ଆମ ଜିଲା ଖବର

ଆଇଡି ବ୍ଲାଷ୍ଟ : ଦୁଇ ଏସଓଜି ଗୁରୁତର

ମାଲକାନଗିରି,୧୧ା୫(ସ୍ବ.ପ୍ର.) : ମାଲକାନଗିରି ଜିଲା ଏସଓଜି ଯବାନମାନେ ମାଥିଲି ଥାନା ଅନ୍ତର୍ଗତ ସୀମାନ୍ତ ଛତିଶଗଡ଼କୁ ଶନିବାର କୋମ୍ବିଂ ଅପରେଶନରେ ଯାଇ ଫେରୁଥିବାବେଳେ ଓରାପଦର ଓ ଡୋଲଡୋଲି ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଡି ବ୍ଲାଷ୍ଟ ହୋଇଥିଲା। ଫଳରେ ଦୁଇ ଜଣ ଯବାନ ଗୁରୁତର…

ଫନୀ ବିପନ୍ନଙ୍କ ପାଇଁ ସହାୟତା ଯୋଗାଡ଼ କଲା କନ୍ଧମାଳ ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୧ା୫(ଡି.ଏନ୍‌.ଏ.): ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ, କେନ୍ଦ୍ରାପଡ଼ା ଆଦି ଜିଲାରେ ଫନୀ ବାତ୍ୟାରେ ବହୁ କ୍ଷୟକ୍ଷତି ହେବା ସହ ଲୋକଙ୍କ ଆର୍ଥତ୍କ ମାନଦଣ୍ଡ ଭାଙ୍ଗିପଡ଼ିଛି। ଏଥିପାଇଁ ଜିଲା ତଥା ଜିଲା ବାହାରୁ ବିଭିନ୍ନ ବର୍ଗରୁ ସହାୟତାର ହାତ ବଢ଼ାଯାଇଥିବାବେଳେ କନ୍ଧମାଳ ପୋଲିସ…

ସଚେତନ ନାଗରିକ ଫୋରମର ଦାବି: ପ୍ରକଳ୍ପ ପାଇଁ ସଙ୍କୁଚିତ ନ ହେଉ ଭାଗୀରଥି ସାଗର

ଢେଙ୍କାନାଳ ଅଫିସ, ୧୧।୫- ଢେଙ୍କାନାଳବାସୀଙ୍କ ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତି ସହିତ ଜଡ଼ିତ ଭାଗୀରଥି ସାଗର ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛି ସଚେତନ ନାଗରିକ ଫୋରମ୍‌। ରକ୍ଷଣାବେକ୍ଷଣ ଅଭାବରୁ ଦେଢ଼ଶହ ବର୍ଷର ଏହି ଜଳାଶୟର ଜଳଧାରଣ କ୍ଷମତା କମିବାରେ ଲାଗିଛି। ଏବେ ପୌର…

ସରକାରୀ ଜମି ଜବରଦଖଲ ବିବାଦ ତେଜିଲା:କାର୍ଯ୍ୟାନୁଷ୍ଠାନ ଦାବି

ଢେଙ୍କାନାଳ ଅଫିସ, ୧୧।୫- ଢେଙ୍କାନାଳ ତହସିଲ ଅଧୀନ ଭଗବାନପୁର ସୁନ୍ଦରିଖାଲ ନିକଟରେ ସରକାରୀ ଜାଗା ଜବରଦଖଲକୁ ନେଇ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଥିବାବେଳେ ମାମଲା ଜଟିଳ ହେବାରେ ଲାଗିଛି। ପ୍ରଶାସନ…

୮ ଦିନରେ ସରିଗଲା ସଂସାର: ନବବଧୂଙ୍କ ମୃତଦେହ ଉଦ୍ଧାର

ବଅଁରପାଳ,୧୧।୫(ଡି.ଏନ.ଏ.)-  ମାତ୍ର ୮ ଦିନ ତଳେ ବିବାହ କରିଥିଲେ। ନୂଆ ଘର, ବରକୁ ନେଇ କେତେ କ’ଣ ସ୍ବପ୍ନ ଦେଖିଥିଲେ। ହେଲେ ୮ ଦିନରେ ସରିଗଲା ସଂସାର। ସୁଖ ଦୁଃଖର ଦୁନିଆକୁ ସାଥିରେ ନେଇ ଚାଲିବା ଆଗରୁ ଦୁନିଆ ଛାଡ଼ିଦେଲେ ଜଣେ…

କଲବଲ କରୁଛି ଗୁଳୁଗୁଳି

ଢେଙ୍କାନାଳ ଅଫିସ, ୧୧ା୫- ବାତ୍ୟା ‘ଫନୀ’ ପରେ ପୁଣିଥରେ ବଢ଼ିବା ଆରମ୍ଭ କରିଛି ତାପମାତ୍ରା। ସପ୍ତାହେ ହେଲା ଢେଙ୍କାନାଳ ସହରର ପାରଦ ୪୩ ଡିଗ୍ରୀ ପାଖାପାଖି ରହୁଛି। ଦିନସାରା ଉତ୍ତପ୍ତ ଝାଞ୍ଜି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସହରବାସୀ  କଲବଲ ହେଉଥିବାବେଳେ ସେଥିରେ…

ହାତୀର ଗଳିତ ମୃତଦେହ ଉଦ୍ଧାର

ବନ୍ତଳା, ୧୧ା୫(ଡି.ଏନ.ଏ.)-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ବିଟ୍‌ ପଣସ ତଇଳାରେ ଶୁକ୍ରବାର ଅପରାହ୍ନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନାରୁ ପ୍ରକାଶ, ରବିବାର ଠାରୁ ହାତୀର ମୃତ୍ୟୁ ହୋଇଛି। ୭ ଦିନ…

ବାତ୍ୟା ବିପନ୍ନଙ୍କ ଲାଗି ଜିଲା ପ୍ରଶାସନର ସହାୟତା : ନୂଆପଡ଼ା, ଚିଲିକା ଗଲେ ୮ ଡାକ୍ତର

ଛତ୍ରପୁର,୧୧ା୫(ଡି.ଏନ.ଏ)-ବାତ୍ୟା ‘ଫନୀ’ ପ୍ରଭାବିତ ଲୋକଙ୍କୁ ବିିଭିନ୍ନ ସାହାର୍ଯ୍ୟ ଓ ବାତ୍ୟା ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା ପ୍ରଦାନ କରାଯାଉଛି। ଜିଲାବାସୀ ସାହାର୍ଯ୍ୟ ଓ ସହଯୋଗ କରିବା କରିବାକୁ  ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ…

ମ୍ୟାଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ‘ଦମନ’

ବ୍ରହ୍ମପୁର ଅଫିସ୍‌,୧୧ା୫-ଗଞ୍ଜାମ ଜିଲାରେ ମ୍ୟାଲେରିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଯାଇଛି ‘ଦମନ’ । ଜିଲାର ୭ଟି ବ୍ଲକ ଯଥା ଧରାକୋଟ, ଚିକିଟି, କୁକୁଡ଼ାଖଣ୍ଡି, କୋଦଳା, ପାତ୍ରପୁର,…

ବଲାତ୍କାରୀ ଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୧ା୫-ଜଣେ ନାବାଳିକାଙ୍କୁ ବଳାତ୍କାର  ମାମଲାର ବିଚାର କରି ଡେଜିଗନେଟେଡ୍‌ ପୋକ୍‌ସୋ ଜଜ୍‌ ଦୀପକ କୁମାର ଅଭିଯୁକ୍ତ କାଳିଆ ଦାସଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହେଇଛି। ଜରିମାନା…

ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ

ବ୍ରହ୍ମପୁର ଅଫିସ୍‌,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌ ହେଉ ଅବା ୨୦୧୮ରେ ତିତ୍‌ଲି  ଏବଂ ପୁଣି ୨୦୧୯ରେ ଫନୀ ବାତ୍ୟାରେ ପ୍ରବଳ ଧନଜୀବନ ହାନୀ…

ଫନୀ ଉଜାଡ଼ିଦେଲା କଦଳୀ କ୍ଷେତ

ପଦ୍ମପୁର, ୧୧।୫ (ଡି.ଏନ.ଏ.) – ବାତ୍ୟା ‘ଫନୀ’ ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ଗ୍ରାମର ଶଶିଭୂଷଣ ଦାଶଙ୍କର କଦଳୀ କ୍ଷେତ ଉଜୁଡ଼ି ଯାଇଛି। ହଜାର ହଜାର ଗଛ ଧରାଶାୟୀ ହୋଇଛି। ଗଛରେ କଦଳୀ କାନ୍ଦୀ ବାହାରିଥିବା ବେଳେ ବାତ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri