ଆମ ଜିଲା ଖବର

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ ଧରି ଧାରଣାରେ ବସିଛନ୍ତି ଚାଷୀ। ସୂଚନା ଅନୁଯାୟୀ ଏହି ସମିତିରେ ୪୦୯ ଜଣ…

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ…

ଗୁଣପୁର,୨୭।୧( ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ଗଛକୁ ପିଟିହେଲା ବାଇକ୍‌। ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରି ଠାରୁ ଭାମିନି ଗ୍ରାମ ନିଜ ଘରକୁ ଫେରୁଥିବା ସମୟରେ ଦୁଇଜଣ…

ସରକାରୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ: ଆନ୍ଦୋଳନରେ ସାମିଲ ହେଲେ…

ଛତ୍ରପୁର, ୨୭।୧(ଦିଲ୍ଲୀପ ସାମଲ): ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ଆହ୍ବାନରେ ମଙ୍ଗଳବାର ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ୫-ଡେ ବ୍ୟାଙ୍କିଙ୍ଗ ଦାବିକୁ ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାଧାରଣ ଗ୍ରାହକଙ୍କ…

ଗୋପାଳପୁର ବେଳାଭୂମି ମହୋତ୍ସବ:ମା’ ତାରାତାରିଣୀଙ୍କ ପୀଠରୁ ବାହାରିଲା ମଶାଲ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ବାହାରିଛି। ଏହି ମଶାଲ ଗୋପାଳପୁର ମହୋତ୍ସବ ପଡ଼ିଆରେ ପହଞ୍ଚିବ। ଏ ନେଇ ଜିଲାପ୍ରଶାସନ…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ କଳାକାର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଗାଡି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଚେପା ହୋଇଯାଇଛି।…

ବ୍ୟାଙ୍କ ଧର୍ମଘଟ: ବଲାଙ୍ଗୀର SBI ବ୍ୟାଙ୍କ ସମ୍ମୁଖରେ ଧାରଣା

ବଲାଙ୍ଗୀର,୨୭।୧(ସୁନିଲ କୁମାର ମହାନ୍ତି): ମଙ୍ଗଳବାର ବ୍ୟାଙ୍କ ୟୁନିଅନଗୁଡ଼ିକ ଦ୍ୱାରା ପୂର୍ଣ୍ଣ ଦିବସ ଧର୍ମଘଟ ଘୋଷଣା ପରେ, ସରକାର ଏବଂ ବ୍ୟାଙ୍କଗୁଡ଼ିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସୋମବାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଧର୍ମଘଟ ସତ୍ତ୍ୱେ ଗ୍ରାହକମାନେ ଯେପରି…

ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ: ଭାଜପା

ଭୁବନେଶ୍ୱର,୨୭।୧: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନକୁ ଭାଜପା ତାଚ୍ଛଲ୍ୟ କରି ନବନିର୍ମାଣ କୃଷକ ସଂଗଠନକୁ ଟାର୍ଗେଟ୍‌ କରିଛି। ଏହା ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି ଭାଜପା ମୁଖପାତ୍ର ମନୋଜ ମହାପାତ୍ର…

୫ ଦିନିଆ କାର୍ଯ୍ୟସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା, ଗୁଣୁପୁରରେ ସମର୍ଥନ…

ଗୁଣୁପୁର, ୨୭।୧ (ସଂକେତ ପାତ୍ର): ସପ୍ତାହକୁ ୫ ଦିନ କାର୍ଯ୍ୟସପ୍ତାହ ଓ ୨ ଦିନ ସାପ୍ତାହିକ ଛୁଟି ଦାବିରେ ଆଜି ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାକୁ ଗୁଣୁପୁର ଅଞ୍ଚଳର ସମସ୍ତ ବ୍ୟାଙ୍କ ସମର୍ଥନ ଜଣାଇଛନ୍ତି ।…

ନାବାଳିକାଙ୍କୁ ନେଇ କୁଆଡ଼େ ଗଲେ ଆକାଶ, ବଢୁଛି ସନ୍ଦେହ: ମନ୍ଦିର ପଛପଟୁ ମିଳିଲା…

ବଲାଙ୍ଗୀର, ୨୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ହଇଚଇ। ମିଳିଲା ନିଖୋଜ ଯୁବକଙ୍କୁ ଚପଲ। ହତ୍ୟା ଅଭିଯୋଗ କଲେ ପରିବାର ଲୋକେ।ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଲଷ୍ମୀଜୋର ଥାନା ଆରଆର କଲୋନୀରେ। ଗତ ଶନିବାର ସ୍ଥାନୀୟ ଆଇଟିଆଇ କଲୋନୀର…

ଡ୍ରମ ବାଜା ଭାଙ୍ଗିଦେଲେ ସ୍କୁଲ ପିଲା: ଥାନାରେ ଏତଲା

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ ଖେମୁଣ୍ଡି ହାଇସ୍କୁଲର କିଛି ୧୦ମ ଶ୍ରେଣୀ ଛାତ୍ର ପ୍ରାୟ ୮ ହଜାର ଟଙ୍କା ମୂଲ୍ୟର ସ୍କୁଲରେ ଥିବା ଡ୍ରମ ବ୍ୟାଣ୍ଡ ବାଜା ଗୁଡ଼ିକ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ସୋମବାର ସାଧାରଣତନ୍ତ୍ର ଦିବସ…

ରାଗରେ ସ୍ତ୍ରୀକୁ କଟୁରିରେ ହାଣିଲେ ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା…

ପଟ୍ଟାମୁଣ୍ଡାଇ,୨୭।୧(କଳ୍ପତରୁ ନାୟକ)- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ କଟୁରି ହାଣି ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି ।…

ଜିଲା ପ୍ରଶାସନର ଖାମଖିଆଲ ମନୋଭାବ: ଜିଲାପାଳଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ଦେବଗଡ,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଯେକୌଣସି କାର୍ଯ୍ୟକ୍ରମ ସରିଲା ପରେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ଯଦ୍ୱାରା ଜନସାଧାରଣଠୁ ଆରମ୍ଭ କରି ଛାତ୍ରୀଛାତ୍ରମାନେ ଦେଖି ଜାଣିପାରନ୍ତି ଯେ, ଜିଲାରେ କଣ କଣ କାର୍ଯ୍ୟକ୍ରମ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?