ଆଇଡି ବ୍ଲାଷ୍ଟ : ଦୁଇ ଏସଓଜି ଗୁରୁତର

ମାଲକାନଗିରି,୧୧ା୫(ସ୍ବ.ପ୍ର.) : ମାଲକାନଗିରି ଜିଲା ଏସଓଜି ଯବାନମାନେ ମାଥିଲି ଥାନା ଅନ୍ତର୍ଗତ ସୀମାନ୍ତ ଛତିଶଗଡ଼କୁ ଶନିବାର କୋମ୍ବିଂ ଅପରେଶନରେ ଯାଇ ଫେରୁଥିବାବେଳେ ଓରାପଦର ଓ ଡୋଲଡୋଲି ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଡି ବ୍ଲାଷ୍ଟ ହୋଇଥିଲା। ଫଳରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସଙ୍ଗେ ସଙ୍ଗେ ହେଲିକପ୍ଟର ଯୋଗେ ସେମାନଙ୍କୁ ଚିକିତ୍ସା ପାଇଁ ଅଣାଯାଇଛି। ଘଟଣାସ୍ଥଳକୁ ବିଏସଏଫ ଯବାନଙ୍କ ଓ ଏସଓଜି ଯିବା ସହ କୋମ୍ବିଂ ଜୋରଦାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?