯ୍ୟସ୍ତ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀ
ନାଉଗାଁ,୧ା୫(ସ୍ବ.ପ୍ର.): ଉପକୂଳବର୍ତୀ ଜିଲାଗୁଡିକରେ ଆଜି ମଧ୍ୟ ଲୋକେ ବାତ୍ୟା ନାଁ ଶୁଣିଲେ ଭୟଭୀତ ହୋଇପଡ଼ନ୍ତି। ୧୯୯୯ ମହାବାତ୍ୟା ପରେ ଅନ୍ୟ କୌଣସି ବାତ୍ୟାରେ ଯଦିଓ ସେଭଳି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ, ତଥାପି ମଧ୍ୟ ଲୋକେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି।…
ରାଜନୀତିର ପଶାପାଲିରେ ଶ୍ରମଜୀବୀ
ପାରାଦୀପ,୧ା୫(ସ୍ବ.ପ୍ର.): ପ୍ରତିବର୍ଷ ମେ ୧ ବା ଶ୍ରମିକ ଦିବସର ଅବବ୍ୟହିତ ପୂର୍ବରୁ ଶ୍ରମିକ ସମାବେଶ ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲେ। ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଅନ୍ୟୁନ ୫୦ରୁ ଅଧିକ ଶ୍ରମିକ ସଙ୍ଗଠନ ରହିଛି। ଅଧିକାଂଶ ଆଗଧାଡ଼ିର ସଙ୍ଗଠନ ମଧ୍ୟରେ ଶ୍ରମିକ…
Archives


